ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତି ବିଧାନସଭାରେ ସ୍ଥାପିତ ପାଇଁ ବାଚସ୍ପତିଙ୍କୁ ସ୍ମାରକପତ୍ର ପ୍ରଦାନ
ଭୁବନେଶ୍ୱର /ଭଞ୍ଜନଗର: ଘୁମୁସର ଉନ୍ନୟନ ମଞ୍ଚର ଓ ଘୁମୁସର ବିକାଶ ପରିଷଦ ଭଞ୍ଜନଗରଙ୍କ ତରଫରୁ ସର୍ବଶ୍ରୀ ପ୍ରାକ୍ତନ ଅଧକ୍ଷ ବାଲ୍ମୀକି ପଟ୍ଟନାୟକ, ବରିଷ୍ଠ ଆଇନ ଜୀବୀ ସୋମନାଥ ନାୟକ, ବାର୍ଡ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ , ବରିଷ୍ଠ ନାଗରିକ ମଞ୍ଚ ସମ୍ପାଦକ ରବିନାରାୟଣ ସାମନ୍ତ ଓ ବିଶିଷ୍ଟ ସମାଜସେବୀ ମହେଶ ମହାନ୍ତି ବିଧାନସଭାର ବାଚସ୍ପତି ସୁରମା ପାଢୀଙ୍କୁ ତାଙ୍କ ସରକାରୀ ବାସଭବନରେ ସାକ୍ଷାତକରି ବିଧାନସଭା ପରିସରରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପୂର୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ […]
ଭୁବନେଶ୍ୱର /ଭଞ୍ଜନଗର: ଘୁମୁସର ଉନ୍ନୟନ ମଞ୍ଚର ଓ ଘୁମୁସର ବିକାଶ ପରିଷଦ ଭଞ୍ଜନଗରଙ୍କ ତରଫରୁ ସର୍ବଶ୍ରୀ ପ୍ରାକ୍ତନ ଅଧକ୍ଷ ବାଲ୍ମୀକି ପଟ୍ଟନାୟକ, ବରିଷ୍ଠ ଆଇନ ଜୀବୀ ସୋମନାଥ ନାୟକ, ବାର୍ଡ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ , ବରିଷ୍ଠ ନାଗରିକ ମଞ୍ଚ ସମ୍ପାଦକ ରବିନାରାୟଣ ସାମନ୍ତ ଓ ବିଶିଷ୍ଟ ସମାଜସେବୀ ମହେଶ ମହାନ୍ତି ବିଧାନସଭାର ବାଚସ୍ପତି ସୁରମା ପାଢୀଙ୍କୁ ତାଙ୍କ ସରକାରୀ ବାସଭବନରେ ସାକ୍ଷାତକରି ବିଧାନସଭା ପରିସରରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପୂର୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଏକ ସ୍ମାରକ ପତ୍ର ଦେଇ ଆଲୋଚନା କରିଛନ୍ତି । ବାଚସ୍ପତି ସଂସ୍କୃତି ବିଭାଗକୁ ଚିଠି ଲେଖି କାର୍ଯ୍ୟନୁଷ୍ଠାନ କରିବାକୁ ପ୍ରତିଶୃତି ଦେଇଛନ୍ତି। ଆହୁରି କହିଛନ୍ତି ଯେ, ଏପରି ଯୋଗଜନ୍ମା ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେଲେ ମୁଁ ସବୁଠାରୁ ଖୁସି ହେବି ଓ ନିଜକୁ ଧନ୍ୟମନେ କରିବି।