ପୁଣି ଅଶାନ୍ତ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ: ୨ ଛାତ୍ରଙ୍କୁ ଅପହରଣ କରି ନିର୍ଦ୍ଧୁମ ପିଟିଲେ ଅଣଛାତ୍ର !

The Sakala Picture
Published On

ଭୁବନେଶ୍ବର: ପୁଣି ଅଶାନ୍ତ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ। ବିଜେବିର +୨ ବାଣିଜ୍ୟ ଦ୍ବିତୀୟ ବର୍ଷର ଛାତ୍ର ହୀତେଶ ସ୍ବାଇଁ ଓ ଶିବ ଶଙ୍କରଙ୍କୁ ଅପହରଣ କରି ନିର୍ଦ୍ଧୁମ ପିଟିଲେ ଅଣଛାତ୍ର। ଏ ନେଇ ବିଜେବି ଛାତ୍ର ହୀତେଶ ସ୍ବାଇଁ ଓ ଶିବ ଶଙ୍କରଙ୍କ ପକ୍ଷରୁ ବଡଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି। ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଣଛାତ୍ରଙ୍କ ରାଜୁତି ଚାଲିବା ସହ ବିଜେବି କଲେଜରେ ଛାତ୍ର ଅସୁରକ୍ଷିତ ବୋଲି ହୀତେଶ ସ୍ବାଇଁ ଓ ଶିବ […]

ଭୁବନେଶ୍ବର: ପୁଣି ଅଶାନ୍ତ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ। ବିଜେବିର +୨ ବାଣିଜ୍ୟ ଦ୍ବିତୀୟ ବର୍ଷର ଛାତ୍ର ହୀତେଶ ସ୍ବାଇଁ ଓ ଶିବ ଶଙ୍କରଙ୍କୁ ଅପହରଣ କରି ନିର୍ଦ୍ଧୁମ ପିଟିଲେ ଅଣଛାତ୍ର। ଏ ନେଇ ବିଜେବି ଛାତ୍ର ହୀତେଶ ସ୍ବାଇଁ ଓ ଶିବ ଶଙ୍କରଙ୍କ ପକ୍ଷରୁ ବଡଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି। ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଣଛାତ୍ରଙ୍କ ରାଜୁତି ଚାଲିବା ସହ ବିଜେବି କଲେଜରେ ଛାତ୍ର ଅସୁରକ୍ଷିତ ବୋଲି ହୀତେଶ ସ୍ବାଇଁ ଓ ଶିବ ଶଙ୍କର କହିଛନ୍ତି। ଖବର ପାଇ ଘଟଣାର ତଦନ୍ତ ଆରମ୍ଭ କରିଛି ବଡଗଡ଼ ଥାନା ପୁଲିସ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

29 Aug 2024 By The Sakala

ପୁଣି ଅଶାନ୍ତ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ: ୨ ଛାତ୍ରଙ୍କୁ ଅପହରଣ କରି ନିର୍ଦ୍ଧୁମ ପିଟିଲେ ଅଣଛାତ୍ର !

ଭୁବନେଶ୍ବର: ପୁଣି ଅଶାନ୍ତ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ। ବିଜେବିର +୨ ବାଣିଜ୍ୟ ଦ୍ବିତୀୟ ବର୍ଷର ଛାତ୍ର ହୀତେଶ ସ୍ବାଇଁ ଓ ଶିବ ଶଙ୍କରଙ୍କୁ ଅପହରଣ କରି ନିର୍ଦ୍ଧୁମ ପିଟିଲେ ଅଣଛାତ୍ର। ଏ ନେଇ ବିଜେବି ଛାତ୍ର ହୀତେଶ ସ୍ବାଇଁ ଓ ଶିବ ଶଙ୍କରଙ୍କ ପକ୍ଷରୁ ବଡଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି। ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଣଛାତ୍ରଙ୍କ ରାଜୁତି ଚାଲିବା ସହ ବିଜେବି କଲେଜରେ ଛାତ୍ର ଅସୁରକ୍ଷିତ ବୋଲି ହୀତେଶ ସ୍ବାଇଁ ଓ ଶିବ ଶଙ୍କର କହିଛନ୍ତି। ଖବର ପାଇ ଘଟଣାର ତଦନ୍ତ ଆରମ୍ଭ କରିଛି ବଡଗଡ଼ ଥାନା ପୁଲିସ।

https://www.thesakala.in/latest-odisha-news/plus-2-students-kidnapped-and-beaten-to-death-by-non-students-in-bjb-college/article-34787
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର