କଟକରୁ ନକଲି ସିମେଣ୍ଟ କାରଖନା ଠାବ

The Sakala Picture
Published On

କଟକ:  କଟକରୁ ମଙ୍ଗଳବାର ପୁଣି ଠାବ ହୋଇଛି ନକଲି ସିମେଣ୍ଟ କାରଖାନା। କଟକ ଜଗତପୁର ସ୍ଥିତ କେନ୍ଦ୍ରାପଡା-ଚାନ୍ଦବାଲି ରୋଡର ଖଇରା ବ୍ରିଜ ନିକଟରେ ଏକ ନକଲି ସିମେଣ୍ଟ କାରଖାନା ଠାବ କରିଛି କମିଶନରେଟ୍‌ ପୁଲିସ । ଏଠାରେ ଅଲଟ୍ରାଟେକ ସିମେଣ୍ଟ ନାଁରେ ନକଲି କରାଖାନା କରି ବେପାର ଚାଲିଥିଲା । ଯାହାର ଖବର ପାଇବା ପରେ କମିଶନରେଟ୍‌ ପୁଲିସ କଡ଼ା ନଜର ରଖିଥିଲା । ଚଢାଉ ସମୟରେ ଗୋଦାମରୁ ବିପୁଳ ପରିମାଣର ଭେଜାଲ ସିମେଣ୍ଟ ଜବତ କରାଯାଇଥିବା […]

କଟକ:  କଟକରୁ ମଙ୍ଗଳବାର ପୁଣି ଠାବ ହୋଇଛି ନକଲି ସିମେଣ୍ଟ କାରଖାନା। କଟକ ଜଗତପୁର ସ୍ଥିତ କେନ୍ଦ୍ରାପଡା-ଚାନ୍ଦବାଲି ରୋଡର ଖଇରା ବ୍ରିଜ ନିକଟରେ ଏକ ନକଲି ସିମେଣ୍ଟ କାରଖାନା ଠାବ କରିଛି କମିଶନରେଟ୍‌ ପୁଲିସ । ଏଠାରେ ଅଲଟ୍ରାଟେକ ସିମେଣ୍ଟ ନାଁରେ ନକଲି କରାଖାନା କରି ବେପାର ଚାଲିଥିଲା । ଯାହାର ଖବର ପାଇବା ପରେ କମିଶନରେଟ୍‌ ପୁଲିସ କଡ଼ା ନଜର ରଖିଥିଲା । ଚଢାଉ ସମୟରେ ଗୋଦାମରୁ ବିପୁଳ ପରିମାଣର ଭେଜାଲ ସିମେଣ୍ଟ ଜବତ କରାଯାଇଥିବା ବେଳେ କାରଖାନାର ମାଲିକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

23 Feb 2021 By The Sakala

କଟକରୁ ନକଲି ସିମେଣ୍ଟ କାରଖନା ଠାବ

କଟକ:  କଟକରୁ ମଙ୍ଗଳବାର ପୁଣି ଠାବ ହୋଇଛି ନକଲି ସିମେଣ୍ଟ କାରଖାନା। କଟକ ଜଗତପୁର ସ୍ଥିତ କେନ୍ଦ୍ରାପଡା-ଚାନ୍ଦବାଲି ରୋଡର ଖଇରା ବ୍ରିଜ ନିକଟରେ ଏକ ନକଲି ସିମେଣ୍ଟ କାରଖାନା ଠାବ କରିଛି କମିଶନରେଟ୍‌ ପୁଲିସ । ଏଠାରେ ଅଲଟ୍ରାଟେକ ସିମେଣ୍ଟ ନାଁରେ ନକଲି କରାଖାନା କରି ବେପାର ଚାଲିଥିଲା । ଯାହାର ଖବର ପାଇବା ପରେ କମିଶନରେଟ୍‌ ପୁଲିସ କଡ଼ା ନଜର ରଖିଥିଲା । ଚଢାଉ ସମୟରେ ଗୋଦାମରୁ ବିପୁଳ ପରିମାଣର ଭେଜାଲ ସିମେଣ୍ଟ ଜବତ କରାଯାଇଥିବା ବେଳେ କାରଖାନାର ମାଲିକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି ।

https://www.thesakala.in/latest-odisha-news/raid-in-cement-company-at-ctc/article-207
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର