ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ପୁରୀରେ କଡ଼ାକଡ଼ି ହେଲା ନିୟମ, ୧୨ ରାଜ୍ଯରୁ ଆସୁଥିବା ପର୍ଯ୍ଯଟକଙ୍କ ପାଇଁ କୋଭିଡ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ

The Sakala Picture
Published On

ପୁରୀ: ରାଜ୍ଯରେ ପୁଣି କରୋନା ମାମଲା ବଢିବାରେ ଲାଗିଛି। ଏ ନେଇ ପୁରୀ ଜିଲ୍ଲା ପ୍ରଶାସନ କୋଭିଡ କଟକଣାକୁ ଜିଲ୍ଲାରେ କଡ଼ାକଡି କରିଛନ୍ତି। ବଢ଼ୁଥିବା କୋଭିଡ୍ ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଏଣିକି ବାହାରୁ ଆସୁଥିବା ପର୍ଯ୍ଯଟକଙ୍କ ହୋଟେଲ ରହଣୀ ପାଇଁ କରୋନା ଆରଟି-ପିସିଆର ନେଗେଟିଭି ରିପୋର୍ଟ ଆଣିବାକୁ ବାଧ୍ୟତାମୂଳକ କରାଯାଇଛି । କରୋନା ନେଗେଟିଭ୍ ରିପୋର୍ଟ ନ ଥିଲେ ହୋଟେଲରେ ରହିବାକୁ […]

ପୁରୀ: ରାଜ୍ଯରେ ପୁଣି କରୋନା ମାମଲା ବଢିବାରେ ଲାଗିଛି। ଏ ନେଇ ପୁରୀ ଜିଲ୍ଲା ପ୍ରଶାସନ କୋଭିଡ କଟକଣାକୁ ଜିଲ୍ଲାରେ କଡ଼ାକଡି କରିଛନ୍ତି। ବଢ଼ୁଥିବା କୋଭିଡ୍ ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।

ଆହୁରି ପଢ଼ନ୍ତୁ: ରଥଖଳାରେ ଶୋକର ଛାୟା: ତାଳଧ୍ୱଜ ରଥ ନିର୍ମାଣକାରୀ ଭୋଇ ସେବାୟତଙ୍କ ହୃଦଘାତରେ ମୃତ୍ୟୁ

ଏଣିକି ବାହାରୁ ଆସୁଥିବା ପର୍ଯ୍ଯଟକଙ୍କ ହୋଟେଲ ରହଣୀ ପାଇଁ କରୋନା ଆରଟି-ପିସିଆର ନେଗେଟିଭି ରିପୋର୍ଟ ଆଣିବାକୁ ବାଧ୍ୟତାମୂଳକ କରାଯାଇଛି । କରୋନା ନେଗେଟିଭ୍ ରିପୋର୍ଟ ନ ଥିଲେ ହୋଟେଲରେ ରହିବାକୁ ଅନୁମତି ଦିଆଯିବ ନାହିଁ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ପର୍ଯ୍ଯଟନ କ୍ଷେତ୍ର ପୁରୀରେ ୧୨ ରାଜ୍ୟର ପର୍ଯ୍ଯଟକଙ୍କ ଉପରେ କଟକଣା ଲଗାଯାଇଛି। ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼, ଗୁଜରାଟ ଓ କେରଳ ପ୍ରମୁଖ ରାଜ୍ୟବାସୀଙ୍କ ପାଇଁ ୭୨ ଘଣ୍ଟା ପୂର୍ବର ଆରଟି-ପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ରିପୋର୍ଟ ନ ଥିଲେ ୭ ଦିନିଆ ହୋମ ଆଇସୋଲେଶନରେ ପର୍ଯ୍ଯଟକ ରହିବେ ବୋଲି ଜିଲ୍ଲା ପ୍ରଶାସନ। ସୂଚନା ପକ୍ଷରୁ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ବାପ-ପୁଅଙ୍କ ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ଗ୍ରାମବାସୀ: ନ୍ୟାୟ ନମିଳିଲେ ସାମୂହିକ ଆତ୍ମହତ୍ୟା ଚେତାବନୀ

06 Apr 2021 By The Sakala

ପୁରୀରେ କଡ଼ାକଡ଼ି ହେଲା ନିୟମ, ୧୨ ରାଜ୍ଯରୁ ଆସୁଥିବା ପର୍ଯ୍ଯଟକଙ୍କ ପାଇଁ କୋଭିଡ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ

ପୁରୀ: ରାଜ୍ଯରେ ପୁଣି କରୋନା ମାମଲା ବଢିବାରେ ଲାଗିଛି। ଏ ନେଇ ପୁରୀ ଜିଲ୍ଲା ପ୍ରଶାସନ କୋଭିଡ କଟକଣାକୁ ଜିଲ୍ଲାରେ କଡ଼ାକଡି କରିଛନ୍ତି। ବଢ଼ୁଥିବା କୋଭିଡ୍ ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।

ଏଣିକି ବାହାରୁ ଆସୁଥିବା ପର୍ଯ୍ଯଟକଙ୍କ ହୋଟେଲ ରହଣୀ ପାଇଁ କରୋନା ଆରଟି-ପିସିଆର ନେଗେଟିଭି ରିପୋର୍ଟ ଆଣିବାକୁ ବାଧ୍ୟତାମୂଳକ କରାଯାଇଛି । କରୋନା ନେଗେଟିଭ୍ ରିପୋର୍ଟ ନ ଥିଲେ ହୋଟେଲରେ ରହିବାକୁ ଅନୁମତି ଦିଆଯିବ ନାହିଁ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ପର୍ଯ୍ଯଟନ କ୍ଷେତ୍ର ପୁରୀରେ ୧୨ ରାଜ୍ୟର ପର୍ଯ୍ଯଟକଙ୍କ ଉପରେ କଟକଣା ଲଗାଯାଇଛି। ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼, ଗୁଜରାଟ ଓ କେରଳ ପ୍ରମୁଖ ରାଜ୍ୟବାସୀଙ୍କ ପାଇଁ ୭୨ ଘଣ୍ଟା ପୂର୍ବର ଆରଟି-ପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ରିପୋର୍ଟ ନ ଥିଲେ ୭ ଦିନିଆ ହୋମ ଆଇସୋଲେଶନରେ ପର୍ଯ୍ଯଟକ ରହିବେ ବୋଲି ଜିଲ୍ଲା ପ୍ରଶାସନ। ସୂଚନା ପକ୍ଷରୁ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର