ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ : ୯୮.୫୮ ଛାତ୍ରଛାତ୍ରୀ ପାସ୍

The Sakala Picture
Published On

ଭୁବନେଶ୍ୱର: ଚଳିତ ଶିକ୍ଷା ବର୍ଷର ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ପ୍ରକାଶ ପାଇଛି । କରୋନା କାରଣରୁ ପରୀକ୍ଷା ହୋଇନଥିବା ବେଳେ ବିକଳ୍ପ ପଦ୍ଧତିରେ ମୂଲ୍ୟାଙ୍କନ ହୋଇଛି । ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ରେଜଲ୍ଟ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି ମନ୍ତ୍ରୀ ସମୀର ଦାଶ । ୧୮୬୬୮୫ ଜଣ ପରୀକ୍ଷାର୍ଥୀ ପାସ୍ ହୋଇଛନ୍ତି । ୩୦ ହଜାର ୫୧୦ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି । ୪୬ହଜାର ୧୦୧ ଜଣ ଦ୍ୱିତୀୟ ଶ୍ରେଣୀରେ […]

ଭୁବନେଶ୍ୱର: ଚଳିତ ଶିକ୍ଷା ବର୍ଷର ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ପ୍ରକାଶ ପାଇଛି । କରୋନା କାରଣରୁ ପରୀକ୍ଷା ହୋଇନଥିବା ବେଳେ ବିକଳ୍ପ ପଦ୍ଧତିରେ ମୂଲ୍ୟାଙ୍କନ ହୋଇଛି । ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ରେଜଲ୍ଟ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି ମନ୍ତ୍ରୀ ସମୀର ଦାଶ । ୧୮୬୬୮୫ ଜଣ ପରୀକ୍ଷାର୍ଥୀ ପାସ୍ ହୋଇଛନ୍ତି । ୩୦ ହଜାର ୫୧୦ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି । ୪୬ହଜାର ୧୦୧ ଜଣ ଦ୍ୱିତୀୟ ଶ୍ରେଣୀରେ ପାସ୍ କରିଛନ୍ତି । ୧୦ ହଜାର ୭୪ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି । ମୋଟ ୯୫ ଜଣ ୯୦ ପ୍ରତିଶତ ଉପରେ ନମ୍ୱର ରଖି ପାସ୍ କରିଛନ୍ତି । ୨୭ ହଜାର ୫୯୫ ଜଣ ପରୀକ୍ଷା ଦେଇଥିବା ବେଳେ ୭ହଜାର ୧୬୧ ଜଣ ପାସ୍ କରିଛନ୍ତି । ୨ହଜାର ୧୨୬ ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି । ଦ୍ୱିତୀୟ ଶ୍ରେଣୀରେ ୧୯୩ ଜଣ ଓ ତୃତୀୟ ଶ୍ରେଣୀରେ ୬ହଜାର ୭୨୬ ପାସ୍ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ସେହିଭଳି ଧନ୍ଦାମୂଳକ ଶିକ୍ଷା ରେଗୁଲାରେ ୪୯୨୦ ପରୀକ୍ଷାର୍ଥୀଙ୍କ ମୂଲ୍ୟାୟନ ହୋଇଥିବା ବେଳେ ୪୮୭୯ ଜଣା ପାସ୍ କରିଛନ୍ତି । ୧୦୭୫ ଜଣ ପ୍ରଥମ ଶ୍ରେଣୀ ପାସ୍ କରିଥିବା ବେଳେ ୧୭୫୨ ଦ୍ୱିତୀୟ ଶ୍ରେଣୀ ପାସ୍ କରିଛନ୍ତି । ଏକ୍ସରେଗୁଲାରେ ୧୨୭୭ ଜଣ ପରୀକ୍ଷା ଦେଇଥିବା ବେଳେ ୪୯୨ ଜଣ ପାସ୍ କରିଛନ୍ତି । ଜଣେ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି । ୨୧ ଅଗଷ୍ଟ ୨୦୨୧ ସୁଦ୍ଧା ଅଫ୍ ଲାଇନ୍ ପରୀକ୍ଷା ସମ୍ପର୍କରେ ସୂଚନା ଦିଆଯିବ । ତେବେ orisharesults.nic.in ଓ୍ୱେବସାଇଟରେ ପରୀକ୍ଷାର୍ଥୀ ରେଜଲ୍ଟ ଦେଖିପାରିବେ ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

14 Aug 2021 By The Sakala

ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ : ୯୮.୫୮ ଛାତ୍ରଛାତ୍ରୀ ପାସ୍

ଭୁବନେଶ୍ୱର: ଚଳିତ ଶିକ୍ଷା ବର୍ଷର ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ପ୍ରକାଶ ପାଇଛି । କରୋନା କାରଣରୁ ପରୀକ୍ଷା ହୋଇନଥିବା ବେଳେ ବିକଳ୍ପ ପଦ୍ଧତିରେ ମୂଲ୍ୟାଙ୍କନ ହୋଇଛି । ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ରେଜଲ୍ଟ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି ମନ୍ତ୍ରୀ ସମୀର ଦାଶ । ୧୮୬୬୮୫ ଜଣ ପରୀକ୍ଷାର୍ଥୀ ପାସ୍ ହୋଇଛନ୍ତି । ୩୦ ହଜାର ୫୧୦ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି । ୪୬ହଜାର ୧୦୧ ଜଣ ଦ୍ୱିତୀୟ ଶ୍ରେଣୀରେ ପାସ୍ କରିଛନ୍ତି । ୧୦ ହଜାର ୭୪ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି । ମୋଟ ୯୫ ଜଣ ୯୦ ପ୍ରତିଶତ ଉପରେ ନମ୍ୱର ରଖି ପାସ୍ କରିଛନ୍ତି । ୨୭ ହଜାର ୫୯୫ ଜଣ ପରୀକ୍ଷା ଦେଇଥିବା ବେଳେ ୭ହଜାର ୧୬୧ ଜଣ ପାସ୍ କରିଛନ୍ତି । ୨ହଜାର ୧୨୬ ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି । ଦ୍ୱିତୀୟ ଶ୍ରେଣୀରେ ୧୯୩ ଜଣ ଓ ତୃତୀୟ ଶ୍ରେଣୀରେ ୬ହଜାର ୭୨୬ ପାସ୍ କରିଛନ୍ତି ।

ସେହିଭଳି ଧନ୍ଦାମୂଳକ ଶିକ୍ଷା ରେଗୁଲାରେ ୪୯୨୦ ପରୀକ୍ଷାର୍ଥୀଙ୍କ ମୂଲ୍ୟାୟନ ହୋଇଥିବା ବେଳେ ୪୮୭୯ ଜଣା ପାସ୍ କରିଛନ୍ତି । ୧୦୭୫ ଜଣ ପ୍ରଥମ ଶ୍ରେଣୀ ପାସ୍ କରିଥିବା ବେଳେ ୧୭୫୨ ଦ୍ୱିତୀୟ ଶ୍ରେଣୀ ପାସ୍ କରିଛନ୍ତି । ଏକ୍ସରେଗୁଲାରେ ୧୨୭୭ ଜଣ ପରୀକ୍ଷା ଦେଇଥିବା ବେଳେ ୪୯୨ ଜଣ ପାସ୍ କରିଛନ୍ତି । ଜଣେ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି । ୨୧ ଅଗଷ୍ଟ ୨୦୨୧ ସୁଦ୍ଧା ଅଫ୍ ଲାଇନ୍ ପରୀକ୍ଷା ସମ୍ପର୍କରେ ସୂଚନା ଦିଆଯିବ । ତେବେ orisharesults.nic.in ଓ୍ୱେବସାଇଟରେ ପରୀକ୍ଷାର୍ଥୀ ରେଜଲ୍ଟ ଦେଖିପାରିବେ ।

https://www.thesakala.in/latest-odisha-news/plustwo-arts-and-vocational-result-published/article-4607
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର