ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଚିଲିକାରେ ବୁଡ଼ିଲା ଗ୍ୟାସ୍ ସିଲିଣ୍ଡର ବୋଝେଇ ପିକ ଅପ୍ ଭ୍ୟାନ୍, ଉଦ୍ଧାର କାର୍ଯ୍ୟ ଜାରି

The Sakala Picture
Published On

ଚିଲିକା: ଚିଲିକାରେ ବୁଡ଼ିଲା ଗ୍ୟାସ୍ ସିଲିଣ୍ଡର ବୋଝେଇ ପିକ ଅପ୍ ଭ୍ୟାନ୍ । କୃଷ୍ଣପ୍ରସାଦ ନିକଟ ଜହ୍ନିକୁଦା ଘାଟରେ ଚିଲିକା ଭିତରକୁ ଭାସିଗଲା ଭ୍ୟାନ୍ । ପିକ ଅପ୍ ଭ୍ୟାନରେ ମୋଟ ୭୨ ଟି ସିଲିଣ୍ଡର ରହିଥିଲା ବୋଲି ଜଣାପଡିଛି । ଗ୍ୟାସ ସିଲିଣ୍ଡର ଗୁଡିକ କୃଷ୍ଣପ୍ରସାଦର ଜହ୍ନିକୁଦାରୁ ମହିସା ବ୍ରହ୍ମପୁରକୁ ଯାଉଥିଲା । ବ୍ରହ୍ମପୁର ଗାଁର ଏକ ଡ଼ଙ୍ଗା ଜହ୍ନିକୁଦାଠାରୁ ୭୨ଟି ସିଲିଣ୍ଡର ନେବା ପାଇଁ ଜହ୍ନିକୁଦା ଗାଁରେ ପହଂଚିଥିଲା । ଜହ୍ନିକୁଦା ଘାଟରେ ଗ୍ୟାସ […]

ଚିଲିକା: ଚିଲିକାରେ ବୁଡ଼ିଲା ଗ୍ୟାସ୍ ସିଲିଣ୍ଡର ବୋଝେଇ ପିକ ଅପ୍ ଭ୍ୟାନ୍ । କୃଷ୍ଣପ୍ରସାଦ ନିକଟ ଜହ୍ନିକୁଦା ଘାଟରେ ଚିଲିକା ଭିତରକୁ ଭାସିଗଲା ଭ୍ୟାନ୍ । ପିକ ଅପ୍ ଭ୍ୟାନରେ ମୋଟ ୭୨ ଟି ସିଲିଣ୍ଡର ରହିଥିଲା ବୋଲି ଜଣାପଡିଛି । ଗ୍ୟାସ ସିଲିଣ୍ଡର ଗୁଡିକ କୃଷ୍ଣପ୍ରସାଦର ଜହ୍ନିକୁଦାରୁ ମହିସା ବ୍ରହ୍ମପୁରକୁ ଯାଉଥିଲା । ବ୍ରହ୍ମପୁର ଗାଁର ଏକ ଡ଼ଙ୍ଗା ଜହ୍ନିକୁଦାଠାରୁ ୭୨ଟି ସିଲିଣ୍ଡର ନେବା ପାଇଁ ଜହ୍ନିକୁଦା ଗାଁରେ ପହଂଚିଥିଲା । ଜହ୍ନିକୁଦା ଘାଟରେ ଗ୍ୟାସ ସିଲିଣ୍ଡର ବୋଝେଇ ଗାଡ଼ିରୁ ଡ଼ଙ୍ଗାକୁ ଲୋଡ କରୁଥିବା ବେଳେ ଗାଡ଼ି କୌଣସି କାରଣ ବଶତଃ ପଛୁଆ ଗଡିଯାଇ ଡ଼ଙ୍ଗାରେ ପିଟି ହୋଇଥିଲା । ଫଳରେ ଭାରସ୍ୟମ ହରାଇ ଉଭୟ ଗାଡ଼ି ଓ ଡ଼ଙ୍ଗା ଚିଲିକାରେ ବୁଡ଼ି ଯାଇଥିଲା । ଡ଼ଙ୍ଗା ଓ ଗାଡ଼ି ସହ ସିଲିଣ୍ଡରକୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି ।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ବାରିପଦା-ରାଇରଙ୍ଗପୁରରେ ବ୍ୟାପକ ସୁରକ୍ଷା ପ୍ରସ୍ତୁତି, ମୁତୟନ ହେବେ ୧୫୦ ପ୍ଲାଟୁନରୁ ଅଧିକ ଫୋର୍ସ

19 Dec 2022 By The Sakala

ଚିଲିକାରେ ବୁଡ଼ିଲା ଗ୍ୟାସ୍ ସିଲିଣ୍ଡର ବୋଝେଇ ପିକ ଅପ୍ ଭ୍ୟାନ୍, ଉଦ୍ଧାର କାର୍ଯ୍ୟ ଜାରି

ଚିଲିକା: ଚିଲିକାରେ ବୁଡ଼ିଲା ଗ୍ୟାସ୍ ସିଲିଣ୍ଡର ବୋଝେଇ ପିକ ଅପ୍ ଭ୍ୟାନ୍ । କୃଷ୍ଣପ୍ରସାଦ ନିକଟ ଜହ୍ନିକୁଦା ଘାଟରେ ଚିଲିକା ଭିତରକୁ ଭାସିଗଲା ଭ୍ୟାନ୍ । ପିକ ଅପ୍ ଭ୍ୟାନରେ ମୋଟ ୭୨ ଟି ସିଲିଣ୍ଡର ରହିଥିଲା ବୋଲି ଜଣାପଡିଛି । ଗ୍ୟାସ ସିଲିଣ୍ଡର ଗୁଡିକ କୃଷ୍ଣପ୍ରସାଦର ଜହ୍ନିକୁଦାରୁ ମହିସା ବ୍ରହ୍ମପୁରକୁ ଯାଉଥିଲା । ବ୍ରହ୍ମପୁର ଗାଁର ଏକ ଡ଼ଙ୍ଗା ଜହ୍ନିକୁଦାଠାରୁ ୭୨ଟି ସିଲିଣ୍ଡର ନେବା ପାଇଁ ଜହ୍ନିକୁଦା ଗାଁରେ ପହଂଚିଥିଲା । ଜହ୍ନିକୁଦା ଘାଟରେ ଗ୍ୟାସ ସିଲିଣ୍ଡର ବୋଝେଇ ଗାଡ଼ିରୁ ଡ଼ଙ୍ଗାକୁ ଲୋଡ କରୁଥିବା ବେଳେ ଗାଡ଼ି କୌଣସି କାରଣ ବଶତଃ ପଛୁଆ ଗଡିଯାଇ ଡ଼ଙ୍ଗାରେ ପିଟି ହୋଇଥିଲା । ଫଳରେ ଭାରସ୍ୟମ ହରାଇ ଉଭୟ ଗାଡ଼ି ଓ ଡ଼ଙ୍ଗା ଚିଲିକାରେ ବୁଡ଼ି ଯାଇଥିଲା । ଡ଼ଙ୍ଗା ଓ ଗାଡ଼ି ସହ ସିଲିଣ୍ଡରକୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର