ଦୈନିକ ଭାସ୍କର ଅଫିସରେ ଆୟକର ବିଭାଗ ପକ୍ଷରୁ ରେଡ୍

The Sakala Picture
Published On

ନୂଆଦିଲ୍ଲୀ: ଦୈନିକ ଭାସ୍କର ଅଫିସରେ ଆୟକର ବିଭାଗ ପକ୍ଷରୁ ରେଡ୍ କରାଯାଇଛି । ଟ୍ୟାକ୍ସ ଚୋରି ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ରେଡ୍ କରାଯାଇଥିବା ଜଣାପଡ଼ିଛି । ଦୈନିକ ଭାସ୍କରର ଦିଲ୍ଲୀ, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜୁରାଟ ଓ ମହାରାଷ୍ଟ୍ର ଅଫିସରେ ଆୟକର ବିଭାଗ ଅଧିକାରୀ ଚଢ଼ାଉ କରିଥିବା ସୂଚନା ମିଳିଛି । ଏହାସହ ଗ୍ରୁପ ପ୍ରମୋଟର୍ସ ଓ ଅଫିସରେ ବି ଚଢ଼ାଉ କରାଯାଇଛି । ଜୟପୁର, ଅହମ୍ମଦାବାଦ, ଭୋପାଲ ଓ ଇନ୍ଦୋର ସ୍ଥିତ ଦୈନିକ ଭାସ୍କର ଅଫିସରେ […]

ନୂଆଦିଲ୍ଲୀ: ଦୈନିକ ଭାସ୍କର ଅଫିସରେ ଆୟକର ବିଭାଗ ପକ୍ଷରୁ ରେଡ୍ କରାଯାଇଛି । ଟ୍ୟାକ୍ସ ଚୋରି ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ରେଡ୍ କରାଯାଇଥିବା ଜଣାପଡ଼ିଛି । ଦୈନିକ ଭାସ୍କରର ଦିଲ୍ଲୀ, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜୁରାଟ ଓ ମହାରାଷ୍ଟ୍ର ଅଫିସରେ ଆୟକର ବିଭାଗ ଅଧିକାରୀ ଚଢ଼ାଉ କରିଥିବା ସୂଚନା ମିଳିଛି । ଏହାସହ ଗ୍ରୁପ ପ୍ରମୋଟର୍ସ ଓ ଅଫିସରେ ବି ଚଢ଼ାଉ କରାଯାଇଛି । ଜୟପୁର, ଅହମ୍ମଦାବାଦ, ଭୋପାଲ ଓ ଇନ୍ଦୋର ସ୍ଥିତ ଦୈନିକ ଭାସ୍କର ଅଫିସରେ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି । ବୁଧବାର ରାତି ସାଢ଼େ ୨ଟାରୁ ଦୈନିକ ଭାସ୍କର ଗ୍ରୁପର ବିଭିନ୍ନ ଅଫିସରେ ଚଢ଼ାଉ ଆରମ୍ଭ ହୋଇଥିଲା । କମ୍ପାନୀର ସମସ୍ତ କର୍ମଚାରୀଙ୍କ ମୋବାଇଲ ଜବତ କରାଯାଇଛି । ଇଡି, ଇନକମ୍ ଟ୍ୟାକ୍ସ ଟିମ୍ ସହ ଲୋକାଲ ପୋଲିସ ମଧ୍ୟ ଚଢ଼ାଉରେ ସାମିଲ ଅଛି । ଚଢ଼ାଉରେ ଶହେରୁ ଊର୍ଦ୍ଧ୍ୱ କର୍ମଚାରୀ ସାମିଲ ଥିବା ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

22 Jul 2021 By The Sakala

ଦୈନିକ ଭାସ୍କର ଅଫିସରେ ଆୟକର ବିଭାଗ ପକ୍ଷରୁ ରେଡ୍

ନୂଆଦିଲ୍ଲୀ: ଦୈନିକ ଭାସ୍କର ଅଫିସରେ ଆୟକର ବିଭାଗ ପକ୍ଷରୁ ରେଡ୍ କରାଯାଇଛି । ଟ୍ୟାକ୍ସ ଚୋରି ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ରେଡ୍ କରାଯାଇଥିବା ଜଣାପଡ଼ିଛି । ଦୈନିକ ଭାସ୍କରର ଦିଲ୍ଲୀ, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜୁରାଟ ଓ ମହାରାଷ୍ଟ୍ର ଅଫିସରେ ଆୟକର ବିଭାଗ ଅଧିକାରୀ ଚଢ଼ାଉ କରିଥିବା ସୂଚନା ମିଳିଛି । ଏହାସହ ଗ୍ରୁପ ପ୍ରମୋଟର୍ସ ଓ ଅଫିସରେ ବି ଚଢ଼ାଉ କରାଯାଇଛି । ଜୟପୁର, ଅହମ୍ମଦାବାଦ, ଭୋପାଲ ଓ ଇନ୍ଦୋର ସ୍ଥିତ ଦୈନିକ ଭାସ୍କର ଅଫିସରେ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି । ବୁଧବାର ରାତି ସାଢ଼େ ୨ଟାରୁ ଦୈନିକ ଭାସ୍କର ଗ୍ରୁପର ବିଭିନ୍ନ ଅଫିସରେ ଚଢ଼ାଉ ଆରମ୍ଭ ହୋଇଥିଲା । କମ୍ପାନୀର ସମସ୍ତ କର୍ମଚାରୀଙ୍କ ମୋବାଇଲ ଜବତ କରାଯାଇଛି । ଇଡି, ଇନକମ୍ ଟ୍ୟାକ୍ସ ଟିମ୍ ସହ ଲୋକାଲ ପୋଲିସ ମଧ୍ୟ ଚଢ଼ାଉରେ ସାମିଲ ଅଛି । ଚଢ଼ାଉରେ ଶହେରୁ ଊର୍ଦ୍ଧ୍ୱ କର୍ମଚାରୀ ସାମିଲ ଥିବା ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ସୂଚନା ମିଳିଛି ।

https://www.thesakala.in/latest-odisha-news/raid-on-behalf-of-the-income-tax-department-in-the-dainik-bhaskar-office/article-3995
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର