ରାଜ୍ଯ ବଜେଟରେ ଗୁଣାତ୍ମକ ସ୍ବାସ୍ଥ୍ଯ ସେବାକୁ ଗୁରୁତ୍ବ
ଭୁବନେଶ୍ବର: ବିଧାନସଭାରେ ଆଜି ୨୦୨୨-୨୩ ଆର୍ଥିକ ବର୍ଷର କାମଚଳା ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ପ୍ରଥମ ୪ମାସ ପାଇଁ ଏହି କାମଚଳା ବଜେଟ୍ ଆଗତ କରାଯାଇଛି। ଏହି ରାଜ୍ଯ ବଜେଟରେ ଗୁଣାତ୍ମକ ସ୍ବାସ୍ଥ୍ୟସେବାକୁ ରାଜ୍ଯ ବଜେଟରେ ଗୁରୁତ୍ବ ଦିଆଯାଇଛି। ସ୍ବାସ୍ଥ୍ୟକ୍ଷେତ୍ର ଖର୍ଚ୍ଚ ପାଇଁ ୧୨ ହଜାର ୨୪୧ କୋଟି ଟଙ୍କା ବୟବରାଦ କରାଯାଇଛି। ମୋଟ ବଜେଟର ୬.୧% ଅର୍ଥ ସ୍ବାସ୍ଥ୍ୟ ସେବା ପାଇଁ ଉଦ୍ଦିଷ୍ଟ। ବିଜୁ ସ୍ବାସ୍ଥ୍ଯ କଲ୍ଯାଣ ଯୋଜନା ପାଇଁ ୧୮୬୪ କୋଟି […]
ଭୁବନେଶ୍ବର: ବିଧାନସଭାରେ ଆଜି ୨୦୨୨-୨୩ ଆର୍ଥିକ ବର୍ଷର କାମଚଳା ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ପ୍ରଥମ ୪ମାସ ପାଇଁ ଏହି କାମଚଳା ବଜେଟ୍ ଆଗତ କରାଯାଇଛି। ଏହି ରାଜ୍ଯ ବଜେଟରେ ଗୁଣାତ୍ମକ ସ୍ବାସ୍ଥ୍ୟସେବାକୁ ରାଜ୍ଯ ବଜେଟରେ ଗୁରୁତ୍ବ ଦିଆଯାଇଛି। ସ୍ବାସ୍ଥ୍ୟକ୍ଷେତ୍ର ଖର୍ଚ୍ଚ ପାଇଁ ୧୨ ହଜାର ୨୪୧ କୋଟି ଟଙ୍କା ବୟବରାଦ କରାଯାଇଛି। ମୋଟ ବଜେଟର ୬.୧% ଅର୍ଥ ସ୍ବାସ୍ଥ୍ୟ ସେବା ପାଇଁ ଉଦ୍ଦିଷ୍ଟ। ବିଜୁ ସ୍ବାସ୍ଥ୍ଯ କଲ୍ଯାଣ ଯୋଜନା ପାଇଁ ୧୮୬୪ କୋଟି ବ୍ୟୟବରାଦ କରାଯାଇଛି। ମୁଖ୍ଯମନ୍ତ୍ରୀ ସ୍ବାସ୍ଥ୍ଯ ସେବା ମିଶନ ଅଧୀନରେ ୨୩୩୫ କୋଟି ଟଙ୍କା ବୟବରାଦ କରାଯାଇଛି। ସ୍ବାସ୍ଥ୍ଯ ଓ ଚିକତ୍ସା ଶିକ୍ଷାରେ ମାନବ ସମ୍ବଳ ଯୋଜନାରେ ୩୧୨ କୋଟି ଟଙ୍କାର ବ୍ଯବସ୍ଥା କରାଯାଇଛି। ରାଷ୍ଟ୍ରୀୟ ସ୍ବାସ୍ଥ୍ଯ ମିଶନ ଯୋଜନାରେ ୨୧୫୬ କୋଟି ଟଙ୍କା ବୟ ବରାଦ କରାଯାଇଛି।