ମାଟ୍ରିକ ପରୀକ୍ଷା ଦେଲେ ବିଧାୟକ

The Sakala Picture
Published On

ଫୁଲବାଣୀ: ମାଟ୍ରିକ ପରୀକ୍ଷା ଦେଇଛନ୍ତି ବିଧାୟକ। ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଆଜି ମାଟ୍ରିକ ପରୀକ୍ଷା ଦେଇଛନ୍ତି । ଏହାକୁ ନେଇ ଫୁଲବାଣୀରେ ଚର୍ଚ୍ଚା ଜୋର ଧରିଛି । ବିଧାୟକ ପୂର୍ବରୁ ୧୯୭୮ ମସିହାରେ ୧୦ମ ପଢୁଥିବାବେଳେ ପାରିବାରିକ ସମସ୍ୟାରୁ ସେତେବେଳେ ମାଟ୍ରିକ ପରୀକ୍ଷା ଦେଇପାରି ନଥିଲେ। ସେତେବେଳେ ଏକାଦଶ ଶ୍ରେଣୀ ଥିଲା । ଏହା ପରେ ରାଜନୈତିକ ବ୍ୟସ୍ତତା କାରଣରୁ ସମୟ ବାହାର କରି ପାରି ନଥିଲେ ବିଧାୟକ । ବିଭିନ୍ନ ଗଣମାଧ୍ୟମରେ ବୟସ୍କ ଲୋକମାନେ […]

ଫୁଲବାଣୀ: ମାଟ୍ରିକ ପରୀକ୍ଷା ଦେଇଛନ୍ତି ବିଧାୟକ। ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଆଜି ମାଟ୍ରିକ ପରୀକ୍ଷା ଦେଇଛନ୍ତି । ଏହାକୁ ନେଇ ଫୁଲବାଣୀରେ ଚର୍ଚ୍ଚା ଜୋର ଧରିଛି । ବିଧାୟକ ପୂର୍ବରୁ ୧୯୭୮ ମସିହାରେ ୧୦ମ ପଢୁଥିବାବେଳେ ପାରିବାରିକ ସମସ୍ୟାରୁ ସେତେବେଳେ ମାଟ୍ରିକ ପରୀକ୍ଷା ଦେଇପାରି ନଥିଲେ। ସେତେବେଳେ ଏକାଦଶ ଶ୍ରେଣୀ ଥିଲା । ଏହା ପରେ ରାଜନୈତିକ ବ୍ୟସ୍ତତା କାରଣରୁ ସମୟ ବାହାର କରି ପାରି ନଥିଲେ ବିଧାୟକ । ବିଭିନ୍ନ ଗଣମାଧ୍ୟମରେ ବୟସ୍କ ଲୋକମାନେ ପରୀକ୍ଷା ଦେଉଥିବା ଦେଖି ଏବଂ ତାଙ୍କର ଘନିଷ୍ଠ ବନ୍ଧୁଙ୍କ ପରାମର୍ଶ ପରେ ବିଧାୟକ ଆଜି ପରୀକ୍ଷା ଦେଇଛନ୍ତି । ଫୁଲବାଣୀ ରୁଜାଙ୍ଗୀ ହାଇସ୍କୁଲରେ ପରୀକ୍ଷା ଦେଇଛନ୍ତି। ମୁକ୍ତ ସ୍କୁଲ ପାଠ୍ୟକ୍ରମ ଅଧୀନରେ ବିଧାୟକ ଅଙ୍ଗଦ କହଁର ପରୀକ୍ଷା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

29 Apr 2022 By The Sakala

ମାଟ୍ରିକ ପରୀକ୍ଷା ଦେଲେ ବିଧାୟକ

ଫୁଲବାଣୀ: ମାଟ୍ରିକ ପରୀକ୍ଷା ଦେଇଛନ୍ତି ବିଧାୟକ। ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଆଜି ମାଟ୍ରିକ ପରୀକ୍ଷା ଦେଇଛନ୍ତି । ଏହାକୁ ନେଇ ଫୁଲବାଣୀରେ ଚର୍ଚ୍ଚା ଜୋର ଧରିଛି । ବିଧାୟକ ପୂର୍ବରୁ ୧୯୭୮ ମସିହାରେ ୧୦ମ ପଢୁଥିବାବେଳେ ପାରିବାରିକ ସମସ୍ୟାରୁ ସେତେବେଳେ ମାଟ୍ରିକ ପରୀକ୍ଷା ଦେଇପାରି ନଥିଲେ। ସେତେବେଳେ ଏକାଦଶ ଶ୍ରେଣୀ ଥିଲା । ଏହା ପରେ ରାଜନୈତିକ ବ୍ୟସ୍ତତା କାରଣରୁ ସମୟ ବାହାର କରି ପାରି ନଥିଲେ ବିଧାୟକ । ବିଭିନ୍ନ ଗଣମାଧ୍ୟମରେ ବୟସ୍କ ଲୋକମାନେ ପରୀକ୍ଷା ଦେଉଥିବା ଦେଖି ଏବଂ ତାଙ୍କର ଘନିଷ୍ଠ ବନ୍ଧୁଙ୍କ ପରାମର୍ଶ ପରେ ବିଧାୟକ ଆଜି ପରୀକ୍ଷା ଦେଇଛନ୍ତି । ଫୁଲବାଣୀ ରୁଜାଙ୍ଗୀ ହାଇସ୍କୁଲରେ ପରୀକ୍ଷା ଦେଇଛନ୍ତି। ମୁକ୍ତ ସ୍କୁଲ ପାଠ୍ୟକ୍ରମ ଅଧୀନରେ ବିଧାୟକ ଅଙ୍ଗଦ କହଁର ପରୀକ୍ଷା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର