ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ବଡ ଦାଣ୍ଡରେ ଅଘଟଣ, ବ୍ଯାରିକେଡରେ ପସିଗଲା ଶିଶୁର ମୁଣ୍ଡ

The Sakala Picture
Published On

ପୁରୀ: ବଡ଼ ଦାଣ୍ଡରେ ଘଟିଛି ଅଘଟଣ । ପୁରୀ ଶ୍ରୀମନ୍ଦିର ନିକଟରେ ଥିବା ଜୋତା ଷ୍ଟାଣ୍ଡ ନିକଟରେ ଶନିବାର ଘଟିଛି ଏକ ଅଭାବନୀୟ ଘଟଣା। ଭକ୍ତଙ୍କ ଲାଗି ବଡ଼ ଦାଣ୍ଡରେ ଲଗାଯାଇଥିବା ବ୍ୟାରିକେଡରେ ପଶି ଯାଇଛି ଏକ ଛୋଟ ପିଲାର ମୁଣ୍ଡ । ପରେ ମୁଣ୍ଡ ବାହାର କରିବାକୁ ଶତ ଚେଷ୍ଟା କରିବା ସ୍ୱତେ ପରିବାର ଲୋକେ ବିଫଳ ହୋଇଥିଲେ । ସେପଟେ ଲୁହା ବ୍ୟାରିକେଡରେ ମୁଣ୍ଡ ଭର୍ତ୍ତି ହୋଇଯାଇଥିବାରୁ ବାହାର କରିବା ମଧ୍ୟ କଷ୍ଟକର ହୋଇଥିଲା […]

ପୁରୀ: ବଡ଼ ଦାଣ୍ଡରେ ଘଟିଛି ଅଘଟଣ । ପୁରୀ ଶ୍ରୀମନ୍ଦିର ନିକଟରେ ଥିବା ଜୋତା ଷ୍ଟାଣ୍ଡ ନିକଟରେ ଶନିବାର ଘଟିଛି ଏକ ଅଭାବନୀୟ ଘଟଣା। ଭକ୍ତଙ୍କ ଲାଗି ବଡ଼ ଦାଣ୍ଡରେ ଲଗାଯାଇଥିବା ବ୍ୟାରିକେଡରେ ପଶି ଯାଇଛି ଏକ ଛୋଟ ପିଲାର ମୁଣ୍ଡ । ପରେ ମୁଣ୍ଡ ବାହାର କରିବାକୁ ଶତ ଚେଷ୍ଟା କରିବା ସ୍ୱତେ ପରିବାର ଲୋକେ ବିଫଳ ହୋଇଥିଲେ । ସେପଟେ ଲୁହା ବ୍ୟାରିକେଡରେ ମୁଣ୍ଡ ଭର୍ତ୍ତି ହୋଇଯାଇଥିବାରୁ ବାହାର କରିବା ମଧ୍ୟ କଷ୍ଟକର ହୋଇଥିଲା ।

ଆହୁରି ପଢ଼ନ୍ତୁ: ବାପ-ପୁଅଙ୍କ ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ଗ୍ରାମବାସୀ: ନ୍ୟାୟ ନମିଳିଲେ ସାମୂହିକ ଆତ୍ମହତ୍ୟା ଚେତାବନୀ

ଶ୍ରୀମନ୍ଦିର ପାଖରେ ଲାଗିଥିବା ବ୍ୟାରିକେଡରେ ଫାଙ୍କା ଅଧିକ ଥିବାରୁ ପିଲାଟିର ମୁଣ୍ଡ ପଶି ଯାଇଥିଲା । ଅସାବଧାନତା ଯୋଗୁଁ ଏପରି ଘଟିଥିବା ଜଣାପଡିଛି । ଖବର ପାଇବା ପରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚିଥିଲେ । ଏବଂ କଟର ସାହାଯ୍ୟରେ ଲୁହା ବ୍ୟାରିକେଡ କାଟି ଶିଶୁଟିର ମୁଣ୍ଡକୁ ସୁରକ୍ଷିତ ଭାବେ ବାହାର କରିଥିଲେ।

ସୂଚନା ଅନୁଯାୟୀ,  ଭବାନୀପାଟଣାରୁ ଏକ ପରିବାର ପୁରୀ ଆସିଥିଲେ । ଶ୍ରୀଜୀଉଙ୍କ ଦର୍ଶନ ଲାଗି ଜୋତା ଷ୍ଟାଣ୍ଡ ନିକଟରେ ଜୋତା ରଖୁଥିବାବେଳେ ନାବାଳିକା ସେଠାରେ ଖେଳୁଥିଲା। ଅସାବଧାନତା ବସତଃ ପିଲାଟିର ମୁଣ୍ଡ ବ୍ୟାରିକେଡରେ ପଶି ଯାଇଥିଲା। ପରେ ଅଗ୍ନିଶମ ବାହିନୀ ଓ ପୁଲିସ ସହାୟତା ରେ ବ୍ୟାରିକେଡ କାଟି ପିଲାକୁ ଉଦ୍ଧାର କରାଯାଇଛି।

03 Apr 2021 By The Sakala

ବଡ ଦାଣ୍ଡରେ ଅଘଟଣ, ବ୍ଯାରିକେଡରେ ପସିଗଲା ଶିଶୁର ମୁଣ୍ଡ

ପୁରୀ: ବଡ଼ ଦାଣ୍ଡରେ ଘଟିଛି ଅଘଟଣ । ପୁରୀ ଶ୍ରୀମନ୍ଦିର ନିକଟରେ ଥିବା ଜୋତା ଷ୍ଟାଣ୍ଡ ନିକଟରେ ଶନିବାର ଘଟିଛି ଏକ ଅଭାବନୀୟ ଘଟଣା। ଭକ୍ତଙ୍କ ଲାଗି ବଡ଼ ଦାଣ୍ଡରେ ଲଗାଯାଇଥିବା ବ୍ୟାରିକେଡରେ ପଶି ଯାଇଛି ଏକ ଛୋଟ ପିଲାର ମୁଣ୍ଡ । ପରେ ମୁଣ୍ଡ ବାହାର କରିବାକୁ ଶତ ଚେଷ୍ଟା କରିବା ସ୍ୱତେ ପରିବାର ଲୋକେ ବିଫଳ ହୋଇଥିଲେ । ସେପଟେ ଲୁହା ବ୍ୟାରିକେଡରେ ମୁଣ୍ଡ ଭର୍ତ୍ତି ହୋଇଯାଇଥିବାରୁ ବାହାର କରିବା ମଧ୍ୟ କଷ୍ଟକର ହୋଇଥିଲା ।

ଶ୍ରୀମନ୍ଦିର ପାଖରେ ଲାଗିଥିବା ବ୍ୟାରିକେଡରେ ଫାଙ୍କା ଅଧିକ ଥିବାରୁ ପିଲାଟିର ମୁଣ୍ଡ ପଶି ଯାଇଥିଲା । ଅସାବଧାନତା ଯୋଗୁଁ ଏପରି ଘଟିଥିବା ଜଣାପଡିଛି । ଖବର ପାଇବା ପରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚିଥିଲେ । ଏବଂ କଟର ସାହାଯ୍ୟରେ ଲୁହା ବ୍ୟାରିକେଡ କାଟି ଶିଶୁଟିର ମୁଣ୍ଡକୁ ସୁରକ୍ଷିତ ଭାବେ ବାହାର କରିଥିଲେ।

ସୂଚନା ଅନୁଯାୟୀ,  ଭବାନୀପାଟଣାରୁ ଏକ ପରିବାର ପୁରୀ ଆସିଥିଲେ । ଶ୍ରୀଜୀଉଙ୍କ ଦର୍ଶନ ଲାଗି ଜୋତା ଷ୍ଟାଣ୍ଡ ନିକଟରେ ଜୋତା ରଖୁଥିବାବେଳେ ନାବାଳିକା ସେଠାରେ ଖେଳୁଥିଲା। ଅସାବଧାନତା ବସତଃ ପିଲାଟିର ମୁଣ୍ଡ ବ୍ୟାରିକେଡରେ ପଶି ଯାଇଥିଲା। ପରେ ଅଗ୍ନିଶମ ବାହିନୀ ଓ ପୁଲିସ ସହାୟତା ରେ ବ୍ୟାରିକେଡ କାଟି ପିଲାକୁ ଉଦ୍ଧାର କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର