ଆସନ୍ତାକାଲି ପ୍ରକାଶ ପାଇବ +୨ ବାଣିଜ୍ୟ ଓ ବିଜ୍ଞାନ ରେଜଲ୍ଟ

The Sakala Picture
Published On

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ରାଜ୍ୟ ଯୁକ୍ତ ଦୁଇ ପରୀକ୍ଷା ଫଳ। ଆସନ୍ତାକାଲି ସନ୍ଧ୍ୟାରେ କେବଳ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇବା ନେଇ ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ସୂଚନା ମିଳିଛି। ଶିକ୍ଷା ବିଭାଗର ଉଦ୍ଦିଷ୍ଟ ୱେବ୍‌ସାଇଟ୍‌ ରେ ପରୀକ୍ଷାଫଳ ଉପଲବ୍ଧ ହେବ। ପିଲାମାନେ ଏହି ୱେବ୍‌ସାଇଟ୍‌ ଭିଜିଟ୍ କରି ନିଜ ରେଜଲ୍ଟ ଜାଣି ପାରିବେ । ରେଜଲ୍ଟ ଜାଣିବା ପାଇଁ ଛାତ୍ରାଛତ୍ରୀମାନେ www.orisssaresults.nic.in କୁ ଯାଇ ସେଠାରେ ଦିଆଯାଇଥିବା ନିର୍ଦ୍ଦେଶ ମୁତାବକ ନିଜର ରୋଲ୍‌ […]

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ରାଜ୍ୟ ଯୁକ୍ତ ଦୁଇ ପରୀକ୍ଷା ଫଳ। ଆସନ୍ତାକାଲି ସନ୍ଧ୍ୟାରେ କେବଳ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇବା ନେଇ ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ସୂଚନା ମିଳିଛି। ଶିକ୍ଷା ବିଭାଗର ଉଦ୍ଦିଷ୍ଟ ୱେବ୍‌ସାଇଟ୍‌ ରେ ପରୀକ୍ଷାଫଳ ଉପଲବ୍ଧ ହେବ। ପିଲାମାନେ ଏହି ୱେବ୍‌ସାଇଟ୍‌ ଭିଜିଟ୍ କରି ନିଜ ରେଜଲ୍ଟ ଜାଣି ପାରିବେ ।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା ସରବାହାଲ ସ୍ଥିତ ସପିଂ ମଲ୍ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ରେଜଲ୍ଟ ଜାଣିବା ପାଇଁ ଛାତ୍ରାଛତ୍ରୀମାନେ www.orisssaresults.nic.in କୁ ଯାଇ ସେଠାରେ ଦିଆଯାଇଥିବା ନିର୍ଦ୍ଦେଶ ମୁତାବକ ନିଜର ରୋଲ୍‌ ନମ୍ବର ଦେଇ ପରୀକ୍ଷାଫଳ ଜାଣିପାରିବେ।

ଆହୁରି ପଢ଼ନ୍ତୁ: ନିଟ୍‌‌ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ: ଭୁବନେଶ୍ୱରରେ ପହଞ୍ଚି ପୁଣି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦୋହରାଇଲେ ନବୀନ

30 Jul 2021 By The Sakala

ଆସନ୍ତାକାଲି ପ୍ରକାଶ ପାଇବ +୨ ବାଣିଜ୍ୟ ଓ ବିଜ୍ଞାନ ରେଜଲ୍ଟ

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ରାଜ୍ୟ ଯୁକ୍ତ ଦୁଇ ପରୀକ୍ଷା ଫଳ। ଆସନ୍ତାକାଲି ସନ୍ଧ୍ୟାରେ କେବଳ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇବା ନେଇ ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ସୂଚନା ମିଳିଛି। ଶିକ୍ଷା ବିଭାଗର ଉଦ୍ଦିଷ୍ଟ ୱେବ୍‌ସାଇଟ୍‌ ରେ ପରୀକ୍ଷାଫଳ ଉପଲବ୍ଧ ହେବ। ପିଲାମାନେ ଏହି ୱେବ୍‌ସାଇଟ୍‌ ଭିଜିଟ୍ କରି ନିଜ ରେଜଲ୍ଟ ଜାଣି ପାରିବେ ।

ରେଜଲ୍ଟ ଜାଣିବା ପାଇଁ ଛାତ୍ରାଛତ୍ରୀମାନେ www.orisssaresults.nic.in କୁ ଯାଇ ସେଠାରେ ଦିଆଯାଇଥିବା ନିର୍ଦ୍ଦେଶ ମୁତାବକ ନିଜର ରୋଲ୍‌ ନମ୍ବର ଦେଇ ପରୀକ୍ଷାଫଳ ଜାଣିପାରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର