ଭିଜିଲାନ୍ସ ପଞ୍ଝାରେ କୋଟିପତି ଶିକ୍ଷକ, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ

The Sakala Picture
Published On

ରାୟଗଡା: ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡା ବିଇଓ ଅଫିସରେ କାର୍ଯ୍ୟରତ ଶିକ୍ଷକ ଶିଶିର ସେମେକିଙ୍କ ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି । ଚଢାଉ ବେଳେ କୋଟିଏରୁ ଅଧିକ ଆୟବହିର୍ଭୂତ ସଂପତ୍ତି ଠାବ କରିଛି ଭିଜିଲାନ୍ସ । ତାଙ୍କ ସଂପତ୍ତି ଆକଳନ ଜାରି ରହିଥିବା ଜଣାପଡିଛି । ଜବତ ସଂପତ୍ତି ମଧ୍ୟରେ ରହିଛି ୨ ଲକ୍ଷ ୮୮ ହଜାର ନଗଦ ଟଙ୍କା, ୪୦୮ ଗ୍ରାମ […]

ରାୟଗଡା: ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡା ବିଇଓ ଅଫିସରେ କାର୍ଯ୍ୟରତ ଶିକ୍ଷକ ଶିଶିର ସେମେକିଙ୍କ ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି । ଚଢାଉ ବେଳେ କୋଟିଏରୁ ଅଧିକ ଆୟବହିର୍ଭୂତ ସଂପତ୍ତି ଠାବ କରିଛି ଭିଜିଲାନ୍ସ । ତାଙ୍କ ସଂପତ୍ତି ଆକଳନ ଜାରି ରହିଥିବା ଜଣାପଡିଛି । ଜବତ ସଂପତ୍ତି ମଧ୍ୟରେ ରହିଛି ୨ ଲକ୍ଷ ୮୮ ହଜାର ନଗଦ ଟଙ୍କା, ୪୦୮ ଗ୍ରାମ ସୁନା , ୨୨୯ ଗ୍ରାମ ରୁପା ଗହଣା, ୨ଟି ତିନି ମହଲା କୋଠା, ୩ଟି ଦୁଇ ମହଲା କୋଠା, ୨୧ ଲକ୍ଷ ୬୮ ହଜାର ବ୍ୟାଙ୍କଜମା, ଗୋଟିଏ ଇନୋଭା ଓ ଗୋଟିଏ ବୋଲେରୋ ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

29 Jan 2022 By The Sakala

ଭିଜିଲାନ୍ସ ପଞ୍ଝାରେ କୋଟିପତି ଶିକ୍ଷକ, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ରାୟଗଡା: ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡା ବିଇଓ ଅଫିସରେ କାର୍ଯ୍ୟରତ ଶିକ୍ଷକ ଶିଶିର ସେମେକିଙ୍କ ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି । ଚଢାଉ ବେଳେ କୋଟିଏରୁ ଅଧିକ ଆୟବହିର୍ଭୂତ ସଂପତ୍ତି ଠାବ କରିଛି ଭିଜିଲାନ୍ସ । ତାଙ୍କ ସଂପତ୍ତି ଆକଳନ ଜାରି ରହିଥିବା ଜଣାପଡିଛି । ଜବତ ସଂପତ୍ତି ମଧ୍ୟରେ ରହିଛି ୨ ଲକ୍ଷ ୮୮ ହଜାର ନଗଦ ଟଙ୍କା, ୪୦୮ ଗ୍ରାମ ସୁନା , ୨୨୯ ଗ୍ରାମ ରୁପା ଗହଣା, ୨ଟି ତିନି ମହଲା କୋଠା, ୩ଟି ଦୁଇ ମହଲା କୋଠା, ୨୧ ଲକ୍ଷ ୬୮ ହଜାର ବ୍ୟାଙ୍କଜମା, ଗୋଟିଏ ଇନୋଭା ଓ ଗୋଟିଏ ବୋଲେରୋ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର