ଦେବସ୍ନାନ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି କଡ଼ାକଡ଼ି, ଘୋଷଯାତ୍ରା ପାଇଁ ଆଜି ତିନି ରଥର ଉଠିଲା ଚାରିନାହାକା

The Sakala Picture
Published On

ପୁରୀ: ସେଜେଇ ହେଉଛି ଜଗନ୍ନାଥ ଧାମ । ପାଖେଇ ଆସୁଛି ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା ।  ପବିତ୍ର ସ୍ନାନ ପୂର୍ଣ୍ଣିମା ଉପଲ୍ଲଖେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଉଭୟ ବ୍ୟାରିକେଡ ଓ ବଡ଼ଦାଣ୍ଡରୁ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ସହରର ବିଭିନ୍ନ ସ୍ଥାନରେ ୬ଟି ସ୍ୱତନ୍ତ୍ର ପାର୍କିଂ ସ୍ଥଳର ବ୍ୟବସ୍ଥା କରାଯାଇଛି । ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ପୋଲିସ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା […]

ପୁରୀ: ସେଜେଇ ହେଉଛି ଜଗନ୍ନାଥ ଧାମ । ପାଖେଇ ଆସୁଛି ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା ।  ପବିତ୍ର ସ୍ନାନ ପୂର୍ଣ୍ଣିମା ଉପଲ୍ଲଖେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଉଭୟ ବ୍ୟାରିକେଡ ଓ ବଡ଼ଦାଣ୍ଡରୁ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ସହରର ବିଭିନ୍ନ ସ୍ଥାନରେ ୬ଟି ସ୍ୱତନ୍ତ୍ର ପାର୍କିଂ ସ୍ଥଳର ବ୍ୟବସ୍ଥା କରାଯାଇଛି । ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ପୋଲିସ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ସେବାୟତଙ୍କ ସହ ସମନ୍ୱୟ ରଖାଯାଇ ସମସ୍ତ ନୀତିକୁ ତ୍ୱରାନ୍ୱିତ କରାଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ସେପଟେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ୟ୍ୟ ୩୬ ଦିନରେ ପହଞ୍ଚିଛି । ୪ ଦିନ ପୂର୍ବରୁ ଆଜି ତିନି ରଥର ଚାରି ନାହାକା ଉଠିଛି। ରଥ ନିର୍ମାଣ ଟାର୍ଗେଟ ଅନୁଯାୟୀ , ଦେବସ୍ନାନ ପୂର୍ଣ୍ଣିମା ଦିନ ହିଁ ତିନି ରଥର ଚାରି ନାହାକା ଉଠିଥାଏ । କିନ୍ତୁ ଚଳିତ ବର୍ଷ ଆଗୁଆ ଏହି କାର୍ଯ୍ଯ କରାଯାଇଛି । ଏହା ପରେ ରଥର ଉପରି ଭାଗର ନିର୍ମାଣ କାର୍ଯ୍ଯ କରାଯିବ ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

10 Jun 2022 By The Sakala

ଦେବସ୍ନାନ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି କଡ଼ାକଡ଼ି, ଘୋଷଯାତ୍ରା ପାଇଁ ଆଜି ତିନି ରଥର ଉଠିଲା ଚାରିନାହାକା

ପୁରୀ: ସେଜେଇ ହେଉଛି ଜଗନ୍ନାଥ ଧାମ । ପାଖେଇ ଆସୁଛି ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା ।  ପବିତ୍ର ସ୍ନାନ ପୂର୍ଣ୍ଣିମା ଉପଲ୍ଲଖେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଉଭୟ ବ୍ୟାରିକେଡ ଓ ବଡ଼ଦାଣ୍ଡରୁ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ସହରର ବିଭିନ୍ନ ସ୍ଥାନରେ ୬ଟି ସ୍ୱତନ୍ତ୍ର ପାର୍କିଂ ସ୍ଥଳର ବ୍ୟବସ୍ଥା କରାଯାଇଛି । ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ପୋଲିସ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ସେବାୟତଙ୍କ ସହ ସମନ୍ୱୟ ରଖାଯାଇ ସମସ୍ତ ନୀତିକୁ ତ୍ୱରାନ୍ୱିତ କରାଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

ସେପଟେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ୟ୍ୟ ୩୬ ଦିନରେ ପହଞ୍ଚିଛି । ୪ ଦିନ ପୂର୍ବରୁ ଆଜି ତିନି ରଥର ଚାରି ନାହାକା ଉଠିଛି। ରଥ ନିର୍ମାଣ ଟାର୍ଗେଟ ଅନୁଯାୟୀ , ଦେବସ୍ନାନ ପୂର୍ଣ୍ଣିମା ଦିନ ହିଁ ତିନି ରଥର ଚାରି ନାହାକା ଉଠିଥାଏ । କିନ୍ତୁ ଚଳିତ ବର୍ଷ ଆଗୁଆ ଏହି କାର୍ଯ୍ଯ କରାଯାଇଛି । ଏହା ପରେ ରଥର ଉପରି ଭାଗର ନିର୍ମାଣ କାର୍ଯ୍ଯ କରାଯିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର