ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୁକୁ ଏନକାଉଣ୍ଟର, ଖସିବାକୁ ଉଦ୍ୟମ ବେଳେ ଗୁଳିମାଡ଼ କଲା ପୁଲିସ

The Sakala Picture
Published On

ପୁରୀ: ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୋଷ ବାରିକ ଓରଫ (ସନ୍ତୁ)କୁ ଏନକାଉଣ୍ଟର କରିଛି ପୁଲିସ । ଗିରଳ ଜଙ୍ଗଲରେ ଲୁଚିଥିଲା ଅପରାଧୀ ସନ୍ତୁ ବାରିକ। ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ପୁରୀ ପୁଲିସ । ଏହି ସମୟରେ ଖସିବାକୁ ଉଦ୍ୟମ କରିଥିଲା ସନ୍ତୁ। ପରେ ପୁଲିସ ସହ ଗୁଳି ବିନିମୟ ବେଳେ ଅପରାଧୀ ସନ୍ତୁ ବାରିକର ଗୋଡ଼ରେ ବାଜିଥିଲା ଗୁଳି । ଏ ନେଇ ସୂଚନା ଦେଇଛନ୍ତି ପୁରୀ ସିଟି ଡିଏସପି । ଏକ ମାମଲାରେ […]

ପୁରୀ: ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୋଷ ବାରିକ ଓରଫ (ସନ୍ତୁ)କୁ ଏନକାଉଣ୍ଟର କରିଛି ପୁଲିସ । ଗିରଳ ଜଙ୍ଗଲରେ ଲୁଚିଥିଲା ଅପରାଧୀ ସନ୍ତୁ ବାରିକ। ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ପୁରୀ ପୁଲିସ । ଏହି ସମୟରେ ଖସିବାକୁ ଉଦ୍ୟମ କରିଥିଲା ସନ୍ତୁ। ପରେ ପୁଲିସ ସହ ଗୁଳି ବିନିମୟ ବେଳେ ଅପରାଧୀ ସନ୍ତୁ ବାରିକର ଗୋଡ଼ରେ ବାଜିଥିଲା ଗୁଳି । ଏ ନେଇ ସୂଚନା ଦେଇଛନ୍ତି ପୁରୀ ସିଟି ଡିଏସପି । ଏକ ମାମଲାରେ ଫେରାର ଥିଲା ସନ୍ତୁ । ବ୍ରହ୍ମଗିରି ଥାନାରେ ସନ୍ତୁ ନାମରେ ଦୁଇଟି ମାମଲା ରୁଜୁ ହୋଇଛି ।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

11 Dec 2023 By The Sakala

ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୁକୁ ଏନକାଉଣ୍ଟର, ଖସିବାକୁ ଉଦ୍ୟମ ବେଳେ ଗୁଳିମାଡ଼ କଲା ପୁଲିସ

ପୁରୀ: ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୋଷ ବାରିକ ଓରଫ (ସନ୍ତୁ)କୁ ଏନକାଉଣ୍ଟର କରିଛି ପୁଲିସ । ଗିରଳ ଜଙ୍ଗଲରେ ଲୁଚିଥିଲା ଅପରାଧୀ ସନ୍ତୁ ବାରିକ। ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ପୁରୀ ପୁଲିସ । ଏହି ସମୟରେ ଖସିବାକୁ ଉଦ୍ୟମ କରିଥିଲା ସନ୍ତୁ। ପରେ ପୁଲିସ ସହ ଗୁଳି ବିନିମୟ ବେଳେ ଅପରାଧୀ ସନ୍ତୁ ବାରିକର ଗୋଡ଼ରେ ବାଜିଥିଲା ଗୁଳି । ଏ ନେଇ ସୂଚନା ଦେଇଛନ୍ତି ପୁରୀ ସିଟି ଡିଏସପି । ଏକ ମାମଲାରେ ଫେରାର ଥିଲା ସନ୍ତୁ । ବ୍ରହ୍ମଗିରି ଥାନାରେ ସନ୍ତୁ ନାମରେ ଦୁଇଟି ମାମଲା ରୁଜୁ ହୋଇଛି ।

https://www.thesakala.in/latest-odisha-news/puri/encountering-the-vicious-criminal-santu-the-police-shot-him-while-trying-to-escape/article-28135
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର