ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ଯ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି, ପୂର୍ଣ୍ଣାହୂତିରେ ଯୋଗଦେଇ ପାରନ୍ତି ମୁଖ୍ୟମନ୍ତ୍ରୀ

The Sakala Picture
Published On

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ଯ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି । ଆସନ୍ତା ୨୨ ତାରିଖରେ ପ୍ରକଳ୍ପ ନିର୍ମାଣ କାର୍ଯ୍ଯର ଭୂମିପୂଜନ କରାଯିବ । ଏଥିପାଇଁ ସ୍ବତନ୍ତ୍ର ଯଜ୍ଞ ଆୟୋଜିତ ହେବ । ଏଥିରେ ପୁରୀ ଗଜପତି ମହାରାଜା କର୍ତ୍ତା ଭାବେ ଦାୟିତ୍ବ ତୁଲାଇବେ । ୨୪ ତାରିଖ ଦିନ ଯଜ୍ଞରେ ପୂଣ୍ଣାହୁତି ହେବ । ଏହି କାର୍ଯ୍ଯକ୍ରମକୁ ଭବ୍ୟ କରିବାକୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ୨୨ରେ ଭୂମି […]

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ଯ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି । ଆସନ୍ତା ୨୨ ତାରିଖରେ ପ୍ରକଳ୍ପ ନିର୍ମାଣ କାର୍ଯ୍ଯର ଭୂମିପୂଜନ କରାଯିବ । ଏଥିପାଇଁ ସ୍ବତନ୍ତ୍ର ଯଜ୍ଞ ଆୟୋଜିତ ହେବ । ଏଥିରେ ପୁରୀ ଗଜପତି ମହାରାଜା କର୍ତ୍ତା ଭାବେ ଦାୟିତ୍ବ ତୁଲାଇବେ । ୨୪ ତାରିଖ ଦିନ ଯଜ୍ଞରେ ପୂଣ୍ଣାହୁତି ହେବ ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ଜିତିବା ପାଇଁ ଚାଲିଛି ଘୋଡ଼ା ବେପାର: ନବୀନ

ଏହି କାର୍ଯ୍ଯକ୍ରମକୁ ଭବ୍ୟ କରିବାକୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ୨୨ରେ ଭୂମି ପୂଜନ କାର୍ଯ୍ଯକ୍ରମ ରହିଥିବାବେଳେ ୨୪ରେ ରହିଛି ପୂର୍ଣ୍ଣାହୂତି ରହିଛି । ଅନ୍ୟପଟେ ପୁର୍ଣ୍ଣାହୁତି ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ଯକ୍ରମ ମଧ୍ୟ ରହିଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଏବେ ଅଲୋଡ଼ା, ମାତ୍ର 'ଉତ୍ତରପ୍ରଦେଶ ଏବେ ‘୫-ଟି’ର ଶ୍ରେଷ୍ଠ ମଡେ଼ଲ'

10 Nov 2021 By The Sakala

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ଯ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି, ପୂର୍ଣ୍ଣାହୂତିରେ ଯୋଗଦେଇ ପାରନ୍ତି ମୁଖ୍ୟମନ୍ତ୍ରୀ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ଯ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି । ଆସନ୍ତା ୨୨ ତାରିଖରେ ପ୍ରକଳ୍ପ ନିର୍ମାଣ କାର୍ଯ୍ଯର ଭୂମିପୂଜନ କରାଯିବ । ଏଥିପାଇଁ ସ୍ବତନ୍ତ୍ର ଯଜ୍ଞ ଆୟୋଜିତ ହେବ । ଏଥିରେ ପୁରୀ ଗଜପତି ମହାରାଜା କର୍ତ୍ତା ଭାବେ ଦାୟିତ୍ବ ତୁଲାଇବେ । ୨୪ ତାରିଖ ଦିନ ଯଜ୍ଞରେ ପୂଣ୍ଣାହୁତି ହେବ ।

ଏହି କାର୍ଯ୍ଯକ୍ରମକୁ ଭବ୍ୟ କରିବାକୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ୨୨ରେ ଭୂମି ପୂଜନ କାର୍ଯ୍ଯକ୍ରମ ରହିଥିବାବେଳେ ୨୪ରେ ରହିଛି ପୂର୍ଣ୍ଣାହୂତି ରହିଛି । ଅନ୍ୟପଟେ ପୁର୍ଣ୍ଣାହୁତି ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ଯକ୍ରମ ମଧ୍ୟ ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର