ଝାରପଡା: କରୋନାରେ ପ୍ରାଣ ହରାଇଲେ କଏଦୀ

The Sakala Picture
Published On

ଭୁବନେଶ୍ବର: ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ଜଣେ କଏଦୀ ପ୍ରାଣ ହରାଇଥିବା ଜଣାପଡ଼ିଛି। ଉକ୍ତ କଏଦୀ ଝାରପଡା ଜେଲରେ ବିଚାରାଧୀନ ଥିବା ବେଳେ ତାଙ୍କର ଆଜି ମୃତ୍ୟୁ ଘଟିଛି । କଏଦୀଙ୍କ ନାଁ ତ୍ରିପତି ମହାନ୍ତି ବୋଲି ଜଣାପଡ଼ିଛଇ।  ସେ କରୋନାରେ ସଂକ୍ରମିତ ହୋଇ କଟକ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏନେଇ ଜେଲ୍ ଡିଆଇଜି ସୂଚନା ଦେଇଛନ୍ତି। ସେ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ । ଝାରପଡା ଜେଲ୍ ରେ ସେ ନିଶା […]

ଭୁବନେଶ୍ବର: ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ଜଣେ କଏଦୀ ପ୍ରାଣ ହରାଇଥିବା ଜଣାପଡ଼ିଛି। ଉକ୍ତ କଏଦୀ ଝାରପଡା ଜେଲରେ ବିଚାରାଧୀନ ଥିବା ବେଳେ ତାଙ୍କର ଆଜି ମୃତ୍ୟୁ ଘଟିଛି । କଏଦୀଙ୍କ ନାଁ ତ୍ରିପତି ମହାନ୍ତି ବୋଲି ଜଣାପଡ଼ିଛଇ।  ସେ କରୋନାରେ ସଂକ୍ରମିତ ହୋଇ କଟକ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏନେଇ ଜେଲ୍ ଡିଆଇଜି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଜଗା ଦର୍ଶନ ପାଇଁ ଆସୁଥିବା ବେଳେ ହେଲା ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ ଗୁରୁତର

ସେ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ । ଝାରପଡା ଜେଲ୍ ରେ ସେ ନିଶା କାରବାର ମାମଲାରେ ଗିରଫ ହୋଇ ଜେଲରେ ଥିଲେ ବୋଲି ସୂଚନା ମିଳିଛି । ତେବେ ଝାରପଡା ଜେଲରେ ଅନେକ ଗୁଡିଏ କଏଦୀ ରହିଥିବା ସହିତ କ୍ଷମତା ଠାରୁ ଅଧିକ କଏଦୀ ମଧ୍ୟ ରହିଛନ୍ତି । ଯାହା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି ।

ଆହୁରି ପଢ଼ନ୍ତୁ: ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ: ଭୁବନେଶ୍ୱରରେ ପବନ-ଘଡଘଡି ସହ କୁଆପଥର ବର୍ଷା

16 May 2021 By The Sakala

ଝାରପଡା: କରୋନାରେ ପ୍ରାଣ ହରାଇଲେ କଏଦୀ

ଭୁବନେଶ୍ବର: ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ଜଣେ କଏଦୀ ପ୍ରାଣ ହରାଇଥିବା ଜଣାପଡ଼ିଛି। ଉକ୍ତ କଏଦୀ ଝାରପଡା ଜେଲରେ ବିଚାରାଧୀନ ଥିବା ବେଳେ ତାଙ୍କର ଆଜି ମୃତ୍ୟୁ ଘଟିଛି । କଏଦୀଙ୍କ ନାଁ ତ୍ରିପତି ମହାନ୍ତି ବୋଲି ଜଣାପଡ଼ିଛଇ।  ସେ କରୋନାରେ ସଂକ୍ରମିତ ହୋଇ କଟକ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏନେଇ ଜେଲ୍ ଡିଆଇଜି ସୂଚନା ଦେଇଛନ୍ତି।

ସେ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ । ଝାରପଡା ଜେଲ୍ ରେ ସେ ନିଶା କାରବାର ମାମଲାରେ ଗିରଫ ହୋଇ ଜେଲରେ ଥିଲେ ବୋଲି ସୂଚନା ମିଳିଛି । ତେବେ ଝାରପଡା ଜେଲରେ ଅନେକ ଗୁଡିଏ କଏଦୀ ରହିଥିବା ସହିତ କ୍ଷମତା ଠାରୁ ଅଧିକ କଏଦୀ ମଧ୍ୟ ରହିଛନ୍ତି । ଯାହା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର