କେନ୍ଦ୍ର-ରାଜ୍ୟ ଅନୁଦାନର ଅନୁପାତ ବଦଳାଇବାକୁ ରାଜ୍ୟସଭାରେ ସାଂସଦ ଅମର ପଟ୍ଟନାୟକଙ୍କ ଦାବି

The Sakala Picture
Published On

ଭୁବନେଶ୍ୱର: ବିଜେଡି ସାଂସଦ ଅମର ପଟ୍ଟନାୟକ କେନ୍ଦ୍ରୀୟ ପବର୍ତ୍ତିତ ଯୋଜନାରେ ସେୟାରିଂ ପାଟର୍ନ ବଦଳାଇବାକୁ ରାଜ୍ୟସଭାରେ ଧ୍ୟାନ ଆକର୍ଷଣକାରୀ ନୋଟିସ ଦେଇଛନ୍ତି । ସାମାଜିକ ଅର୍ଥନୈତିକ ଦୃଷ୍ଟି କୋଣରୁ ପଛୁଆ ଅଞ୍ଚଳ ଭାବେ ବିବେଚିତ ହେଉଥିବା ଆକାଂକ୍ଷୀ ଜିଲ୍ଲା ତାଲିକାରେ ଓଡିଶାର ୮ଟି ଜିଲ୍ଲା ସାମିଲ କରାଯାଇଛି । ହେଲେ ବିନା କୌଣସି ବଜେଟ ଅନୁଦାନ ଏବଂ ଏହି ଜିଲ୍ଲା ଗୁଡିକରେ ୮ଟି କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ବନ୍ଦ କରିଦେବା ଫଳରେ ରାଜ୍ୟ ସରକାରଙ୍କ ଉପରେ ଅଜଥା […]

ଭୁବନେଶ୍ୱର: ବିଜେଡି ସାଂସଦ ଅମର ପଟ୍ଟନାୟକ କେନ୍ଦ୍ରୀୟ ପବର୍ତ୍ତିତ ଯୋଜନାରେ ସେୟାରିଂ ପାଟର୍ନ ବଦଳାଇବାକୁ ରାଜ୍ୟସଭାରେ ଧ୍ୟାନ ଆକର୍ଷଣକାରୀ ନୋଟିସ ଦେଇଛନ୍ତି । ସାମାଜିକ ଅର୍ଥନୈତିକ ଦୃଷ୍ଟି କୋଣରୁ ପଛୁଆ ଅଞ୍ଚଳ ଭାବେ ବିବେଚିତ ହେଉଥିବା ଆକାଂକ୍ଷୀ ଜିଲ୍ଲା ତାଲିକାରେ ଓଡିଶାର ୮ଟି ଜିଲ୍ଲା ସାମିଲ କରାଯାଇଛି । ହେଲେ ବିନା କୌଣସି ବଜେଟ ଅନୁଦାନ ଏବଂ ଏହି ଜିଲ୍ଲା ଗୁଡିକରେ ୮ଟି କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ବନ୍ଦ କରିଦେବା ଫଳରେ ରାଜ୍ୟ ସରକାରଙ୍କ ଉପରେ ଅଜଥା ବୋଝ ପଡୁଛି ।

ଆହୁରି ପଢ଼ନ୍ତୁ: ଆତଙ୍କୀ ଲିଙ୍କ୍‌ରେ ଓଡ଼ିଆ ଯୁବକ ଶେଖ୍ ଇମ୍ରାନ ସମେତ ୪ଜଣଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

ଏହା ସହ ପ୍ରାକୃତିକ ବିପର୍ଯ୍ଯୟକୁ ଓଡିଶା ପ୍ରତିବର୍ଷ ସାମ୍ନା କରୁଥିବାରୁ ଗତ ୨୫ବର୍ଷ ମଧ୍ୟରେ ୮୫ହଜାର ୩୧୩କୋଟି କ୍ଷତି ସହିଛି । ୨୦୨୦-୨୧ରେ ୧୪୭୧କୋଟି ଟଙ୍କା କ୍ଷତି ହୋଇଥିବା ବେଳେ ୬୦ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ସ୍ୱତନ୍ତ୍ର ରାଜ୍ୟପାହ୍ୟା ପାଇଁ ଥିବା ସର୍ତ୍ତରେ ପ୍ରାକୃତିକ ବିପର୍ଯ୍ଯୟକୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ବାରମ୍ବାର ଦାବି କରି ଆସୁଛନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଲେ

ଏସବୁକୁ ନଜର ରଖି କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ କେନ୍ଦ୍ର-ରାଜ୍ୟ ଅନୁଦାନର ଅନୁପାତ ବଦଳାଇବାକୁ ସାଂସଦ ଅମର ପଟ୍ଟନାୟକ ଦାବି କରିଛନ୍ତି । ଏହାସହ ବିପର୍ଯ୍ଯୟକୁ ମୁକାବିଲା କରିପାରୁଥିବା ଅଣ୍ଡର ଗ୍ରାଉଣ୍ଡ କେବଲିଂ ଏବଂ ସମୁଦ୍ରକୁଳ ଅଞ୍ଚଳରେ ସ୍ଥାୟୀ ବିଦ୍ୟୁତ ଭିତ୍ତିଭୂମି ପ୍ରତିଷ୍ଠା କରିବାକୁ ସାଂସଦ ଅମର ପଟ୍ଟନାୟକ ଧ୍ୟାନ ଆକର୍ଷଣକାରୀ ନୋଟିସ ଜରିଆରେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି ।

ଆହୁରି ପଢ଼ନ୍ତୁ: କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲିକଢ଼ା ପ୍ରକ୍ରିୟା: ଗର୍ଭଗୃହକୁ ଟନେଲ୍‌ ନିର୍ମାଣ ଆରମ୍ଭ, ଉଚ୍ଚସ୍ତରୀୟ ବୈଷୟିକ ଟିମ୍ ଅନୁଧ୍ୟାନ ପରେ କଢ଼ାଯିବ ବାଲି

09 Dec 2022 By The Sakala

କେନ୍ଦ୍ର-ରାଜ୍ୟ ଅନୁଦାନର ଅନୁପାତ ବଦଳାଇବାକୁ ରାଜ୍ୟସଭାରେ ସାଂସଦ ଅମର ପଟ୍ଟନାୟକଙ୍କ ଦାବି

ଭୁବନେଶ୍ୱର: ବିଜେଡି ସାଂସଦ ଅମର ପଟ୍ଟନାୟକ କେନ୍ଦ୍ରୀୟ ପବର୍ତ୍ତିତ ଯୋଜନାରେ ସେୟାରିଂ ପାଟର୍ନ ବଦଳାଇବାକୁ ରାଜ୍ୟସଭାରେ ଧ୍ୟାନ ଆକର୍ଷଣକାରୀ ନୋଟିସ ଦେଇଛନ୍ତି । ସାମାଜିକ ଅର୍ଥନୈତିକ ଦୃଷ୍ଟି କୋଣରୁ ପଛୁଆ ଅଞ୍ଚଳ ଭାବେ ବିବେଚିତ ହେଉଥିବା ଆକାଂକ୍ଷୀ ଜିଲ୍ଲା ତାଲିକାରେ ଓଡିଶାର ୮ଟି ଜିଲ୍ଲା ସାମିଲ କରାଯାଇଛି । ହେଲେ ବିନା କୌଣସି ବଜେଟ ଅନୁଦାନ ଏବଂ ଏହି ଜିଲ୍ଲା ଗୁଡିକରେ ୮ଟି କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ବନ୍ଦ କରିଦେବା ଫଳରେ ରାଜ୍ୟ ସରକାରଙ୍କ ଉପରେ ଅଜଥା ବୋଝ ପଡୁଛି ।

ଏହା ସହ ପ୍ରାକୃତିକ ବିପର୍ଯ୍ଯୟକୁ ଓଡିଶା ପ୍ରତିବର୍ଷ ସାମ୍ନା କରୁଥିବାରୁ ଗତ ୨୫ବର୍ଷ ମଧ୍ୟରେ ୮୫ହଜାର ୩୧୩କୋଟି କ୍ଷତି ସହିଛି । ୨୦୨୦-୨୧ରେ ୧୪୭୧କୋଟି ଟଙ୍କା କ୍ଷତି ହୋଇଥିବା ବେଳେ ୬୦ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ସ୍ୱତନ୍ତ୍ର ରାଜ୍ୟପାହ୍ୟା ପାଇଁ ଥିବା ସର୍ତ୍ତରେ ପ୍ରାକୃତିକ ବିପର୍ଯ୍ଯୟକୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ବାରମ୍ବାର ଦାବି କରି ଆସୁଛନ୍ତି ।

ଏସବୁକୁ ନଜର ରଖି କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ କେନ୍ଦ୍ର-ରାଜ୍ୟ ଅନୁଦାନର ଅନୁପାତ ବଦଳାଇବାକୁ ସାଂସଦ ଅମର ପଟ୍ଟନାୟକ ଦାବି କରିଛନ୍ତି । ଏହାସହ ବିପର୍ଯ୍ଯୟକୁ ମୁକାବିଲା କରିପାରୁଥିବା ଅଣ୍ଡର ଗ୍ରାଉଣ୍ଡ କେବଲିଂ ଏବଂ ସମୁଦ୍ରକୁଳ ଅଞ୍ଚଳରେ ସ୍ଥାୟୀ ବିଦ୍ୟୁତ ଭିତ୍ତିଭୂମି ପ୍ରତିଷ୍ଠା କରିବାକୁ ସାଂସଦ ଅମର ପଟ୍ଟନାୟକ ଧ୍ୟାନ ଆକର୍ଷଣକାରୀ ନୋଟିସ ଜରିଆରେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର