ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ମହାପ୍ରଭୁଙ୍କ ଇଞ୍ଚେ ଜମିର ବେଆଇନ ବିକ୍ରି ବରଦାସ୍ତ କରାଯିବ ନାହିଁ: ଆଇନ ମନ୍ତ୍ରୀ

The Sakala Picture
Published On

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଜମି ବେଆଇନ ବିକ୍ରି ହୋଇଥିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଏ ଦିଗରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟକ୍ରମ ଆରମ୍ଭ କଲାଣି । ବାସେଳି ସାହି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ନୂଆ ପରିଚାଳନା କମିଟି ହେବା ପରେ, 2003 ର ୟୁନିଫର୍ମ ପଲିସି ଆଧାରରେ ଯେଉଁଠି ବି ଶ୍ରୀଜଗନ୍ନାଥଙ୍କ ଜବରଦଖଲ ଜମିକୁ ମୁକ୍ତ କରାଯିବ । ଖୁବ ଶୀଘ୍ର ଏହାର କାର୍ଯ୍ୟାନୟନ ଆରମ୍ଭ ହେବ […]

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଜମି ବେଆଇନ ବିକ୍ରି ହୋଇଥିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଏ ଦିଗରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟକ୍ରମ ଆରମ୍ଭ କଲାଣି । ବାସେଳି ସାହି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ନୂଆ ପରିଚାଳନା କମିଟି ହେବା ପରେ, 2003 ର ୟୁନିଫର୍ମ ପଲିସି ଆଧାରରେ ଯେଉଁଠି ବି ଶ୍ରୀଜଗନ୍ନାଥଙ୍କ ଜବରଦଖଲ ଜମିକୁ ମୁକ୍ତ କରାଯିବ । ଖୁବ ଶୀଘ୍ର ଏହାର କାର୍ଯ୍ୟାନୟନ ଆରମ୍ଭ ହେବ । ମହାପ୍ରଭୁଙ୍କ ପାଇଁ 800 ରୁ 1000 କୋଟିର କରପସ ଫଣ୍ଡ ଗଠନ ହେବ । ଏଥିରେ ସୁବିଧାରେ ମହାପ୍ରଭୁଙ୍କ ନୀତିକାନ୍ତି ହେବ । ବ୍ୟବହାର ଯୋଗ୍ୟ ଜମି ପାଇଁ ରିହାତି ଦରରେ ଜମି ଦିଆଯିବ । ସେହି ଜମିରେ ମାର୍କେଟ ଭ୍ୟାଲୁରେ ଲୋକଙ୍କୁ ଦିଆଯିବ । ପ୍ରଥମେ ଓଡ଼ିଶା ଭିତରେ ଥିବା ଜଗନ୍ନାଥ ଜମି ଚି଼ହ୍ନଟ ହୋଇଛି । ତା ପରେ ବାହାରେ ଥିବା ଜମିର ଚି଼ହ୍ନଟ ପ୍ରକ୍ରିୟା କରାଯିବ । ଯଦି କେହି ବିକ୍ରି କରିଥିବେ, କଠୋର ଦଣ୍ଡ ଦିଆଯିବ । ବିକ୍ରେତା ଓ କ୍ରେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ମହାପ୍ରଭୁଙ୍କ ଇଞ୍ଚେ ଜମି ବିକ୍ରି ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ଆହୁରି ପଢ଼ନ୍ତୁ: ରଥଖଳାରେ ଶୋକର ଛାୟା: ତାଳଧ୍ୱଜ ରଥ ନିର୍ମାଣକାରୀ ଭୋଇ ସେବାୟତଙ୍କ ହୃଦଘାତରେ ମୃତ୍ୟୁ

17 Nov 2024 By The Sakala

ମହାପ୍ରଭୁଙ୍କ ଇଞ୍ଚେ ଜମିର ବେଆଇନ ବିକ୍ରି ବରଦାସ୍ତ କରାଯିବ ନାହିଁ: ଆଇନ ମନ୍ତ୍ରୀ

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଜମି ବେଆଇନ ବିକ୍ରି ହୋଇଥିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଏ ଦିଗରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟକ୍ରମ ଆରମ୍ଭ କଲାଣି । ବାସେଳି ସାହି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ନୂଆ ପରିଚାଳନା କମିଟି ହେବା ପରେ, 2003 ର ୟୁନିଫର୍ମ ପଲିସି ଆଧାରରେ ଯେଉଁଠି ବି ଶ୍ରୀଜଗନ୍ନାଥଙ୍କ ଜବରଦଖଲ ଜମିକୁ ମୁକ୍ତ କରାଯିବ । ଖୁବ ଶୀଘ୍ର ଏହାର କାର୍ଯ୍ୟାନୟନ ଆରମ୍ଭ ହେବ । ମହାପ୍ରଭୁଙ୍କ ପାଇଁ 800 ରୁ 1000 କୋଟିର କରପସ ଫଣ୍ଡ ଗଠନ ହେବ । ଏଥିରେ ସୁବିଧାରେ ମହାପ୍ରଭୁଙ୍କ ନୀତିକାନ୍ତି ହେବ । ବ୍ୟବହାର ଯୋଗ୍ୟ ଜମି ପାଇଁ ରିହାତି ଦରରେ ଜମି ଦିଆଯିବ । ସେହି ଜମିରେ ମାର୍କେଟ ଭ୍ୟାଲୁରେ ଲୋକଙ୍କୁ ଦିଆଯିବ । ପ୍ରଥମେ ଓଡ଼ିଶା ଭିତରେ ଥିବା ଜଗନ୍ନାଥ ଜମି ଚି଼ହ୍ନଟ ହୋଇଛି । ତା ପରେ ବାହାରେ ଥିବା ଜମିର ଚି଼ହ୍ନଟ ପ୍ରକ୍ରିୟା କରାଯିବ । ଯଦି କେହି ବିକ୍ରି କରିଥିବେ, କଠୋର ଦଣ୍ଡ ଦିଆଯିବ । ବିକ୍ରେତା ଓ କ୍ରେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ମହାପ୍ରଭୁଙ୍କ ଇଞ୍ଚେ ଜମି ବିକ୍ରି ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର