ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଫଟୋଗ୍ରାଫି କର୍ମଶାଳା ଅନୁଷ୍ଠିତ

The Sakala Picture
Published On

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ମଙ୍ଗଳବାର ଦିନ ଏକ ଫଟୋଗ୍ରାଫି କର୍ମଶାଳା ଅନୁଷ୍ଠିତ କରାଯାଇଛି। ଏହି ଅବସରରେ ଓଡ଼ିଶାର ଖ୍ୟାତନାମା ତସ୍ୱିଁରେ (tasvirein) ଟିମ୍ – ନିରଜା ରାଉତ, ସାହିଲ ମେହେତା, ଗୌତମ ପ୍ୟାରୀମୋହନ ଯୋଗଦେଇଥିଲେ। ସାଂପ୍ରତିକ ସମୟରେ ଫଟୋଗ୍ରାଫିର କୌଶଳ ଏବଂ ପ୍ରୟୋଗର ଆବଶ୍ୟକତା ବିଷୟରେ ଆଲୋଚନା କରିବା ସହ ଛାତ୍ରୀମାନଙ୍କୁ ଏହାର ବ୍ୟବହାର ଓ ଉପଯୋଗୀତା ଶିଖାଇଥିଲେ। ଏହି କର୍ମଶାଳାରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ମୁଖ୍ୟ ଡ଼ […]

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ମଙ୍ଗଳବାର ଦିନ ଏକ ଫଟୋଗ୍ରାଫି କର୍ମଶାଳା ଅନୁଷ୍ଠିତ କରାଯାଇଛି। ଏହି ଅବସରରେ ଓଡ଼ିଶାର ଖ୍ୟାତନାମା ତସ୍ୱିଁରେ (tasvirein) ଟିମ୍ – ନିରଜା ରାଉତ, ସାହିଲ ମେହେତା, ଗୌତମ ପ୍ୟାରୀମୋହନ ଯୋଗଦେଇଥିଲେ। ସାଂପ୍ରତିକ ସମୟରେ ଫଟୋଗ୍ରାଫିର କୌଶଳ ଏବଂ ପ୍ରୟୋଗର ଆବଶ୍ୟକତା ବିଷୟରେ ଆଲୋଚନା କରିବା ସହ ଛାତ୍ରୀମାନଙ୍କୁ ଏହାର ବ୍ୟବହାର ଓ ଉପଯୋଗୀତା ଶିଖାଇଥିଲେ। ଏହି କର୍ମଶାଳାରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ମୁଖ୍ୟ ଡ଼ ଅମ୍ବିକା ଶଙ୍କର ମିଶ୍ରଙ୍କ ସହ ଡ଼ ସନ୍ତୋଷ କୁମାର ବିଶ୍ବାଳ, ନରସିଂହ ମାଝୀ,ଅଧ୍ୟାପିକା ନୀତି ପାଣ୍ଡେ ଓ ଅଧ୍ୟାପିକା ଆହାନା ମନ୍ସାଇ ଉପସ୍ଥିତ ରହିଥିଲେ। ଉକ୍ତ କର୍ମଶାଳାରେ ବିଶ୍ଵବିଦ୍ୟାଳୟର ବିଭିନ୍ନ ବିଭାଗର ଛାତ୍ରୀମାନେ ଅଂଶଗ୍ରହଣ କରିବା ସହ କର୍ମଶାଳାଟି ସ୍ବାଗତଯୋଗ୍ୟ ଏବଂ ଉପାଦେୟ ବୋଲି ଛାତ୍ରୀ ମାନେ ନିଜର ଖୁସି ବ୍ୟକ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: ହାତୀ ମଣିଷ ଲଢେ଼ଇରେ ଗଡୁଛି ମଣିଷ ମୁଣ୍ଡ; ତିନି ବର୍ଷରେ ଗଲାଣି ୪୪୩ ଜଣଙ୍କ ଜୀବନ

12 Feb 2025 By The Sakala

ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଫଟୋଗ୍ରାଫି କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ମଙ୍ଗଳବାର ଦିନ ଏକ ଫଟୋଗ୍ରାଫି କର୍ମଶାଳା ଅନୁଷ୍ଠିତ କରାଯାଇଛି। ଏହି ଅବସରରେ ଓଡ଼ିଶାର ଖ୍ୟାତନାମା ତସ୍ୱିଁରେ (tasvirein) ଟିମ୍ – ନିରଜା ରାଉତ, ସାହିଲ ମେହେତା, ଗୌତମ ପ୍ୟାରୀମୋହନ ଯୋଗଦେଇଥିଲେ। ସାଂପ୍ରତିକ ସମୟରେ ଫଟୋଗ୍ରାଫିର କୌଶଳ ଏବଂ ପ୍ରୟୋଗର ଆବଶ୍ୟକତା ବିଷୟରେ ଆଲୋଚନା କରିବା ସହ ଛାତ୍ରୀମାନଙ୍କୁ ଏହାର ବ୍ୟବହାର ଓ ଉପଯୋଗୀତା ଶିଖାଇଥିଲେ। ଏହି କର୍ମଶାଳାରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ମୁଖ୍ୟ ଡ଼ ଅମ୍ବିକା ଶଙ୍କର ମିଶ୍ରଙ୍କ ସହ ଡ଼ ସନ୍ତୋଷ କୁମାର ବିଶ୍ବାଳ, ନରସିଂହ ମାଝୀ,ଅଧ୍ୟାପିକା ନୀତି ପାଣ୍ଡେ ଓ ଅଧ୍ୟାପିକା ଆହାନା ମନ୍ସାଇ ଉପସ୍ଥିତ ରହିଥିଲେ। ଉକ୍ତ କର୍ମଶାଳାରେ ବିଶ୍ଵବିଦ୍ୟାଳୟର ବିଭିନ୍ନ ବିଭାଗର ଛାତ୍ରୀମାନେ ଅଂଶଗ୍ରହଣ କରିବା ସହ କର୍ମଶାଳାଟି ସ୍ବାଗତଯୋଗ୍ୟ ଏବଂ ଉପାଦେୟ ବୋଲି ଛାତ୍ରୀ ମାନେ ନିଜର ଖୁସି ବ୍ୟକ୍ତ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର