ପୁଣି ବିଧାନସଭା ଅଚଳ : ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଚାଲି ପାରିଲାନି ବିଧାନସଭା

The Sakala Picture
Published On

ଭୁବନେଶ୍ୱର: ପୁଣି ବିଧାନସଭା ଅଚଳ । ଚତୁର୍ଥ ଦିନରେ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଚାଲି ପାରିଲାନି ବିଧାନସଭା । ଆଜି ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ବିଧାୟକ ବାଚସ୍ପତିଙ୍କ ପୋଡ଼ିୟମ୍ ତଳେ ଘଣ୍ଟ ବଜାଇ ହୋହଲ୍ଲା କରିଥିଲେ । ବାରମ୍ବାର ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ୱେ ବିରୋଧୀ ହଟ୍ଟଗୋଳ ବନ୍ଦ କରି ଆସନରେ ନ ବସିବାରୁ ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ଯାଏଁ ମୁଲତବି ରଖିଛନ୍ତି । ବାଚସ୍ପତି କହିଛନ୍ତି, ବିଧାନସଭାରେ ନାଟକର ସ୍ଥାନ ନାହିଁ ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର