ଓଡ଼ିଶାରେ ପହଞ୍ଚିଲା ଅଢ଼େଇ ଲକ୍ଷ କୋଭିସିଲ୍ଡ ଟିକା, ଆସନ୍ତା କାଲି ଠାରୁ ଆରମ୍ଭ ହେବ ଟିକା ଉତ୍ସବ

The Sakala Picture
Published On

ଭୁବନେଶ୍ୱର: ଓଡ଼଼ିଶାକୁ ଆସିଲା ଆଉ ଅଢ଼େଇ ଲକ୍ଷ କୋଭିସିଲ୍‌ଡ ଟିକା । ବିମାନବନ୍ଦରରେ ପହଞ୍ଚିବା ପରେ ସ୍ବତନ୍ତ୍ର ସ୍ବତନ୍ତ୍ର ଭ୍ୟାନ୍‌ ଯୋଗେ ରାଜ୍ୟ ଟିକା ଭଣ୍ଡାରକୁ ନିଆଯାଇଛି। ସେଠାରୁ ବିଭିନ୍ନ ଜିଲ୍ଲାକୁ ଟିକା ପଠାଯିବ। ଟିକା ପାଇଁ ବିଭିନ୍ନ ଜିଲ୍ଲାରୁ ଭ୍ୟାନ ଆସି ପହଞ୍ଚିଛି । ରାଜ୍ୟରେ ଦିନକୁ ଅଢ଼େଇ ଲକ୍ଷ କରୋନା ଟିକା ଆବଶ୍ୟକ। ଏବେ ୧ଲକ୍ଷ ୨୬ ହଜାର ୭ଶହ ଡୋଜ କୋଭିସିଲ୍‌ଡ ଟିକା ଥିବା ବେଳେ ଆଜି ଆସିଛି ଆଉ ଅଢ଼େଇ ଲକ୍ଷ […]

ଭୁବନେଶ୍ୱର: ଓଡ଼଼ିଶାକୁ ଆସିଲା ଆଉ ଅଢ଼େଇ ଲକ୍ଷ କୋଭିସିଲ୍‌ଡ ଟିକା । ବିମାନବନ୍ଦରରେ ପହଞ୍ଚିବା ପରେ ସ୍ବତନ୍ତ୍ର ସ୍ବତନ୍ତ୍ର ଭ୍ୟାନ୍‌ ଯୋଗେ ରାଜ୍ୟ ଟିକା ଭଣ୍ଡାରକୁ ନିଆଯାଇଛି। ସେଠାରୁ ବିଭିନ୍ନ ଜିଲ୍ଲାକୁ ଟିକା ପଠାଯିବ। ଟିକା ପାଇଁ ବିଭିନ୍ନ ଜିଲ୍ଲାରୁ ଭ୍ୟାନ ଆସି ପହଞ୍ଚିଛି । ରାଜ୍ୟରେ ଦିନକୁ ଅଢ଼େଇ ଲକ୍ଷ କରୋନା ଟିକା ଆବଶ୍ୟକ। ଏବେ ୧ଲକ୍ଷ ୨୬ ହଜାର ୭ଶହ ଡୋଜ କୋଭିସିଲ୍‌ଡ ଟିକା ଥିବା ବେଳେ ଆଜି ଆସିଛି ଆଉ ଅଢ଼େଇ ଲକ୍ଷ ଡୋଜ୍‌ । ଏସବୁ ଟିକାକୁ ମିଶାଇଲେ ଆଉ ଦିନେ ଦୁଇଦିନ ରାଜ୍ୟରେ ଟିକାକରଣ ହୋଇପାରିବ । ଆବଶ୍ୟକ ପରିମାଣର ଟିକା ନଆସିଲେ ଟିକାକରଣ ବନ୍ଦ ହେବାର ଆଶଙ୍କା ଅଛି । ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି । ୧୦ଦିନ ପାଇଁ କରି ୨୫ଲକ୍ଷ ଟିକା ପାଇଁ କେନ୍ଦ୍ରକୁ ଅବଗତ କରାଇଥିଲା । କିନ୍ତୁ ମାତ୍ର ଅଢ଼େଇ ଲକ୍ଷ ଡୋଜ୍‌ ଆସିଛି । ରାଜ୍ୟରେ ମୋଟ ୧୪ ଶହ ୭୬ ଟିକା କେନ୍ଦ୍ରରେ ଟିକାକରଣ ହେଉଥିଲା। କିନ୍ତୁ ଟିକା ଅଭାବରୁ ୭ ଶହରୁ ଅଧିକ ଟିକାକରଣ କେନ୍ଦ୍ର ବନ୍ଦ ଅଛି ।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

10 Apr 2021 By The Sakala

ଓଡ଼ିଶାରେ ପହଞ୍ଚିଲା ଅଢ଼େଇ ଲକ୍ଷ କୋଭିସିଲ୍ଡ ଟିକା, ଆସନ୍ତା କାଲି ଠାରୁ ଆରମ୍ଭ ହେବ ଟିକା ଉତ୍ସବ

ଭୁବନେଶ୍ୱର: ଓଡ଼଼ିଶାକୁ ଆସିଲା ଆଉ ଅଢ଼େଇ ଲକ୍ଷ କୋଭିସିଲ୍‌ଡ ଟିକା । ବିମାନବନ୍ଦରରେ ପହଞ୍ଚିବା ପରେ ସ୍ବତନ୍ତ୍ର ସ୍ବତନ୍ତ୍ର ଭ୍ୟାନ୍‌ ଯୋଗେ ରାଜ୍ୟ ଟିକା ଭଣ୍ଡାରକୁ ନିଆଯାଇଛି। ସେଠାରୁ ବିଭିନ୍ନ ଜିଲ୍ଲାକୁ ଟିକା ପଠାଯିବ। ଟିକା ପାଇଁ ବିଭିନ୍ନ ଜିଲ୍ଲାରୁ ଭ୍ୟାନ ଆସି ପହଞ୍ଚିଛି । ରାଜ୍ୟରେ ଦିନକୁ ଅଢ଼େଇ ଲକ୍ଷ କରୋନା ଟିକା ଆବଶ୍ୟକ। ଏବେ ୧ଲକ୍ଷ ୨୬ ହଜାର ୭ଶହ ଡୋଜ କୋଭିସିଲ୍‌ଡ ଟିକା ଥିବା ବେଳେ ଆଜି ଆସିଛି ଆଉ ଅଢ଼େଇ ଲକ୍ଷ ଡୋଜ୍‌ । ଏସବୁ ଟିକାକୁ ମିଶାଇଲେ ଆଉ ଦିନେ ଦୁଇଦିନ ରାଜ୍ୟରେ ଟିକାକରଣ ହୋଇପାରିବ । ଆବଶ୍ୟକ ପରିମାଣର ଟିକା ନଆସିଲେ ଟିକାକରଣ ବନ୍ଦ ହେବାର ଆଶଙ୍କା ଅଛି । ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି । ୧୦ଦିନ ପାଇଁ କରି ୨୫ଲକ୍ଷ ଟିକା ପାଇଁ କେନ୍ଦ୍ରକୁ ଅବଗତ କରାଇଥିଲା । କିନ୍ତୁ ମାତ୍ର ଅଢ଼େଇ ଲକ୍ଷ ଡୋଜ୍‌ ଆସିଛି । ରାଜ୍ୟରେ ମୋଟ ୧୪ ଶହ ୭୬ ଟିକା କେନ୍ଦ୍ରରେ ଟିକାକରଣ ହେଉଥିଲା। କିନ୍ତୁ ଟିକା ଅଭାବରୁ ୭ ଶହରୁ ଅଧିକ ଟିକାକରଣ କେନ୍ଦ୍ର ବନ୍ଦ ଅଛି ।

https://www.thesakala.in/latest-odisha-news/ovishield-vaccine-reach-at-odisha/article-1409
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର