ଘର ଭିତରୁ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

Madhusudan Das Picture
Published On

ମୁନିଗୁଡ଼ା: ମୁନିଗୁଡ଼ା ଅମ୍ବାଦଳା ଥାନା ଷ୍ଟେସନ କୁମୁଡ଼ାବାଲି ଗାଁରେ ଘଟିଛି ଅଭାନିୟ ଘଟଣା। ନିଜ ଘର ଭିତରୁ ବୃଦ୍ଧାଙ୍କ ଅଧା ପୋଡ଼ା ମୃତ ଦେହ ଉଦ୍ଧାର କରିଛି ଅମ୍ବଦଳା ପୋଲିସ। ମୃତ ବୃଦ୍ଧା ଜଣଙ୍କ ହେଲେ ଅମ୍ବାଦଳା ଥାନା ଅମ୍ଲାଭଟା ପଞ୍ଚାୟତ ଷ୍ଟେସନ କୁମୁଡ଼ାବାଲି ଗ୍ରାମର ଚନ୍ଦନ ତୁଳା ଡଙ୍ଗରି। ତାଙ୍କ ପରିବାର ରେ କେହି ନଥିବା ବେଳେ ସେ ଏକୁଟିଆ ଘରେ ରହୁଥିଲେ। ଘଟଣା ସ୍ଥଳରେ ଅମ୍ବଦଳା ପୋଲିସ, ବିଷମ କଟକ ଏସଡିପିଓ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ। ତେବେ କେଉଁ ପରିସ୍ଥିତିର ନିଆଁ ଲାଗିଲା ଓ କିପରି ବୃଦ୍ଧା ଜଣକ ପୋଡ଼ି ହୋଇ ମୃତ୍ୟୁବରଣ କଲେ ତାହା ଅସ୍ପଷ୍ଟ ରହିଛି।

ଆହୁରି ପଢ଼ନ୍ତୁ: +2 ପିଲାଙ୍କ ପାଇଁ ବଡ଼ ଖୁସି ଖବର: CHSE ଦେଲା ଶେଷ ସୁଯୋଗ, ୧୮ ଡିସେମ୍ବର ଯାଏଁ କରିପାରିବେ ଫର୍ମ ପୂରଣ

Join Us @ WhatsApp

About The Author

Google News
Join Us @ WhatsApp