ପୁଲିସ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୯ ମହିଳା ପୁଲିସ କର୍ମଚାରୀ ଆହତ

The Sakala Picture
Published On

ଭୁବନେଶ୍ବର: ନିର୍ବାଚନ ଡ୍ୟୁଟିରେ ଯାଉଥିବା ପୁଲିସ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ଦୁର୍ଘଟଣାରେ ୯ ଜଣ ମହିଳା ପୁଲିସ କର୍ମଚାରୀ ଆହତ ହୋଇଥିବା ସୂଚନା। ବାଣୀବିହାର ସତସଙ୍ଗପାର୍କ ଆଗରେ ବସଟି ଦୁର୍ଘଟଣା ହୋଇଛି । ସମସ୍ତ ଆହତ ମହିଳା ପୁଲିସଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ବୁର୍ଲା ଭିସୁଟ୍‌ରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ: ନିମ୍ନମାନର ହଷ୍ଟେଲ ଖାଦ୍ୟ ସହ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଧାରଣା

28 May 2024 By The Sakala

ପୁଲିସ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୯ ମହିଳା ପୁଲିସ କର୍ମଚାରୀ ଆହତ

ଭୁବନେଶ୍ବର: ନିର୍ବାଚନ ଡ୍ୟୁଟିରେ ଯାଉଥିବା ପୁଲିସ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ଦୁର୍ଘଟଣାରେ ୯ ଜଣ ମହିଳା ପୁଲିସ କର୍ମଚାରୀ ଆହତ ହୋଇଥିବା ସୂଚନା। ବାଣୀବିହାର ସତସଙ୍ଗପାର୍କ ଆଗରେ ବସଟି ଦୁର୍ଘଟଣା ହୋଇଛି । ସମସ୍ତ ଆହତ ମହିଳା ପୁଲିସଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର