ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳ, ୱେବସାଇଟରେ ଦେଖିପାରିବେ ରେଜଲ୍ଟ

The Sakala Picture
Published On

କଟକ : ପ୍ରକାଶ ପାଇଲା ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ଫଳ। ରାଜ୍ୟରେ ଶିକ୍ଷକ ନିଯୁକ୍ତି ପାଇଁ ହେଉଥିବା ପରୀକ୍ଷା ଓଟିଇଟି (ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା)ର ଫଳ ପ୍ରକାଶ ପାଇଛି। ପରୀକ୍ଷାର ମୋଟ ପାସ ହାର ୪୯.୮୪ % ରହିଛି। ପେପର- ୧ ରେ ପାସ ହାର ୪୭.୯୭ % ରହିଛି। ପେପର -୨ ରେ ପାସ ହାର ୫୬% ରହିଛି। ସୂଚନା ଅନୁଯାୟୀ, ମୋଟ ୩୨୪୪୮ ପରୀକ୍ଷାର୍ଥୀ  ଦେଇଥିଲେ ପରୀକ୍ଷା। ସେଥିମଧ୍ଯରୁ ୧୬୧୭୧ ଜଣ ପରୀକ୍ଷାର୍ଥୀ […]

କଟକ : ପ୍ରକାଶ ପାଇଲା ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ଫଳ। ରାଜ୍ୟରେ ଶିକ୍ଷକ ନିଯୁକ୍ତି ପାଇଁ ହେଉଥିବା ପରୀକ୍ଷା ଓଟିଇଟି (ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା)ର ଫଳ ପ୍ରକାଶ ପାଇଛି। ପରୀକ୍ଷାର ମୋଟ ପାସ ହାର ୪୯.୮୪ % ରହିଛି। ପେପର- ୧ ରେ ପାସ ହାର ୪୭.୯୭ % ରହିଛି। ପେପର -୨ ରେ ପାସ ହାର ୫୬% ରହିଛି।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

ସୂଚନା ଅନୁଯାୟୀ, ମୋଟ ୩୨୪୪୮ ପରୀକ୍ଷାର୍ଥୀ  ଦେଇଥିଲେ ପରୀକ୍ଷା। ସେଥିମଧ୍ଯରୁ ୧୬୧୭୧ ଜଣ ପରୀକ୍ଷାର୍ଥୀ ପାସ ହୋଇଛନ୍ତି। ଗତବର୍ଷ ଅଗଷ୍ଟ ମାସରେ ହୋଇଥିଲା ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶାର ଅଫିସିଆଲ୍‌ ୱେବ୍‌ସାଇଟ୍‌ http://www.bseodisha.ac.in/ ରେ ଲଗ୍‌ ଇନ୍‌ କରି ପରୀକ୍ଷାର୍ଥୀମାନେ ତାଙ୍କର ରେଜଲ୍ଟ ଜାଣିପାରିବେ। ପରୀକ୍ଷାର୍ଥୀମାନେ ସେମାନଙ୍କ ରୋଲ୍‌ ନମ୍ୱର ବା ନାଁ ସବମିଟ୍‌ କରିବା ପରେ ରେଜଲ୍ଟ ଦେଖିପାରିବେ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ମୋହନ ସରକାରକୁ ପୂରିଲା ୨ ବର୍ଷ: ଲୋକପ୍ରିୟତା ତଉଲିବ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ

09 Jan 2023 By The Sakala

ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳ, ୱେବସାଇଟରେ ଦେଖିପାରିବେ ରେଜଲ୍ଟ

କଟକ : ପ୍ରକାଶ ପାଇଲା ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ଫଳ। ରାଜ୍ୟରେ ଶିକ୍ଷକ ନିଯୁକ୍ତି ପାଇଁ ହେଉଥିବା ପରୀକ୍ଷା ଓଟିଇଟି (ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା)ର ଫଳ ପ୍ରକାଶ ପାଇଛି। ପରୀକ୍ଷାର ମୋଟ ପାସ ହାର ୪୯.୮୪ % ରହିଛି। ପେପର- ୧ ରେ ପାସ ହାର ୪୭.୯୭ % ରହିଛି। ପେପର -୨ ରେ ପାସ ହାର ୫୬% ରହିଛି।

ସୂଚନା ଅନୁଯାୟୀ, ମୋଟ ୩୨୪୪୮ ପରୀକ୍ଷାର୍ଥୀ  ଦେଇଥିଲେ ପରୀକ୍ଷା। ସେଥିମଧ୍ଯରୁ ୧୬୧୭୧ ଜଣ ପରୀକ୍ଷାର୍ଥୀ ପାସ ହୋଇଛନ୍ତି। ଗତବର୍ଷ ଅଗଷ୍ଟ ମାସରେ ହୋଇଥିଲା ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶାର ଅଫିସିଆଲ୍‌ ୱେବ୍‌ସାଇଟ୍‌ http://www.bseodisha.ac.in/ ରେ ଲଗ୍‌ ଇନ୍‌ କରି ପରୀକ୍ଷାର୍ଥୀମାନେ ତାଙ୍କର ରେଜଲ୍ଟ ଜାଣିପାରିବେ। ପରୀକ୍ଷାର୍ଥୀମାନେ ସେମାନଙ୍କ ରୋଲ୍‌ ନମ୍ୱର ବା ନାଁ ସବମିଟ୍‌ କରିବା ପରେ ରେଜଲ୍ଟ ଦେଖିପାରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର