ଗଛକୁ ପିଟିଲା ପିକ୍ଅପ୍ ଭ୍ୟାନ୍: ୨ ମୃତ, ୮ ଗୁରୁତର
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ତରା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଗଛରେ ଏକ ଟାଟା ମ୍ୟାଜିକ୍ ଗାଡ଼ି ପିଟି ହୋଇଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ୨ ଜଣ ହେଲେ ବୀଣାଝରି ଗାଁର ଅଭୟ ପାତ୍ର ଓ ଘଟଗାଁର ସମାଦ ଖାନ। ଭୋଜି ସାରି ଫେରିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଗାଡ଼ିରେ ସମୁଦାୟ […]
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ତରା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଗଛରେ ଏକ ଟାଟା ମ୍ୟାଜିକ୍ ଗାଡ଼ି ପିଟି ହୋଇଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ୨ ଜଣ ହେଲେ ବୀଣାଝରି ଗାଁର ଅଭୟ ପାତ୍ର ଓ ଘଟଗାଁର ସମାଦ ଖାନ। ଭୋଜି ସାରି ଫେରିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଗାଡ଼ିରେ ସମୁଦାୟ ୮ ଜଣ ଥିବା ସୂଚନା । ଗୁରୁତ ଆହତଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି।