ପ୍ରଭାସଙ୍କ ଫିଲ୍ମ ଚାଲିଥିଲା ବେଳେ ଅଶୋକା ସିନେମା ହଲରେ ଲାଗିଲା ନିଆଁ

Madhusudan Das Picture
Published On

ରାୟଗଡା: ସିନେମା ହଲ୍‌ରେ ଲାଗିଲା ନିଆଁ । ରାୟଗଡ଼ା ଅଶୋକ ଟକିଜ୍‌ ହଲ୍‌ରେ ଅଗ୍ନିକାଣ୍ଡ । ରାୟଗଡା ସହରର ଅଶୋକା ସିନେମା ହଲରେ ତେଲୁଗୁ ସିନେ ତାରକା ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ସିନେମା 'ରାଜା ସାହେବ୍' ଚାଲିଥିଲା ବେଳେ ଅଘଟଣ । ସିନେମାରେ ପ୍ରଭାସଙ୍କ ଏଣ୍ଟ୍ରି ବେଳେ ସମର୍ଥକମାନେ ସିନେମା ହଲ ପରିସରରେ ନିଆଁ ଲଗାଇ ଆଳତୀ କରୁଥିଲେ । ଏହି ସମୟରେ ହଲରେ ଝୁଲୁଥିବା ପରଦାରେ ନିଆଁ ଲାଗିଯାଇଥିଲା । ଯାହାପରେ ହଠାତ୍ ନିଆଁର ପ୍ରକୋପ ବଢିବାରେ ଲାଗିଥିଲା । ହଲ୍ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ନିଆଁ ଲିଭା ଯନ୍ତ୍ରରେ ନିଆଁକୁ ଆୟତ୍ତ କରିଥିଲେ। ଯାହାଦ୍ବାରା ଏକ ବଡ ଦୁର୍ଘଟଣାକୁ ଏଡେଇ ଦିଆଯାଇ ପାରିଥିଲା। ତେବେ ଏହି ଅଗ୍ନିକାଣ୍ଡରେ କାହାର କୌଣସି କ୍ଷତି ହୋଇନଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ITDA ବାଲିଗୁଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ

10 Jan 2026 By Madhusudan Das

ପ୍ରଭାସଙ୍କ ଫିଲ୍ମ ଚାଲିଥିଲା ବେଳେ ଅଶୋକା ସିନେମା ହଲରେ ଲାଗିଲା ନିଆଁ

ରାୟଗଡା: ସିନେମା ହଲ୍‌ରେ ଲାଗିଲା ନିଆଁ । ରାୟଗଡ଼ା ଅଶୋକ ଟକିଜ୍‌ ହଲ୍‌ରେ ଅଗ୍ନିକାଣ୍ଡ । ରାୟଗଡା ସହରର ଅଶୋକା ସିନେମା ହଲରେ ତେଲୁଗୁ ସିନେ ତାରକା ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ସିନେମା 'ରାଜା ସାହେବ୍' ଚାଲିଥିଲା ବେଳେ ଅଘଟଣ । ସିନେମାରେ ପ୍ରଭାସଙ୍କ ଏଣ୍ଟ୍ରି ବେଳେ ସମର୍ଥକମାନେ ସିନେମା ହଲ ପରିସରରେ ନିଆଁ ଲଗାଇ ଆଳତୀ କରୁଥିଲେ । ଏହି ସମୟରେ ହଲରେ ଝୁଲୁଥିବା ପରଦାରେ ନିଆଁ ଲାଗିଯାଇଥିଲା । ଯାହାପରେ ହଠାତ୍ ନିଆଁର ପ୍ରକୋପ ବଢିବାରେ ଲାଗିଥିଲା । ହଲ୍ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ନିଆଁ ଲିଭା ଯନ୍ତ୍ରରେ ନିଆଁକୁ ଆୟତ୍ତ କରିଥିଲେ। ଯାହାଦ୍ବାରା ଏକ ବଡ ଦୁର୍ଘଟଣାକୁ ଏଡେଇ ଦିଆଯାଇ ପାରିଥିଲା। ତେବେ ଏହି ଅଗ୍ନିକାଣ୍ଡରେ କାହାର କୌଣସି କ୍ଷତି ହୋଇନଥିବା ଜଣାପଡିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର