ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ବରଗଡ଼ ପୋକ୍ସୋ କୋର୍ଟ

Madhusudan Das Picture
Published On

ବରଗଡ: ନାବାଳିକା ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡାଦେଶ ଦେଲେ କୋର୍ଟ । ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ପ୍ରଶାନ୍ତ ବାଗକୁ ଫାଶୀ ଦଣ୍ଡାଦେଶ ଦେଲେ ବରଗଡ଼ ପୋକ୍ସୋ କୋର୍ଟ । ୩୭ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ। ପୀଡ଼ିତାଙ୍କ ପରିବାରକୁ ୧୫ ଲକ୍ଷ ସହାୟତା ଦେବାକୁ DLSAଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। 

ଆହୁରି ପଢ଼ନ୍ତୁ: 'କମଲ କା ଫୁଲ, ହମାରା ଭୁଲ', ସୋସିଆଲ ମିଡ଼ିଆରେ କ୍ୟାମ୍ପେନ ଆରମ୍ଭ କରିବ ଯୁବ ବିଜେଡି

୨୦୨୪ ମସିହା ନଭେମ୍ବର ୧୫ ତାରିଖରେ ବରଗଡ ଜିଲ୍ଲା ପାଇକମାଳ ଥାନା ଅଞ୍ଚଳରେ ଘଟିଥିଲା ଏହି ଅଭାବନୀୟ ଘଟଣା। ନାବାଳିକାକୁ ମାଛ ମାରି ଯିବା କହି ଘରୁ ଡାକି ନେଇ ନିକଟସ୍ଥ ଜଙ୍ଗଲରେ ଦୁଷ୍କର୍ମ କରିବା ସହ ନିର୍ମମ ଭାବେ ହତ୍ୟା କରିଥିଲା ଦୋଷୀ ପ୍ରଶାନ୍ତ ବାଗ । ଆଜି ମାନ୍ୟବର ପୋସ୍କୋ କୋର୍ଟ ଏହି କେସର ଶୁଣାଣି କରିବା ସହ ଦୋଷୀକୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ୧୦ ଦଫା ଦାବି ନେଇ ଆନ୍ଦୋଳନ କରୁଛି ଓମ୍‌ସା, ଆଜିଠୁ ୨ ଘଣ୍ଟା ଓପିଡି ସେବା ବନ୍ଦ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp