ଆସନ୍ତା ୮ ଘଣ୍ଟା ପର୍ଯ୍ଯନ୍ତ ବର୍ଷା ଜାରି ରହିବ, ତୀବ୍ର ଅବପାତ ଓଡିଶାରୁ କ୍ରସ ନକରିବା ଯାଏ ରହିଛି ଚ୍ଯାଲେଞ୍ଜ- ଏସଆରସି

The Sakala Picture
Published On

ଭୁବନେଶ୍ବର: ବର୍ଷା ଓ ବନ୍ୟା ସ୍ଥିତ ନେଇ ଏସଆରସି  ସୂଚନା ଦେଇଛନ୍ତି। ସ୍ଥଳଭାଗ ଅତିକ୍ରମ କରି ସାରିଛି ଗଭୀର ଅବପାତ। ଦୀଘାରେ ସ୍ଥଳଭାଗ ଅତିକ୍ରମ କରିଛି ଗଭୀର ଅବପାତ । ସନ୍ଧ୍ୟା ୭ଟାରୁ ୮ଟା ମଧ୍ଯରେ ସ୍ଥଳଭାଗ ଅତିକ୍ରମ କରିଛି ଗଭୀର ଅବପାତ। ଉତ୍ତର ବାଲେଶ୍ବରରେ ୨ ଘଣ୍ଟା ଧରି ବର୍ଷା ଜାରି ରହିଛି ବୋଲି ଏସଆରସି କହିଛନ୍ତି। ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୮ ଘଣ୍ଟା ପର୍ଯ୍ଯନ୍ତ ବର୍ଷା ଜାରି ରହିବ । […]

ଭୁବନେଶ୍ବର: ବର୍ଷା ଓ ବନ୍ୟା ସ୍ଥିତ ନେଇ ଏସଆରସି  ସୂଚନା ଦେଇଛନ୍ତି। ସ୍ଥଳଭାଗ ଅତିକ୍ରମ କରି ସାରିଛି ଗଭୀର ଅବପାତ। ଦୀଘାରେ ସ୍ଥଳଭାଗ ଅତିକ୍ରମ କରିଛି ଗଭୀର ଅବପାତ । ସନ୍ଧ୍ୟା ୭ଟାରୁ ୮ଟା ମଧ୍ଯରେ ସ୍ଥଳଭାଗ ଅତିକ୍ରମ କରିଛି ଗଭୀର ଅବପାତ। ଉତ୍ତର ବାଲେଶ୍ବରରେ ୨ ଘଣ୍ଟା ଧରି ବର୍ଷା ଜାରି ରହିଛି ବୋଲି ଏସଆରସି କହିଛନ୍ତି। ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୮ ଘଣ୍ଟା ପର୍ଯ୍ଯନ୍ତ ବର୍ଷା ଜାରି ରହିବ । କାଲି ବାଲେଶ୍ବର ମୟୁରଭଞ୍ଜା ଓ କେନ୍ଦୁଝରରେ ପ୍ରବଳ ବର୍ଷା ହେବ। ତଳିଆ ଅଞ୍ଚଳର ପ୍ରାୟ ସମସ୍ତଙ୍କୁ ସ୍ଥାନାନ୍ତର କରାଯାଇଛି। ବାଲେଶ୍ବରର ପ୍ରାୟ ୩ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବାଲେଶ୍ବରକୁ ୨ଟି ଏନଡିଆରଏଫ ଓ ୨ଟି ଓଡ୍ରାଫ ଟିମ ପଠା ଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ତେବେ ମୁଣ୍ଡଳିରେ ଜଳସ୍ତର ମଧ୍ଯ କମିଛି। ମହାନଦୀରେ ଜଳସ୍ତର ବୃଦ୍ଧି ହେବାର ଆଶଙ୍କା ନାହିଁ । ୨ଦିନ ହେଲା କୌଣସି ନଦୀରେ ଘାଇ ହୋଇ ନାହିଁ । ତୀବ୍ର ଅବପାତ ଓଡିଶାରୁ କ୍ରସ ନକରିବା ଯାଏ ବଡ ଚ୍ଯାଲେଞ୍ଜ ରହିଛି ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

19 Aug 2022 By The Sakala

ଆସନ୍ତା ୮ ଘଣ୍ଟା ପର୍ଯ୍ଯନ୍ତ ବର୍ଷା ଜାରି ରହିବ, ତୀବ୍ର ଅବପାତ ଓଡିଶାରୁ କ୍ରସ ନକରିବା ଯାଏ ରହିଛି ଚ୍ଯାଲେଞ୍ଜ- ଏସଆରସି

ଭୁବନେଶ୍ବର: ବର୍ଷା ଓ ବନ୍ୟା ସ୍ଥିତ ନେଇ ଏସଆରସି  ସୂଚନା ଦେଇଛନ୍ତି। ସ୍ଥଳଭାଗ ଅତିକ୍ରମ କରି ସାରିଛି ଗଭୀର ଅବପାତ। ଦୀଘାରେ ସ୍ଥଳଭାଗ ଅତିକ୍ରମ କରିଛି ଗଭୀର ଅବପାତ । ସନ୍ଧ୍ୟା ୭ଟାରୁ ୮ଟା ମଧ୍ଯରେ ସ୍ଥଳଭାଗ ଅତିକ୍ରମ କରିଛି ଗଭୀର ଅବପାତ। ଉତ୍ତର ବାଲେଶ୍ବରରେ ୨ ଘଣ୍ଟା ଧରି ବର୍ଷା ଜାରି ରହିଛି ବୋଲି ଏସଆରସି କହିଛନ୍ତି। ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୮ ଘଣ୍ଟା ପର୍ଯ୍ଯନ୍ତ ବର୍ଷା ଜାରି ରହିବ । କାଲି ବାଲେଶ୍ବର ମୟୁରଭଞ୍ଜା ଓ କେନ୍ଦୁଝରରେ ପ୍ରବଳ ବର୍ଷା ହେବ। ତଳିଆ ଅଞ୍ଚଳର ପ୍ରାୟ ସମସ୍ତଙ୍କୁ ସ୍ଥାନାନ୍ତର କରାଯାଇଛି। ବାଲେଶ୍ବରର ପ୍ରାୟ ୩ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବାଲେଶ୍ବରକୁ ୨ଟି ଏନଡିଆରଏଫ ଓ ୨ଟି ଓଡ୍ରାଫ ଟିମ ପଠା ଯାଇଛି।

ତେବେ ମୁଣ୍ଡଳିରେ ଜଳସ୍ତର ମଧ୍ଯ କମିଛି। ମହାନଦୀରେ ଜଳସ୍ତର ବୃଦ୍ଧି ହେବାର ଆଶଙ୍କା ନାହିଁ । ୨ଦିନ ହେଲା କୌଣସି ନଦୀରେ ଘାଇ ହୋଇ ନାହିଁ । ତୀବ୍ର ଅବପାତ ଓଡିଶାରୁ କ୍ରସ ନକରିବା ଯାଏ ବଡ ଚ୍ଯାଲେଞ୍ଜ ରହିଛି ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର