କଏଦୀ ନେଲେ ଟିକା

The Sakala Picture
Published On

ଭୁବନେଶ୍ବର: କରେନାକୁ ହରାଇବା ପାଇଁ ରାଜ୍ୟରେ ଟିକା କରଣ  ଅଭିଯାନ ଚାଲିଛି। ଆଜି ଭୁବନେଶ୍ବର ସ୍ଥିତ ଝାରପଡ଼ା ଜେଲରେ ୫୯ ଜଣ କଏଦୀ କୋଭଡ ଟିକା ନେଇଥିବା ସୂଚନା ମିଳିଛି। ସମଗ୍ର ରାଜ୍ୟରେ ଶୁକ୍ରବାର ଦିନ ୭ ଶହ କେନ୍ଦ୍ରରେ ଚାଲିଛି ଟିକାକରଣ। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି। ଶୁକ୍ରବାର ଆହୁରି ୩ ଲକ୍ଷ କୋଭିସିଲ୍ଡ ଟିକା ଆସିବ। ଏହା ଆସନ୍ତା ୨ ଦିନ ପାଇଁ କାମରେ […]

ଭୁବନେଶ୍ବର: କରେନାକୁ ହରାଇବା ପାଇଁ ରାଜ୍ୟରେ ଟିକା କରଣ  ଅଭିଯାନ ଚାଲିଛି। ଆଜି ଭୁବନେଶ୍ବର ସ୍ଥିତ ଝାରପଡ଼ା ଜେଲରେ ୫୯ ଜଣ କଏଦୀ କୋଭଡ ଟିକା ନେଇଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଛାତ୍ର ଓ ଯୁବ ବିଜେଡିର ବିକ୍ଷୋଭ

ସମଗ୍ର ରାଜ୍ୟରେ ଶୁକ୍ରବାର ଦିନ ୭ ଶହ କେନ୍ଦ୍ରରେ ଚାଲିଛି ଟିକାକରଣ। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି। ଶୁକ୍ରବାର ଆହୁରି ୩ ଲକ୍ଷ କୋଭିସିଲ୍ଡ ଟିକା ଆସିବ। ଏହା ଆସନ୍ତା ୨ ଦିନ ପାଇଁ କାମରେ ଆସିବ । ଟିକା ପାଇବା ପରେ ଆଜି ହିଁ ସବୁ ଜିଲ୍ଲାକୁ ପଠାଯିବ ବୋଲି ସେ ସୂଚନା ଦେଇଥିଲେ।

ଆହୁରି ପଢ଼ନ୍ତୁ: ବିଶ୍ୱ ନିୟନ୍ତାଙ୍କ ବାହୁଡ଼ା ଯାତ୍ରା: ଛେରାପହଁରା ନୀତି ସଂପନ୍ନ ପରେ ଆରମ୍ଭ ହେଲା ରଥଟଣା

16 Apr 2021 By The Sakala

କଏଦୀ ନେଲେ ଟିକା

ଭୁବନେଶ୍ବର: କରେନାକୁ ହରାଇବା ପାଇଁ ରାଜ୍ୟରେ ଟିକା କରଣ  ଅଭିଯାନ ଚାଲିଛି। ଆଜି ଭୁବନେଶ୍ବର ସ୍ଥିତ ଝାରପଡ଼ା ଜେଲରେ ୫୯ ଜଣ କଏଦୀ କୋଭଡ ଟିକା ନେଇଥିବା ସୂଚନା ମିଳିଛି।

ସମଗ୍ର ରାଜ୍ୟରେ ଶୁକ୍ରବାର ଦିନ ୭ ଶହ କେନ୍ଦ୍ରରେ ଚାଲିଛି ଟିକାକରଣ। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି। ଶୁକ୍ରବାର ଆହୁରି ୩ ଲକ୍ଷ କୋଭିସିଲ୍ଡ ଟିକା ଆସିବ। ଏହା ଆସନ୍ତା ୨ ଦିନ ପାଇଁ କାମରେ ଆସିବ । ଟିକା ପାଇବା ପରେ ଆଜି ହିଁ ସବୁ ଜିଲ୍ଲାକୁ ପଠାଯିବ ବୋଲି ସେ ସୂଚନା ଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର