ନନ୍ଦନକାନନକୁ ଆସିଲେ ରାଜସ୍ଥାନ ଅତିଥି

The Sakala Picture
Published On

ମେଣ୍ଢାଶାଳ: ନନ୍ଦନକାନନକୁ ଆସିଲେ ରାଜସ୍ଥାନ ଅତିଥି । ରାଜସ୍ଥାନ ନହରଘର ବାୟୋଲୋଜିକାଲ ପାର୍କରୁ ନନ୍ଦନକାନନକୁ ଆସିଲେ ୮ଟି ନୂଆ ଅତିଥି । ଏମାନଙ୍କ ମଧ୍ୟରେ ଦୁଇଟି ଗଧିଆ, ଦୁଇଟି ଘଡିଆଳ, ଦୁଇଟି କଲରାପତରିଆ ବାଘ , ଦୁଇଟି ଚିଙ୍କାରା ହରିଣ ରହିଛନ୍ତି । ଏମାନେ ଗତ କାଲି ବିଳମ୍ବିତ ରାତିରେ ନନ୍ଦନକାନରେ ପହଞ୍ଚିଛନ୍ତି । ସେମାନଙ୍କର ସ୍ୱାସ୍ଥ୍ୟପରୀକ୍ଷା କରାଯାଇ ନନ୍ଦନକାନ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି । କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନ କ୍ରମେ ଗତ ମାର୍ଚ୍ଚ ମାସ ୧୭ରେ […]

ମେଣ୍ଢାଶାଳ: ନନ୍ଦନକାନନକୁ ଆସିଲେ ରାଜସ୍ଥାନ ଅତିଥି । ରାଜସ୍ଥାନ ନହରଘର ବାୟୋଲୋଜିକାଲ ପାର୍କରୁ ନନ୍ଦନକାନନକୁ ଆସିଲେ ୮ଟି ନୂଆ ଅତିଥି । ଏମାନଙ୍କ ମଧ୍ୟରେ ଦୁଇଟି ଗଧିଆ, ଦୁଇଟି ଘଡିଆଳ, ଦୁଇଟି କଲରାପତରିଆ ବାଘ , ଦୁଇଟି ଚିଙ୍କାରା ହରିଣ ରହିଛନ୍ତି । ଏମାନେ ଗତ କାଲି ବିଳମ୍ବିତ ରାତିରେ ନନ୍ଦନକାନରେ ପହଞ୍ଚିଛନ୍ତି । ସେମାନଙ୍କର ସ୍ୱାସ୍ଥ୍ୟପରୀକ୍ଷା କରାଯାଇ ନନ୍ଦନକାନ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି । କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନ କ୍ରମେ ଗତ ମାର୍ଚ୍ଚ ମାସ ୧୭ରେ ଏଠାରୁ ଦୁଇଟି ମହାବଳ ବାଘ ସମେତ ୪୮ଟି ଜୀବଜନ୍ତୁ ରାଜସ୍ତାନର ନହରଘର ବାୟୋଲୋଜିକାଲା ପାର୍କ ପଠାଯାଇଥିଲା । ଜନ୍ତୁ ଅଦଳ ବଦଳ ପ୍ରକିୟା ସମୟ ଅବଧି ୬ମାସ ଭିତରେ ଥିବା ବେଳେ କିଛି ସମସ୍ୟା ଯୋଗୁ ଏହା ବିଳମ୍ବ ହୋଇଥିଲା ।

ଆହୁରି ପଢ଼ନ୍ତୁ: ପୁଣି ପୁରୀ କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ, ଅଦାଲତ କାର୍ଯ୍ୟ ବାଧାପ୍ରାପ୍ତ

09 Oct 2021 By The Sakala

ନନ୍ଦନକାନନକୁ ଆସିଲେ ରାଜସ୍ଥାନ ଅତିଥି

ମେଣ୍ଢାଶାଳ: ନନ୍ଦନକାନନକୁ ଆସିଲେ ରାଜସ୍ଥାନ ଅତିଥି । ରାଜସ୍ଥାନ ନହରଘର ବାୟୋଲୋଜିକାଲ ପାର୍କରୁ ନନ୍ଦନକାନନକୁ ଆସିଲେ ୮ଟି ନୂଆ ଅତିଥି । ଏମାନଙ୍କ ମଧ୍ୟରେ ଦୁଇଟି ଗଧିଆ, ଦୁଇଟି ଘଡିଆଳ, ଦୁଇଟି କଲରାପତରିଆ ବାଘ , ଦୁଇଟି ଚିଙ୍କାରା ହରିଣ ରହିଛନ୍ତି । ଏମାନେ ଗତ କାଲି ବିଳମ୍ବିତ ରାତିରେ ନନ୍ଦନକାନରେ ପହଞ୍ଚିଛନ୍ତି । ସେମାନଙ୍କର ସ୍ୱାସ୍ଥ୍ୟପରୀକ୍ଷା କରାଯାଇ ନନ୍ଦନକାନ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି । କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନ କ୍ରମେ ଗତ ମାର୍ଚ୍ଚ ମାସ ୧୭ରେ ଏଠାରୁ ଦୁଇଟି ମହାବଳ ବାଘ ସମେତ ୪୮ଟି ଜୀବଜନ୍ତୁ ରାଜସ୍ତାନର ନହରଘର ବାୟୋଲୋଜିକାଲା ପାର୍କ ପଠାଯାଇଥିଲା । ଜନ୍ତୁ ଅଦଳ ବଦଳ ପ୍ରକିୟା ସମୟ ଅବଧି ୬ମାସ ଭିତରେ ଥିବା ବେଳେ କିଛି ସମସ୍ୟା ଯୋଗୁ ଏହା ବିଳମ୍ବ ହୋଇଥିଲା ।

https://www.thesakala.in/latest-odisha-news/rajasthan-guests-come-to-nandankanan/article-5975
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର