ଜଗା ଦର୍ଶନ ହେଲା ଶେଷ ଦର୍ଶନ: ଶ୍ରୀମନ୍ଦିରରେ ମା’ ଲକ୍ଷ୍ମୀଙ୍କ ଦର୍ଶନ ବେଳେ ଟଳିପଡ଼ି ଚାଲିଗଲା ଭକ୍ତଙ୍କ ଜୀବନ

The Sakala Picture
Published On

ପୁରୀ: ଜଗା ଦର୍ଶନ ହେଲା ଶେଷ ଦର୍ଶନ। ଶ୍ରୀ ମନ୍ଦିରରେ ମା’ ଲଷ୍ମୀଙ୍କ ଦର୍ଶନ ବେଳେ ଅଚେତ ହୋଇପଡ଼ିଥିଲେ ଭକ୍ତ। ଗୁରୁତର ଅବସ୍ଥାରେ ଭକ୍ତଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶର ବିଶାକାପାଟନମରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ ୫୦ବର୍ଷୀୟ ପାକି.ଦିବାକର ଓ ତାଙ୍କ ପରିବାର। ନିଜ ପରିବାର ସହ ମହାପ୍ରଭୁଙ୍କୁ ଦର୍ଶନ ମଧ୍ୟ କରିଥିଲ॥ ପରେ ମାଆ ଲଷ୍ମୀଙ୍କ ଦର୍ଶନ […]

ପୁରୀ: ଜଗା ଦର୍ଶନ ହେଲା ଶେଷ ଦର୍ଶନ। ଶ୍ରୀ ମନ୍ଦିରରେ ମା’ ଲଷ୍ମୀଙ୍କ ଦର୍ଶନ ବେଳେ ଅଚେତ ହୋଇପଡ଼ିଥିଲେ ଭକ୍ତ। ଗୁରୁତର ଅବସ୍ଥାରେ ଭକ୍ତଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶର ବିଶାକାପାଟନମରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ ୫୦ବର୍ଷୀୟ ପାକି.ଦିବାକର ଓ ତାଙ୍କ ପରିବାର। ନିଜ ପରିବାର ସହ ମହାପ୍ରଭୁଙ୍କୁ ଦର୍ଶନ ମଧ୍ୟ କରିଥିଲ॥ ପରେ ମାଆ ଲଷ୍ମୀଙ୍କ ଦର୍ଶନ ନିମନ୍ତେ ମାଆ ଲଷ୍ମୀଙ୍କ ମନ୍ଦିରକୁ ଯାଇଥିଲେ। କିନ୍ତୁ ଲଷ୍ମୀ ମନ୍ଦିର ନିକଟରେ ହଠାତ ଗଳିପଡିଥିଲେ ଦିବାକର। ଦିବାକର ପଡିଯିବାର ପରିବାର ଲୋକ ଦେଖି ପୁଲିସ ର ସହାୟତା ନେଇଥିଲେ। ସଙ୍ଗେ ସଙ୍ଗେ ପୁଲିସ କର୍ମଚାରୀ ମାନେ ଦିବାକରକୁ ଶ୍ରୀ ମନ୍ଦିର ବାହାରକୁ ଆଣି ଆମ୍ବୁଲାନ୍ସ ସଦର ମୁଖ୍ୟ ଚିକିର୍ସାଲୟକୁ ନେଇଥିଲେ। ସେଠାରେ ଦିବାକରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରିବାର ଲୋକ ଏ ଖବର ଶୁଣିବା ପରେ ଦୁଃଖରେ ଭାଙ୍ଗିପଡିଛନ୍ତ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର