ଆଇସକ୍ରିମ କାଠିରେ ନନ୍ଦିଘୋଷ ରଥ

The Sakala Picture
Published On

ପୁରୀ: ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ।କୌଣସି ବ୍ୟକ୍ତି ବଡ଼ଦାଣ୍ଡକୁ ଆସିପାରିବେ ନାହିଁ। ଏଥିପାଇଁ ଯୁବଶିଳ୍ପୀ ବିଶ୍ୱଜିତ ନାୟକ ଗତବର୍ଷ ପରି ଚଳିତବର୍ଷ ମଧ୍ୟ ଆଇସକ୍ରିମ କାଠିରେ ଅବିକଳ ନନ୍ଦିଘୋଷ ରଥର କଳାକୃତି ତିଆରି କରି ଭକ୍ତଙ୍କ ପାଇଁ ଉତ୍ସର୍ଗ କରିଛନ୍ତି। ୧୬ଇଞ୍ଚ ଉଚ୍ଚ ଏବଂ ୧୩ଇଞ୍ଚ ଚଉଡା ବିଶିଷ୍ଟ ଏହି ରଥ ନିର୍ମାଣରେ ୯୭୫ଟି ଆଇସକ୍ରିମ କାଠି ବ୍ୟବହାର କରାଯାଇଛି। ଏଥିପାଇଁ ଶିଳ୍ପୀ ବିଶ୍ୱଜିତଙ୍କୁ ୫ଦିନ ସମୟ ଲାଗିଥିଲା। ସମଗ୍ର […]

ପୁରୀ: ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ।କୌଣସି ବ୍ୟକ୍ତି ବଡ଼ଦାଣ୍ଡକୁ ଆସିପାରିବେ ନାହିଁ।
ଏଥିପାଇଁ ଯୁବଶିଳ୍ପୀ ବିଶ୍ୱଜିତ ନାୟକ ଗତବର୍ଷ ପରି ଚଳିତବର୍ଷ ମଧ୍ୟ ଆଇସକ୍ରିମ କାଠିରେ ଅବିକଳ ନନ୍ଦିଘୋଷ ରଥର କଳାକୃତି ତିଆରି କରି ଭକ୍ତଙ୍କ ପାଇଁ ଉତ୍ସର୍ଗ କରିଛନ୍ତି। ୧୬ଇଞ୍ଚ ଉଚ୍ଚ ଏବଂ ୧୩ଇଞ୍ଚ ଚଉଡା ବିଶିଷ୍ଟ ଏହି ରଥ ନିର୍ମାଣରେ ୯୭୫ଟି ଆଇସକ୍ରିମ କାଠି ବ୍ୟବହାର କରାଯାଇଛି। ଏଥିପାଇଁ ଶିଳ୍ପୀ ବିଶ୍ୱଜିତଙ୍କୁ ୫ଦିନ ସମୟ ଲାଗିଥିଲା। ସମଗ୍ର ଶ୍ରୀଜଗନ୍ନାଥପ୍ରେମୀଙ୍କ ପାଇଁ ସେ ଏହି କଳାକୃତି ତିଆରି କରିଛନ୍ତି।ବିଶ୍ୱଜିତ ପୂର୍ବରୁ ଆଇସକ୍ରିମ କାଠିରେ ଵିଭିନ୍ନ କଳାକୃତି କରି ଲିମକା ବୁକ ଅଫ ରେକର୍ଡ ଓ ଏସିଆ ବୁକ ଅଫ ରେକର୍ଡର ଅଧିକାରୀ ହୋଇଛନ୍ତି। ସୂଚନାଯୋଗ୍ୟ, ପୁରୀର ଜଣେ ଛାତ୍ରୀ ସୁସ୍ମିତା ମହାରଣା ମଧ୍ୟ ମଙ୍ଗଳବାର ଆଇସକ୍ରିମ କାଠିରେ ନନ୍ଦିଘୋଷ ରଥ ନିର୍ମାଣ କରିଥିଲେ।

07 Jul 2021 By The Sakala

https://www.thesakala.in/latest-odisha-news/puri/chariot-on-ice-cream-sticks/article-3551
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର