ପୁଣି ବଦଳିଲା ପିପିଲି ଉପନିର୍ବାଚନ ତାରିଖ, ମେ ୧୬ରେ ହେବ ଭୋଟ୍ ଗ୍ରହଣ

The Sakala Picture
Published On

ଭୁବନେଶ୍ବର: ପୁଣି ବଦଳିଲା ପିପିଲି  ଉପନିର୍ବାଚନ ତାରିଖ । ନୂତନ ନିର୍ବାଚନ ତାରିଖ ଅନୁଯାୟୀ, ମେ ୧୬ରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଇଦ ମେ ୧୬ରେ ପଡିବା ସମ୍ଭାବନା ଥିବାରୁ  ନିର୍ବାଚନ ତାରିଖ ଘୁଞ୍ଚା ଯାଇଥିବା ଜଣାପଡ଼ିଛି। ମେ ୧୯ରେ ଭୋଟ ଗଣତି ହେବ।  ଏ ନେଇ ରାଜ୍ଯ ନିର୍ବାଚନ ଅଧିକାରୀ ଏସକେ ଲୋହାନୀ ସୂଚନା ଦେଇଛନ୍ତି। କୋଭିଡ ଗାଇଡଲଇନ ଅନୁଯାୟୀ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି। ପୂର୍ବରୁ ମେ ୧୩ ତାରିଖରେ […]

ଭୁବନେଶ୍ବର: ପୁଣି ବଦଳିଲା ପିପିଲି  ଉପନିର୍ବାଚନ ତାରିଖ । ନୂତନ ନିର୍ବାଚନ ତାରିଖ ଅନୁଯାୟୀ, ମେ ୧୬ରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଇଦ ମେ ୧୬ରେ ପଡିବା ସମ୍ଭାବନା ଥିବାରୁ  ନିର୍ବାଚନ ତାରିଖ ଘୁଞ୍ଚା ଯାଇଥିବା ଜଣାପଡ଼ିଛି। ମେ ୧୯ରେ ଭୋଟ ଗଣତି ହେବ।  ଏ ନେଇ ରାଜ୍ଯ ନିର୍ବାଚନ ଅଧିକାରୀ ଏସକେ ଲୋହାନୀ ସୂଚନା ଦେଇଛନ୍ତି। କୋଭିଡ ଗାଇଡଲଇନ ଅନୁଯାୟୀ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ବଡ଼ଚଣା ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ପୂର୍ବରୁ ମେ ୧୩ ତାରିଖରେ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହେବାକୁ ଥିଲା। ମେ ୧୮ ତାରିଖ ସୁଦ୍ଧା ନିର୍ବାଚନୀ ପ୍ରକ୍ରିୟା ଶେଷ କରାଯିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଥିଲା।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ସୁଦୃଶ୍ୟ ଲଘୁଚାପ, ଆଜି ନେବ ଅବପାତର ରୂପ

ସୂଚନାଯୋଗ୍ୟ, ଏପ୍ରିଲ ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟଗ୍ରହଣ କରାଯିବାର ଥିଲା। କିନ୍ତୁ ଏହା ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଯିବାରୁ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି: ୩ପାୱାର ବୋଟ୍‌ ସହ ୮୪ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ, ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର