ସେପ୍ଟେମ୍ବର ୧୮ ତାରିଖରୁ ଆରମ୍ଭ ହେବ ଯୁକ୍ତଦୁଇ ଫର୍ମପୂରଣ

The Sakala Picture
Published On

ଭୁବନେଶ୍ବର: ଆସନ୍ତା ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ଫର୍ମପୂରଣ। ସେପ୍ଟେମ୍ବର ୧୮ ରୁ ୧ ଅକ୍ଟୋବର ଯାଏଁ ଚାଲିବ ଫର୍ମ ପୂରଣ। କଳା, ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ କରିବେ ଛାତ୍ରଛାତ୍ରୀ। ସେପ୍ଟେମ୍ବର ୧୮ ତାରିଖରୁ ଅକ୍ଟୋବର ୧ ଯାଏଁ ବିନା ଜରିମାନା ଦେୟରେ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ। ଯେଉଁମାନେ ଏହି ତାରିଖରେ ଫର୍ମ ପୂରଣ କରିପାରିବେ ନାହିଁ ସେମାନେ ଅକ୍ଟୋବର ୪ରୁ ୧୪ ଯାଏଁ ୨୦୦ ଟଙ୍କା ଜୋରିମାନାରେ […]

ଭୁବନେଶ୍ବର: ଆସନ୍ତା ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ଫର୍ମପୂରଣ। ସେପ୍ଟେମ୍ବର ୧୮ ରୁ ୧ ଅକ୍ଟୋବର ଯାଏଁ ଚାଲିବ ଫର୍ମ ପୂରଣ। କଳା, ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ କରିବେ ଛାତ୍ରଛାତ୍ରୀ। ସେପ୍ଟେମ୍ବର ୧୮ ତାରିଖରୁ ଅକ୍ଟୋବର ୧ ଯାଏଁ ବିନା ଜରିମାନା ଦେୟରେ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ। ଯେଉଁମାନେ ଏହି ତାରିଖରେ ଫର୍ମ ପୂରଣ କରିପାରିବେ ନାହିଁ ସେମାନେ ଅକ୍ଟୋବର ୪ରୁ ୧୪ ଯାଏଁ ୨୦୦ ଟଙ୍କା ଜୋରିମାନାରେ ଫର୍ମପୂରଣ କରିପାରିବେ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ସେହିପରି ନଭେମ୍ବର ୧୧ ରୁ ୧୮ ଯାଏଁ ଫର୍ମପୂରଣ କଲେ ୬୦୦ ଟଙ୍କା ଜୋରିମାନା ଦେବାକୁ ପଡିବ । ୨୦୨୫ ବାର୍ଷିକ ପରୀକ୍ଷା ପାଇଁ ହେବ ଫର୍ମ ପୂରଣ। ସମସ୍ତ ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ଫର୍ମ ପୂରଣ କରିବେ। ଏନେଇ ଉଚ୍ଚ ମାଧ୍ଯମିକ ଶିକ୍ଷା ପିରଷଦ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ଉପରେ ବିଜେଡିର ପ୍ରତିକ୍ରିୟା: ଦୁଇ ବର୍ଷର ଶିଳ୍ପ ପ୍ରଗତି ଉପରେ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର