ଜେଲ ଭିତରେ ସଂକୀର୍ତ୍ତନ ସାଙ୍ଗକୁ ନାଚ ଗୀତର ଆସର ସହ ଗଞ୍ଜେଇ ଚିଲମର ଧୂଆଁ

The Sakala Picture
Published On

ଭୁବନେଶ୍ୱର : ରାଜଧାନୀର ଗୋଟିଏ ପଟେ ଜେଲ ଭିତରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଏଭଳି ଗୀତର ଆସର ସାଧାରଣରେ ଚିନ୍ତାର କାରଣ ପାଲଟିଛି। ସୂଚନା ଅନୁଯାୟୀ ଏ ଭିଡିଓଟି ଖୋଦ ରାଜଧାନୀ ଛାତି ଉପରେ ଥିବା ଏକ ଜେଲର ଭିତରର। ଜେଲ୍ ଭିତରର ୩ଟି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଆଉ ଗୋଟିଏ ଭିଡ଼ିଓରେ ୨ ଜଣଙ୍କ ଠାରୁ ଟଙ୍କା ନେଇ କିଛି ଜିନିଷ ଦେଉଥିବା ନଜର ଆସୁଛି । ଯଦିଓ ଭିଡ଼ିଓଟି […]

ଭୁବନେଶ୍ୱର : ରାଜଧାନୀର ଗୋଟିଏ ପଟେ ଜେଲ ଭିତରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଏଭଳି ଗୀତର ଆସର ସାଧାରଣରେ ଚିନ୍ତାର କାରଣ ପାଲଟିଛି। ସୂଚନା ଅନୁଯାୟୀ ଏ ଭିଡିଓଟି ଖୋଦ ରାଜଧାନୀ ଛାତି ଉପରେ ଥିବା ଏକ ଜେଲର ଭିତରର। ଜେଲ୍ ଭିତରର ୩ଟି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଆହୁରି ପଢ଼ନ୍ତୁ: ଦର୍ଶକଙ୍କ ପାଇଁ ଖୋଲିଲା ନୂଆ ରୂପର 'କଳିଙ୍ଗ ଷ୍ଟୁଡିଓ': ସ୍ନୋ ପାର୍କ ସହ ନେବେ ଭୂତ ବଙ୍ଗଳାର ମଜା, ଜାଣନ୍ତୁ ଟିକେଟ୍ ଦର

ଆଉ ଗୋଟିଏ ଭିଡ଼ିଓରେ ୨ ଜଣଙ୍କ ଠାରୁ ଟଙ୍କା ନେଇ କିଛି ଜିନିଷ ଦେଉଥିବା ନଜର ଆସୁଛି । ଯଦିଓ ଭିଡ଼ିଓଟି କେବେ ସୁଟିଂ କରାଯାଇଛି ତାହା ସ୍ପଷ୍ଟ ହୋଇନି । ତଥାପି ଗତ ମାସ ପଣା ସଂକ୍ରାନ୍ତିରେ ଏଭଳି ନାଚ ଗୀତ ଆସର ହୋଇଥିବା ସନ୍ଦେହ କରାଯାଉଛି । ଗତ କିଛିଦିନ ହେବ ଅପରେସନ କ୍ଲିନ ଅପରେ ଚଢ଼ାଉ ବେଳେ ୧୩ଟି ମୋବାଇଲ ଜବତ କରିଛି ଜେଲ ବିଭାଗର ସ୍ବତନ୍ତ୍ର ଟିମ୍ ।

ଆହୁରି ପଢ଼ନ୍ତୁ: ଭୀମଭୋଇ ମେଡିକାଲରେ ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ପରିବାରର ପକ୍ଷରୁ ତୀବ୍ର ଉତ୍ତେଜନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର