ପୁରୀର କୋଭିଡ଼ ସ୍ଥିତି ସମୀକ୍ଷା କଲେ କେନ୍ଦ୍ରୀୟ ଟିମ୍

The Sakala Picture
Published On

ପୁରୀ: ପୁରୀ ଜିଲ୍ଲାର କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି ଦୁଇ ଜଣିଆ କେନ୍ଦ୍ରୀୟ ଟିମ। ବୁଧବାର ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡ଼ିଏମଓ) ଡା. ସୁଜାତା ମିଶ୍ରଙ୍କ ସହ ଜିଲ୍ଲାର କୋଭିଡ ପରିଚାଳନା ନେଇ ବିଚାର ବିମର୍ଶ କରିଥିବା ବେଳେ ଟିମ କଣ୍ଟ୍ରୋଲ ରୁମ ଓ କୋଭିଡ ମେଡିକାଲ ପରିଦର୍ଶନ କରିଛନ୍ତି। ବିଶେଷତଃ କୋଭିଡ ସଂକ୍ରମଣ ଚି଼ହ୍ନଟ ଓ ଏହାର ହ୍ରାସ ଦିଗରେ କି ପଦକ୍ଷେପ ନିଆଯାଇଛି ସେସବୁ ସଂକ୍ରାନ୍ତରେ ବିସ୍ତୃତ ସମୀକ୍ଷା କରିଛନ୍ତି ଟିମ। କୋଭିଡ […]

ପୁରୀ: ପୁରୀ ଜିଲ୍ଲାର କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି ଦୁଇ ଜଣିଆ କେନ୍ଦ୍ରୀୟ ଟିମ। ବୁଧବାର ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ
(ସିଡ଼ିଏମଓ) ଡା. ସୁଜାତା ମିଶ୍ରଙ୍କ ସହ ଜିଲ୍ଲାର କୋଭିଡ ପରିଚାଳନା ନେଇ ବିଚାର ବିମର୍ଶ କରିଥିବା ବେଳେ ଟିମ କଣ୍ଟ୍ରୋଲ ରୁମ ଓ କୋଭିଡ ମେଡିକାଲ ପରିଦର୍ଶନ କରିଛନ୍ତି। ବିଶେଷତଃ କୋଭିଡ ସଂକ୍ରମଣ ଚି଼ହ୍ନଟ ଓ ଏହାର ହ୍ରାସ ଦିଗରେ କି ପଦକ୍ଷେପ ନିଆଯାଇଛି ସେସବୁ ସଂକ୍ରାନ୍ତରେ ବିସ୍ତୃତ ସମୀକ୍ଷା କରିଛନ୍ତି ଟିମ। କୋଭିଡ ଟେଷ୍ଟିଙ୍ଗ, ଟିକାକରଣ, ଚିକିତ୍ସା ସେବା ଆଦି କାର୍ଯ୍ୟକଳାପକୁ ଦେଖି ବୁଝିଥିବା ବେଳେ ସମ୍ପୂର୍ଣ ତଥ୍ୟ ସଂଗ୍ରହ କରିଛନ୍ତି। ମୋଟାମୋଟି ଜିଲ୍ଲାରେ କୋଭିଡ ପରିଚାଳନା ସନ୍ତୋଷଜନକ ରହିଥିବା ଟିମ ପକ୍ଷରୁ ମତ ରଖାଯାଇଥିବା ବେଳେ ସବିଶେଷ ରିପୋର୍ଟ ସେମାନେ କେନ୍ଦ୍ର ସରକାରଙ୍କୁ ପ୍ରଦାନ ବୋଲି ଜଣାପଡିଛି। କୋଭିଡ୍ ପରିଚାଳନା ସହ ଟିକାକରଣର ଅଗ୍ରଗତି ନେଇ ସିଡିଏମଓଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ଏଥସହ କଣ୍ଟାକ୍ଟ ଟ୍ରେସିଂ, ଟ୍ରିଟମେଣ୍ଟ ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ସହ ସହରର ବିଭିନ୍ନ କୋଭିଡ୍ ହସପିଟାଲ ଏବଂ ଗ୍ରାମାଞ୍ଚଳରେ ହୋଇଥିବା କୋଭିଡ୍ କେୟାର ସେଣ୍ଟର ସମ୍ପର୍କରେ ପଚାରି ବୁଝିଛନ୍ତି।

07 Jul 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର