ଝାରୁସୁଗୁଡ଼ା ଉପନିର୍ବାଚନ ଲାଗି ପୋଲିସ ଡିଜି ସୁନୀଲ ବଂଶଲଙ୍କ ଉଚ୍ଚସ୍ତରୀୟ ସମୀକ୍ଷା

The Sakala Picture
Published On

ଝାରସୁଗୁଡ଼ା: ଝାରୁସୁଗୁଡ଼ା ଉପନିର୍ବାଚନ ଲାଗି ପୋଲିସ ଡିଜି ସୁନୀଲ କୁମାର ବଂଶଲଙ୍କ ଉଚ୍ଚସ୍ତରୀୟ ସମୀକ୍ଷା । ଗୁଇନ୍ଦା ନିର୍ଦ୍ଦେଶକ, ଅତିରିକ୍ତ ପୋଲିସ ଡିଜି ଆଇନ ଓ ଶଙ୍ଖଳା ତଥା ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ କରିଛନ୍ତି ଆଲୋଚନା । ଝାରସୁଗୁଡ଼ା ଏସପିଙ୍କ ସହ ବି ନିର୍ବାଚନ ନେଇ ସମୀକ୍ଷା କରିଛନ୍ତି । ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ, ଆଦର୍ଶ ଆଚରଣବିଧି ପାଳନ, ନିର୍ବାଚନ କମିଶନଙ୍କ ଗାଇଡଲାଇନ ପାଳନ, ଉପଯୁକ୍ତ ପୋଲିସ ଓ ନିରାପତ୍ତା ବ୍ୟବସ୍ଥା ଉପରେ […]

ଝାରସୁଗୁଡ଼ା: ଝାରୁସୁଗୁଡ଼ା ଉପନିର୍ବାଚନ ଲାଗି ପୋଲିସ ଡିଜି ସୁନୀଲ କୁମାର ବଂଶଲଙ୍କ ଉଚ୍ଚସ୍ତରୀୟ ସମୀକ୍ଷା । ଗୁଇନ୍ଦା ନିର୍ଦ୍ଦେଶକ, ଅତିରିକ୍ତ ପୋଲିସ ଡିଜି ଆଇନ ଓ ଶଙ୍ଖଳା ତଥା ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ କରିଛନ୍ତି ଆଲୋଚନା । ଝାରସୁଗୁଡ଼ା ଏସପିଙ୍କ ସହ ବି ନିର୍ବାଚନ ନେଇ ସମୀକ୍ଷା କରିଛନ୍ତି । ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ, ଆଦର୍ଶ ଆଚରଣବିଧି ପାଳନ, ନିର୍ବାଚନ କମିଶନଙ୍କ ଗାଇଡଲାଇନ ପାଳନ, ଉପଯୁକ୍ତ ପୋଲିସ ଓ ନିରାପତ୍ତା ବ୍ୟବସ୍ଥା ଉପରେ ସେ ଆଲୋଚନା କରିଥିଲେ ।

ଆହୁରି ପଢ଼ନ୍ତୁ: ଟ୍ୱିନ୍ ସିଟିରେ କଳା ଅନ୍ଧାର କରି ମାଡ଼ି ଆସିଲା କାଳବୈଶାଖୀ, କିଛି ସ୍ଥାନରେ ପବନ ସହ ଘଡ଼ଘଡ଼ି ବର୍ଷା

ଏହା ସହ ବେଆଇନ ଅସ୍ତ୍ରଶସ୍ତ୍ର ଜାବତ, ବେଆଇନ ମଦ କାରବାର ରୋକିବା, ଏନବିଡବ୍ଲୁ କାର୍ଯ୍ୟକାରୀ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ ଡିଜିପି । ଏଡିଜିପି ଆଇନ ଓ ଶୃଙ୍ଖଳା ଆର.କେ. ଶର୍ମା ମୋବାଇଲ ସ୍କ୍ବାଡ ଓ ଫ୍ଲାଇଂ ସ୍କ୍କାଡ ସମ୍ପର୍କରେ ସୂଚନା ଦେଇଥିଲେ । ନିର୍ବାଚନ ସୁପରିଚାଳନା ଲାଗି ସିଏପିଏଫ, ୧୬ ପ୍ଲାଟୁନ ଓଏସଏପି ଓ ଏପିଆର, ୨୫ଟି ମୋବାଇଲ ପାଟ୍ରୋଲିଂ ପାର୍ଟି, ୮ଟି ଫ୍ଲାଇଂ ସ୍କ୍ବାଡ, ୮ଟି ଏସଏସଟି ମୁତୟନ ହେବେ ବୋଲି ସୂଚନା ଦିଆଯାଇଛି । ଷ୍ଟ୍ରଙ୍ଗ ରୁମଗୁଡିକୁ କଡ଼ା ନିରାପତ୍ତାରେ ରଖାଯାଇଥିବାବେଳେ ସିସିଟିଭି ବଳୟରେ ସେଗୁଡିକୁ ରଖାଯାଇଥିବା କୁହାଯାଇଛି ।

ଆହୁରି ପଢ଼ନ୍ତୁ: କୁବେର ITDA ସହକାରୀ ନିର୍ବାହୀ ଯନ୍ତ୍ରୀ: ମିଳିଲାଣି ୧କେଜିରୁ ଉର୍ଦ୍ଧ୍ୱ ସୁନା, ଦୁଇ କୋଟି ଟଙ୍କା ସହ ୫ଟି ଆଲିସାନ କୋଠା ଓ ୧୪ଟି ପ୍ଲଟ ଠାବ

08 May 2023 By The Sakala

ଝାରୁସୁଗୁଡ଼ା ଉପନିର୍ବାଚନ ଲାଗି ପୋଲିସ ଡିଜି ସୁନୀଲ ବଂଶଲଙ୍କ ଉଚ୍ଚସ୍ତରୀୟ ସମୀକ୍ଷା

ଝାରସୁଗୁଡ଼ା: ଝାରୁସୁଗୁଡ଼ା ଉପନିର୍ବାଚନ ଲାଗି ପୋଲିସ ଡିଜି ସୁନୀଲ କୁମାର ବଂଶଲଙ୍କ ଉଚ୍ଚସ୍ତରୀୟ ସମୀକ୍ଷା । ଗୁଇନ୍ଦା ନିର୍ଦ୍ଦେଶକ, ଅତିରିକ୍ତ ପୋଲିସ ଡିଜି ଆଇନ ଓ ଶଙ୍ଖଳା ତଥା ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ କରିଛନ୍ତି ଆଲୋଚନା । ଝାରସୁଗୁଡ଼ା ଏସପିଙ୍କ ସହ ବି ନିର୍ବାଚନ ନେଇ ସମୀକ୍ଷା କରିଛନ୍ତି । ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ, ଆଦର୍ଶ ଆଚରଣବିଧି ପାଳନ, ନିର୍ବାଚନ କମିଶନଙ୍କ ଗାଇଡଲାଇନ ପାଳନ, ଉପଯୁକ୍ତ ପୋଲିସ ଓ ନିରାପତ୍ତା ବ୍ୟବସ୍ଥା ଉପରେ ସେ ଆଲୋଚନା କରିଥିଲେ ।

ଏହା ସହ ବେଆଇନ ଅସ୍ତ୍ରଶସ୍ତ୍ର ଜାବତ, ବେଆଇନ ମଦ କାରବାର ରୋକିବା, ଏନବିଡବ୍ଲୁ କାର୍ଯ୍ୟକାରୀ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ ଡିଜିପି । ଏଡିଜିପି ଆଇନ ଓ ଶୃଙ୍ଖଳା ଆର.କେ. ଶର୍ମା ମୋବାଇଲ ସ୍କ୍ବାଡ ଓ ଫ୍ଲାଇଂ ସ୍କ୍କାଡ ସମ୍ପର୍କରେ ସୂଚନା ଦେଇଥିଲେ । ନିର୍ବାଚନ ସୁପରିଚାଳନା ଲାଗି ସିଏପିଏଫ, ୧୬ ପ୍ଲାଟୁନ ଓଏସଏପି ଓ ଏପିଆର, ୨୫ଟି ମୋବାଇଲ ପାଟ୍ରୋଲିଂ ପାର୍ଟି, ୮ଟି ଫ୍ଲାଇଂ ସ୍କ୍ବାଡ, ୮ଟି ଏସଏସଟି ମୁତୟନ ହେବେ ବୋଲି ସୂଚନା ଦିଆଯାଇଛି । ଷ୍ଟ୍ରଙ୍ଗ ରୁମଗୁଡିକୁ କଡ଼ା ନିରାପତ୍ତାରେ ରଖାଯାଇଥିବାବେଳେ ସିସିଟିଭି ବଳୟରେ ସେଗୁଡିକୁ ରଖାଯାଇଥିବା କୁହାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର