ପୁରୀରେ ଦୁର୍ଦ୍ଦାନ୍ତ ଅପରାଧୀ ପିନୁ ବରାଳକୁ ଏନକାଉଣ୍ଟର

The Sakala Picture
Published On

ଭୁବନେଶ୍ବର: ପୁରୀରେ ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଅପରାଧୀ ପିନୁ ବରାଳକୁ ଏନକାଉଣ୍ଟର । ଲୋକନାଥ ରୋଡ ଶଙ୍ଖେଶ୍ବର ଜଙ୍ଗଲରେ ଏନକାଉଣ୍ଟର । ଅଭିଯୁକ୍ତ ବାମ ଗୋଡରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ମେଡିକାଲରେ ଦୁର୍ଦ୍ଦାନ୍ତ ଅପରାଧୀକୁ  ଭର୍ତ୍ତି କରାଯାାଇଛି । ଅଭିଯୁକ୍ତଠୁ ଗୋଟିଏ ପିସ୍ତଲ,୨ ରାଉଣ୍ଡ ଗୁଳି ଓ ବାଇକ ଜବତ କରିଛି ପୁଲିସ । ଅଭିଯୁକ୍ତ ନାଁରେ ବିଭିନ୍ନ ଥାନାରେ ୧୧ଟି ମାମଲା ରହିଛି । ଗୁଳି ବିନିମୟ ବେଳେ ବାଶେଳୀ ସାହି ଏସଆଇ ବି. […]

ଭୁବନେଶ୍ବର: ପୁରୀରେ ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଅପରାଧୀ ପିନୁ ବରାଳକୁ ଏନକାଉଣ୍ଟର । ଲୋକନାଥ ରୋଡ ଶଙ୍ଖେଶ୍ବର ଜଙ୍ଗଲରେ ଏନକାଉଣ୍ଟର । ଅଭିଯୁକ୍ତ ବାମ ଗୋଡରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ମେଡିକାଲରେ ଦୁର୍ଦ୍ଦାନ୍ତ ଅପରାଧୀକୁ  ଭର୍ତ୍ତି କରାଯାାଇଛି । ଅଭିଯୁକ୍ତଠୁ ଗୋଟିଏ ପିସ୍ତଲ,୨ ରାଉଣ୍ଡ ଗୁଳି ଓ ବାଇକ ଜବତ କରିଛି ପୁଲିସ । ଅଭିଯୁକ୍ତ ନାଁରେ ବିଭିନ୍ନ ଥାନାରେ ୧୧ଟି ମାମଲା ରହିଛି । ଗୁଳି ବିନିମୟ ବେଳେ ବାଶେଳୀ ସାହି ଏସଆଇ ବି. ମାଝୀ ମଧ୍ୟ ଆହତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

24 Aug 2023 By The Sakala

ପୁରୀରେ ଦୁର୍ଦ୍ଦାନ୍ତ ଅପରାଧୀ ପିନୁ ବରାଳକୁ ଏନକାଉଣ୍ଟର

ଭୁବନେଶ୍ବର: ପୁରୀରେ ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଅପରାଧୀ ପିନୁ ବରାଳକୁ ଏନକାଉଣ୍ଟର । ଲୋକନାଥ ରୋଡ ଶଙ୍ଖେଶ୍ବର ଜଙ୍ଗଲରେ ଏନକାଉଣ୍ଟର । ଅଭିଯୁକ୍ତ ବାମ ଗୋଡରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ମେଡିକାଲରେ ଦୁର୍ଦ୍ଦାନ୍ତ ଅପରାଧୀକୁ  ଭର୍ତ୍ତି କରାଯାାଇଛି । ଅଭିଯୁକ୍ତଠୁ ଗୋଟିଏ ପିସ୍ତଲ,୨ ରାଉଣ୍ଡ ଗୁଳି ଓ ବାଇକ ଜବତ କରିଛି ପୁଲିସ । ଅଭିଯୁକ୍ତ ନାଁରେ ବିଭିନ୍ନ ଥାନାରେ ୧୧ଟି ମାମଲା ରହିଛି । ଗୁଳି ବିନିମୟ ବେଳେ ବାଶେଳୀ ସାହି ଏସଆଇ ବି. ମାଝୀ ମଧ୍ୟ ଆହତ ହୋଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର