ବେଆଇନ ବାଣ ଗୋଦାମ ଉପରେ ପୁଲିସର ଅଚାନକ୍ ଚଢାଉ, ଜଣେ ଅଟକ

The Sakala Picture
Published On

ପୁରୀ: ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ମାନପୁର ଗାଁର କଲ୍ୟାଣ ମଣ୍ଡପ ପରିସରରେ ବାଣ ଗୋଦାମ ଉପରେ ପୁଲିସ ଅଚାନକ ଚଢାଉ। ଏହି ଚଢାଉ ସମୟରେ ଗଛିତ ରଖାଯାଇଥିବା ବିପୁଳ ପରିମାଣ ବାଣ ଜବତ କରାଯିବ ସହ ବିନା ଲାଇସେନ୍ସରେ ବେଆଇନ ବାଣ ଗଛିତ ରଖିଥିବା ଅଭିଯୋଗରେ ଜଟଣୀ ଥାନା ଅନ୍ତର୍ଗତ ଜଗନ୍ନାଥ ପାଟଣା ଗାଁର ଲକ୍ଷ୍ମୀ ବିଶ୍ୱାଳଙ୍କୁ ପୁଲିସ ଅଟକ ରଖିଛି। ଜବତ ବାଣର ଆନୁମାନିକ ମୂଲ୍ୟ ୬ଲକ୍ଷ ଟଙ୍କା ହେବ। ବିଶେଷ ସୁତ୍ରରୁ […]

ପୁରୀ: ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ମାନପୁର ଗାଁର କଲ୍ୟାଣ ମଣ୍ଡପ ପରିସରରେ ବାଣ ଗୋଦାମ ଉପରେ ପୁଲିସ ଅଚାନକ ଚଢାଉ। ଏହି ଚଢାଉ ସମୟରେ ଗଛିତ ରଖାଯାଇଥିବା ବିପୁଳ ପରିମାଣ ବାଣ ଜବତ କରାଯିବ ସହ ବିନା ଲାଇସେନ୍ସରେ ବେଆଇନ ବାଣ ଗଛିତ ରଖିଥିବା ଅଭିଯୋଗରେ ଜଟଣୀ ଥାନା ଅନ୍ତର୍ଗତ ଜଗନ୍ନାଥ ପାଟଣା ଗାଁର ଲକ୍ଷ୍ମୀ ବିଶ୍ୱାଳଙ୍କୁ ପୁଲିସ ଅଟକ ରଖିଛି।

ଆହୁରି ପଢ଼ନ୍ତୁ: ରଥଖଳାରେ ଶୋକର ଛାୟା: ତାଳଧ୍ୱଜ ରଥ ନିର୍ମାଣକାରୀ ଭୋଇ ସେବାୟତଙ୍କ ହୃଦଘାତରେ ମୃତ୍ୟୁ

ଜବତ ବାଣର ଆନୁମାନିକ ମୂଲ୍ୟ ୬ଲକ୍ଷ ଟଙ୍କା ହେବ। ବିଶେଷ ସୁତ୍ରରୁ ଖବର ପାଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଡଃ କେ ବିଶାଲ ସିଂ, ନିର୍ଦ୍ଦେଶ କ୍ରମେ ଡେଲାଙ୍ଗ ପୁଲିସ ପକ୍ଷରୁ ପିପିଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ଦେବଦତ୍ତ ବରାଳ ଓ ଡେଲାଙ୍ଗ ଥାନା ଭାରପ୍ରାପ୍ତ ନିରିକ୍ଷକ ରଶ୍ମୀ ରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ବାପ-ପୁଅଙ୍କ ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ଗ୍ରାମବାସୀ: ନ୍ୟାୟ ନମିଳିଲେ ସାମୂହିକ ଆତ୍ମହତ୍ୟା ଚେତାବନୀ

02 Nov 2021 By The Sakala

ବେଆଇନ ବାଣ ଗୋଦାମ ଉପରେ ପୁଲିସର ଅଚାନକ୍ ଚଢାଉ, ଜଣେ ଅଟକ

ପୁରୀ: ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ମାନପୁର ଗାଁର କଲ୍ୟାଣ ମଣ୍ଡପ ପରିସରରେ ବାଣ ଗୋଦାମ ଉପରେ ପୁଲିସ ଅଚାନକ ଚଢାଉ। ଏହି ଚଢାଉ ସମୟରେ ଗଛିତ ରଖାଯାଇଥିବା ବିପୁଳ ପରିମାଣ ବାଣ ଜବତ କରାଯିବ ସହ ବିନା ଲାଇସେନ୍ସରେ ବେଆଇନ ବାଣ ଗଛିତ ରଖିଥିବା ଅଭିଯୋଗରେ ଜଟଣୀ ଥାନା ଅନ୍ତର୍ଗତ ଜଗନ୍ନାଥ ପାଟଣା ଗାଁର ଲକ୍ଷ୍ମୀ ବିଶ୍ୱାଳଙ୍କୁ ପୁଲିସ ଅଟକ ରଖିଛି।

ଜବତ ବାଣର ଆନୁମାନିକ ମୂଲ୍ୟ ୬ଲକ୍ଷ ଟଙ୍କା ହେବ। ବିଶେଷ ସୁତ୍ରରୁ ଖବର ପାଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଡଃ କେ ବିଶାଲ ସିଂ, ନିର୍ଦ୍ଦେଶ କ୍ରମେ ଡେଲାଙ୍ଗ ପୁଲିସ ପକ୍ଷରୁ ପିପିଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ଦେବଦତ୍ତ ବରାଳ ଓ ଡେଲାଙ୍ଗ ଥାନା ଭାରପ୍ରାପ୍ତ ନିରିକ୍ଷକ ରଶ୍ମୀ ରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର