ବୌଦ୍ଧ ଗସ୍ତରେ ଯାଇ ମାଓ ଦମନ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କଲେ ପୋଲିସ ଡିଜି ୱାଇ. ବି. ଖୁରାନିଆ

The Sakala Picture
Published On

ବୌଦ୍ଧ : ବୌଦ୍ଧ ଜିଲ୍ଲା ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ । ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ମାଓ ଦମନ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି । ତାଙ୍କ ସହ ଆଇଜି ଅପରେସନ୍ ଜୟନାରାୟଣ ପଙ୍କଜ, ଦକ୍ଷିଣାଞ୍ଚଳ ଡିଆଇଜି ସାର୍ଥକ ସଡ଼ଙ୍ଗୀ, ବୌଦ୍ଧ ଏସପି ନାଗରାଜ ଦେବରକୋଣ୍ଡା ମଧ୍ୟ ଉପସ୍ଥିତ ଥିଲେ। ମାଓ ସମୀକ୍ଷା ପାଇଁ କନ୍ଧମାଳରେ ପହଞ୍ଚିଛନ୍ତି ସିଆରପିଏଫ ଆଇଜି । ପଡୋଶୀ ଛତିଶଗଡ଼ରେ ମାଓବାଦୀଙ୍କୁ ଦମନ ପରେ ଯବାନଙ୍କ […]

ବୌଦ୍ଧ : ବୌଦ୍ଧ ଜିଲ୍ଲା ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ । ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ମାଓ ଦମନ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି । ତାଙ୍କ ସହ ଆଇଜି ଅପରେସନ୍ ଜୟନାରାୟଣ ପଙ୍କଜ, ଦକ୍ଷିଣାଞ୍ଚଳ ଡିଆଇଜି ସାର୍ଥକ ସଡ଼ଙ୍ଗୀ, ବୌଦ୍ଧ ଏସପି ନାଗରାଜ ଦେବରକୋଣ୍ଡା ମଧ୍ୟ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

ମାଓ ସମୀକ୍ଷା ପାଇଁ କନ୍ଧମାଳରେ ପହଞ୍ଚିଛନ୍ତି ସିଆରପିଏଫ ଆଇଜି । ପଡୋଶୀ ଛତିଶଗଡ଼ରେ ମାଓବାଦୀଙ୍କୁ ଦମନ ପରେ ଯବାନଙ୍କ ମନୋବଳ ବଢାଇବା ଏବଂ ମାଓବାଦୀଙ୍କ ମୂଳୋତ୍ପାଟନ ପାଇଁ କନ୍ଧମାଳ ଜିଲ୍ଲାରେ ମାଓ ଗତିବିଧିର ସମୀକ୍ଷା ପାଇଁ ଯାଇଛନ୍ତି । ସିଆରପିଏଫ ଆଇଜି ଅର୍ଚ୍ଚନା ସିଭାରେ ଛତିଶଗଡରୁ ହେଲିକପ୍ଟରରେ ଆସି ବାଲିଗୁଡ଼ା ମିନି ଷ୍ଟାଡିୟମରେ ପହଞ୍ଚିଛନ୍ତି ।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଧଉଳି ଥାନା ପୋଲିସ: ହୋଟେଲକୁ ଡାକି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

18 Oct 2024 By The Sakala

ବୌଦ୍ଧ ଗସ୍ତରେ ଯାଇ ମାଓ ଦମନ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କଲେ ପୋଲିସ ଡିଜି ୱାଇ. ବି. ଖୁରାନିଆ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ । ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ମାଓ ଦମନ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି । ତାଙ୍କ ସହ ଆଇଜି ଅପରେସନ୍ ଜୟନାରାୟଣ ପଙ୍କଜ, ଦକ୍ଷିଣାଞ୍ଚଳ ଡିଆଇଜି ସାର୍ଥକ ସଡ଼ଙ୍ଗୀ, ବୌଦ୍ଧ ଏସପି ନାଗରାଜ ଦେବରକୋଣ୍ଡା ମଧ୍ୟ ଉପସ୍ଥିତ ଥିଲେ।

ମାଓ ସମୀକ୍ଷା ପାଇଁ କନ୍ଧମାଳରେ ପହଞ୍ଚିଛନ୍ତି ସିଆରପିଏଫ ଆଇଜି । ପଡୋଶୀ ଛତିଶଗଡ଼ରେ ମାଓବାଦୀଙ୍କୁ ଦମନ ପରେ ଯବାନଙ୍କ ମନୋବଳ ବଢାଇବା ଏବଂ ମାଓବାଦୀଙ୍କ ମୂଳୋତ୍ପାଟନ ପାଇଁ କନ୍ଧମାଳ ଜିଲ୍ଲାରେ ମାଓ ଗତିବିଧିର ସମୀକ୍ଷା ପାଇଁ ଯାଇଛନ୍ତି । ସିଆରପିଏଫ ଆଇଜି ଅର୍ଚ୍ଚନା ସିଭାରେ ଛତିଶଗଡରୁ ହେଲିକପ୍ଟରରେ ଆସି ବାଲିଗୁଡ଼ା ମିନି ଷ୍ଟାଡିୟମରେ ପହଞ୍ଚିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର