ରାଜ୍ୟପାଳଙ୍କ ବାର୍ତ୍ତା ଭାଷଣରେ ଲମ୍ବା ଥିଲା, ହେଲେ କାମରେ କମ୍: ନବୀନ ପଟ୍ଟନାୟକ
ଭୁବନେଶ୍ୱର: ରାଜ୍ୟପାଳଙ୍କ ଅଭିଭାଷଣ ନେଇ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ରାଜ୍ୟପାଳଙ୍କ ଅଭିଭାଷଣରେ ଶବ୍ଦ ଅଧିକା କିନ୍ତୁ କାର୍ଯ୍ୟ ଶୂନ । ରାଜ୍ୟରେ ଭୁଶୁଡି ପଡିଲାଣି ଆଇନଶୃଙ୍ଖଳା । ଏକଥା ବାରମ୍ବାର କୁହାଗଲେ ବି ସରକାର ତତ୍ପର ହେଉନାହାଁନ୍ତି । ଅନ୍ୟ କୌଣସି ରାଜ୍ୟରୁ ଏପରି ହିଂସା ଖବର ଆସୁନି ଯେପରି ଓଡ଼ିଶାରୁ ଆସୁଛି ।
17 Feb 2026
By Madhusudan Das

⊕ https://www.thesakala.in/latest-odisha-news/opposition-leader-naveen-patnaik-expressed-concern-over-the-law-and-order-situation-in-odisha/article-44774