୧ କୁଇଣ୍ଟାଲରୁ ଅଧିକ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ

The Sakala Picture
Published On

ଫିରିଙ୍ଗିଆ : ଗୋଛାପଡା ପୋଲିସ ୧ କୁଇଣ୍ଟାଲ ୧୦ କେଜି ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଗୋଛାପଡା ଥାନା କାଲାଡି ଗ୍ରାମର ପୁରୁଷୋତ୍ତମ କହଁର (୬୦) । ସୂଚନା ଅନୁସାରେ ବାହାର ଜିଲ୍ଲାକୁ ରପ୍ତାନି କରିବା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ଗୋଛାପଡା ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ଏକ ସ୍ବତନ୍ତ୍ର ଟିମ୍ ଗଠନ କରି କୁତାନାଡି ଛକ ନିକଟରୁ ୧‌ […]

ଫିରିଙ୍ଗିଆ : ଗୋଛାପଡା ପୋଲିସ ୧ କୁଇଣ୍ଟାଲ ୧୦ କେଜି ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଗୋଛାପଡା ଥାନା କାଲାଡି ଗ୍ରାମର ପୁରୁଷୋତ୍ତମ କହଁର (୬୦) । ସୂଚନା ଅନୁସାରେ ବାହାର ଜିଲ୍ଲାକୁ ରପ୍ତାନି କରିବା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ଗୋଛାପଡା ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ଏକ ସ୍ବତନ୍ତ୍ର ଟିମ୍ ଗଠନ କରି କୁତାନାଡି ଛକ ନିକଟରୁ ୧‌ କୁଇଣ୍ଟାଲ ୧୦ କେଜି ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଥିବା ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏସଂକ୍ରାନ୍ତରେ ଗୋଛାପଡା ଥାନା ରେ ୩୮/ ୨୦୨୧ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଶ୍ରୀ ମୁନି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର