ପିପିଲିରେ ବୃହତ ବିଜୟ ଅଭିମୁଖେ ବିଜେଡି, ୧୫ ରାଉଣ୍ଡ ସୁଦ୍ଧା ୧୬ ହଜାର ଭୋଟ ଆଗରେ ରୁଦ୍ର ପ୍ରତାପ

The Sakala Picture
Published On

ଭୁବନେଶ୍ବର : ପିପିଲିରେ ବୃହତ ବିଜୟ ଆଡେ ଅଗ୍ରସର ହେଉଛି ବିଜେଡି । ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ପଂଚଦଶ ରାଉଣ୍ଡ ସୁଦ୍ଧା ବିଜେପିର ଆଶ୍ରିତ ପଟ୍ଟନାୟକଙ୍କଠାରୁ ୧୬ ହଜାର ୬୪୦ ଭୋଟରେ ଆଗୁଆ ଅଛନ୍ତି । ଏହି ରାଉଣ୍ଡ ଶେଷ ସୁଦ୍ଧା ରୁଦ୍ରପ୍ରତାପ ମୋଟ୍‌ ୫୯ ହଜାର ୧୮୪ ଭୋଟ୍ ପାଇଥିବା ବେଳେ ଆଶ୍ରିତ ପାଇଛନ୍ତି ୪୨ ହଜାର ୫୪୪ । ଅନ୍ୟପଟେ କଂଗ୍ରେସ ମାତ୍ର ୩ ହଜାର ୩ ଖଣ୍ଡ ଭୋଟ୍ ପାଇଛି । […]

ଭୁବନେଶ୍ବର : ପିପିଲିରେ ବୃହତ ବିଜୟ ଆଡେ ଅଗ୍ରସର ହେଉଛି ବିଜେଡି । ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ପଂଚଦଶ ରାଉଣ୍ଡ ସୁଦ୍ଧା ବିଜେପିର ଆଶ୍ରିତ ପଟ୍ଟନାୟକଙ୍କଠାରୁ ୧୬ ହଜାର ୬୪୦ ଭୋଟରେ ଆଗୁଆ ଅଛନ୍ତି । ଏହି ରାଉଣ୍ଡ ଶେଷ ସୁଦ୍ଧା ରୁଦ୍ରପ୍ରତାପ ମୋଟ୍‌ ୫୯ ହଜାର ୧୮୪ ଭୋଟ୍ ପାଇଥିବା ବେଳେ ଆଶ୍ରିତ ପାଇଛନ୍ତି ୪୨ ହଜାର ୫୪୪ । ଅନ୍ୟପଟେ କଂଗ୍ରେସ ମାତ୍ର ୩ ହଜାର ୩ ଖଣ୍ଡ ଭୋଟ୍ ପାଇଛି । ୧୫ତମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ୩୮୩୮ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୨୬୪୯ ଖଣ୍ଡ ଭୋଟ ପାଇଛନ୍ତି । ସେହିଭଳି କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଛି ମାତ୍ର ୭୬୬ ଖଣ୍ଡ ଭୋଟ ।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ସୂଚନାଯୋଗ୍ୟ, ପିପିଲି ଉପନିର୍ବାଚନ ଭୋଟ୍ ଗଣତି ପୁରୀ ପେଣ୍ଠକଟା ଗଣତି କେନ୍ଦ୍ରରେ ଜାରି ରହିଛି। ଏଥିଲାଗି ସକାଳ ୮ଟାରୁ ପୋଷ୍ଟାଲ ବାଲାଟ ଗଣତି ଆରମ୍ଭ ହୋଇଥିବା ବେଳେ, ୮ଟା ୩୦ରୁ ଇଭିଏମ ଭୋଟ ଗଣତି ଆରମ୍ଭ ହୋଇଥିଲା। ଗୋଟିଏ ହଲରେ ପୋଷ୍ଟାଲ ବାଲଟ୍ ଗଣତି ହୋଇଛି। ମୋଟ୍‌ ୯୨୪ଟି ପୋଷ୍ଟାଲ ବାଲଟ୍ ଭୋଟ୍‌ ରହିଥିବା ବେଳେ ସେଥିମଧ୍ୟରୁ ବିଜେଡିକୁ ୫୭୨, ବିଜେପିକୁ ୨୭୧, କଂଗ୍ରେସ ୨୪, ସ୍ବାଧିନ ୩ ଟି ଭୋଟ୍‌ ମିଳିଛି। ମୋଟ୍‌ ପୋଷ୍ଟାଲ ବାଲଟ୍ ଭୋଟ୍‌ରୁ ୫୪ଟି ଭୋଟ୍‌ ରିଜେକ୍ଟ ହୋଇଛି।ତ ତେବେ ପିପିଲି ଉପନିର୍ବାଚନର ଶେଷ ଫଳାଫଳ ଆସିବାକୁ ଆହୁରି ୯ ରାଉଣ୍ଡ ଗଣତି ବାକି ଥିବା ବେଳେ ପୂର୍ବ ୧୫ ରାଉଣ୍ଡରେ ବିଜେଡି ଆଗୁଆ ରହିଥିବାରୁ ବିଜେଡି କର୍ମୀ ମାନେ ବାଣ ଫୁଟାଇ ଉତ୍ସବ ପାଳୁଛନ୍ତି।

03 Oct 2021 By The Sakala

https://www.thesakala.in/latest-odisha-news/pipili-by-election-vote-count-bjd-is-heading-for-a-big-victory-in-pipili/article-5841
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର