ଆଜି ରାହୁରେଖା ଲାଗି ହେବେ ମହାପ୍ରଭୁ; ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

The Sakala Picture
Published On

ପୁରୀ: ଶ୍ରୀମନ୍ଦିରରେ ଆଜି ରାହୁରେଖା ଲାଗି ହେବେ ମହାପ୍ରଭୁ। ପ୍ରଥମ ଭୋଗମଣ୍ଡପ ପୂଜା ପରେ ଦଇତାପତି ସେବକମାନେ ଦାରୁବିଗ୍ରଙ୍କୁ ରାହୁରେଖା ଲାଗି କରିବେ। ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ରାହୁରେଖା ଓଲାଗି ହୋଇ ଭାଦ୍ରବ କୃଷ୍ଣପକ୍ଷ ପଞ୍ଚମୀ ତିଥି (ରେଖାପଞ୍ଚମୀ)ରେ ରାହୁରେଖା ଲାଗି ହୋଇଥା’ନ୍ତି। ଏହି ନୀତି ପ୍ରାୟ ୪ ଘଣ୍ଟା ଧରି ଚାଲିଥାଏ। ତେଣୁ ଆପାତତଃ ଆଜି ଅପରାହ୍ଣ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏହି ସମୟ ମଧ୍ୟରେ ରାହୁରେଖା ଲାଗି […]

ପୁରୀ: ଶ୍ରୀମନ୍ଦିରରେ ଆଜି ରାହୁରେଖା ଲାଗି ହେବେ ମହାପ୍ରଭୁ। ପ୍ରଥମ ଭୋଗମଣ୍ଡପ ପୂଜା ପରେ ଦଇତାପତି ସେବକମାନେ ଦାରୁବିଗ୍ରଙ୍କୁ ରାହୁରେଖା ଲାଗି କରିବେ। ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ରାହୁରେଖା ଓଲାଗି ହୋଇ ଭାଦ୍ରବ କୃଷ୍ଣପକ୍ଷ ପଞ୍ଚମୀ ତିଥି (ରେଖାପଞ୍ଚମୀ)ରେ ରାହୁରେଖା ଲାଗି ହୋଇଥା’ନ୍ତି। ଏହି ନୀତି ପ୍ରାୟ ୪ ଘଣ୍ଟା ଧରି ଚାଲିଥାଏ। ତେଣୁ ଆପାତତଃ ଆଜି ଅପରାହ୍ଣ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏହି ସମୟ ମଧ୍ୟରେ ରାହୁରେଖା ଲାଗି ନୀତି ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ସାମ୍ବାଦିକ ସ୍ୱର୍ଗତଃ ଅମରେନ୍ଦ୍ରଲାଲଙ୍କ ସ୍ମୃତିରେ ରକ୍ତଦାନ ଶିବିର ଅନୁଷ୍ଠିତ, ୫୪ ୟୁନିଟ୍ ରକ୍ତ ସଂଗୃହୀତ

24 Aug 2024 By The Sakala

ଆଜି ରାହୁରେଖା ଲାଗି ହେବେ ମହାପ୍ରଭୁ; ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ଶ୍ରୀମନ୍ଦିରରେ ଆଜି ରାହୁରେଖା ଲାଗି ହେବେ ମହାପ୍ରଭୁ। ପ୍ରଥମ ଭୋଗମଣ୍ଡପ ପୂଜା ପରେ ଦଇତାପତି ସେବକମାନେ ଦାରୁବିଗ୍ରଙ୍କୁ ରାହୁରେଖା ଲାଗି କରିବେ। ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ରାହୁରେଖା ଓଲାଗି ହୋଇ ଭାଦ୍ରବ କୃଷ୍ଣପକ୍ଷ ପଞ୍ଚମୀ ତିଥି (ରେଖାପଞ୍ଚମୀ)ରେ ରାହୁରେଖା ଲାଗି ହୋଇଥା’ନ୍ତି। ଏହି ନୀତି ପ୍ରାୟ ୪ ଘଣ୍ଟା ଧରି ଚାଲିଥାଏ। ତେଣୁ ଆପାତତଃ ଆଜି ଅପରାହ୍ଣ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏହି ସମୟ ମଧ୍ୟରେ ରାହୁରେଖା ଲାଗି ନୀତି ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର