ଓଡ଼ିଆ ଅଲିମ୍ପିଆନଙ୍କ ପାଇଁ ଓଓଏ ପକ୍ଷରୁ ପୁରସ୍କାର ରାଶି ଘୋଷଣା

The Sakala Picture
Published On

ଭୁବନେଶ୍ବର: ଓଡ଼ିଆ ଅଲିମ୍ପିଆନଙ୍କ ପାଇଁ  ଓଡ଼ିଶା ଅଲିମ୍ପିକ୍ସ ଆସୋସିଏନ (ଓଓଏ) ପକ୍ଷରୁ ପୁରସ୍କାର ରାଶି ଘୋଷଣା କରାଯାଇଛି। ସ୍ବର୍ଣ୍ଣ ପଦକ ବିଜେତାଙ୍କୁ ୫ଲକ୍ଷ , ରୌପ୍ଯ ପଦକ ଜିତିଲେ ୩ଲକ୍ଷ ଓ ବ୍ରୋଞ୍ଚ ପଦକ ବିଜେତାଙ୍କୁ ୧ଲକ୍ଷ ଟଙ୍କା ଦେବ ଓଓଏ । ୬ ଓଡ଼ିଆ ଅଲିମ୍ପିକ୍ସ ପାଇଁ ଯୋଗ୍ଯତା ଅର୍ଜନ କରିଛନ୍ତି। ଜୁଲାଇ ୨୩ରୁ ଟୋକିଓରେ ହେବ ଅଲିମ୍ପିକ୍ସ ପ୍ରତିଯୋଗିତା । ୬ ଓଡ଼ିଆ ଅଲିମ୍ପିଆନ ହେଉଛନ୍ତି-  ପୁରୁଷ ହକିରେ ବୀରେନ୍ଦ୍ର ଲାକ୍ରା ଓ ଅମିତ […]

ଭୁବନେଶ୍ବର: ଓଡ଼ିଆ ଅଲିମ୍ପିଆନଙ୍କ ପାଇଁ  ଓଡ଼ିଶା ଅଲିମ୍ପିକ୍ସ ଆସୋସିଏନ (ଓଓଏ) ପକ୍ଷରୁ ପୁରସ୍କାର ରାଶି ଘୋଷଣା କରାଯାଇଛି। ସ୍ବର୍ଣ୍ଣ ପଦକ ବିଜେତାଙ୍କୁ ୫ଲକ୍ଷ , ରୌପ୍ଯ ପଦକ ଜିତିଲେ ୩ଲକ୍ଷ ଓ ବ୍ରୋଞ୍ଚ ପଦକ ବିଜେତାଙ୍କୁ ୧ଲକ୍ଷ ଟଙ୍କା ଦେବ ଓଓଏ । ୬ ଓଡ଼ିଆ ଅଲିମ୍ପିକ୍ସ ପାଇଁ ଯୋଗ୍ଯତା ଅର୍ଜନ କରିଛନ୍ତି। ଜୁଲାଇ ୨୩ରୁ ଟୋକିଓରେ ହେବ ଅଲିମ୍ପିକ୍ସ ପ୍ରତିଯୋଗିତା ।

ଆହୁରି ପଢ଼ନ୍ତୁ: ଅସୁସ୍ଥ ବାପାଙ୍କୁ ଡାକ୍ତରଖାନା ନେବା ବେଳେ ଗଛରେ ପିଟି ହେଲା କାର୍, ଗୋଟିଏ ପରିବାରର ୩ ମୃତ

୬ ଓଡ଼ିଆ ଅଲିମ୍ପିଆନ ହେଉଛନ୍ତି-  ପୁରୁଷ ହକିରେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ । ମହିଳା ହକିରେ ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋ ।  ଆଥଲେଟିକ୍ସରେ ଦୂତୀ ଚାନ୍ଦ। ପାରା ବ୍ଯାଡମିଣ୍ଟନରେ ପ୍ରମୋଦ ଭଗତ ।

ଆହୁରି ପଢ଼ନ୍ତୁ: ନିବେଶ ଅନୁକୂଳ ସୂଚୀରେ ଓଡ଼ିଶାକୁ ୫ମ ସ୍ଥାନ: ନବୀନ କହିଲେ, ବିଜେଡି ସରକାରଙ୍କ ୨୫ ବର୍ଷ ପ୍ରୟାସର ଫଳ

18 Jul 2021 By The Sakala

ଓଡ଼ିଆ ଅଲିମ୍ପିଆନଙ୍କ ପାଇଁ ଓଓଏ ପକ୍ଷରୁ ପୁରସ୍କାର ରାଶି ଘୋଷଣା

ଭୁବନେଶ୍ବର: ଓଡ଼ିଆ ଅଲିମ୍ପିଆନଙ୍କ ପାଇଁ  ଓଡ଼ିଶା ଅଲିମ୍ପିକ୍ସ ଆସୋସିଏନ (ଓଓଏ) ପକ୍ଷରୁ ପୁରସ୍କାର ରାଶି ଘୋଷଣା କରାଯାଇଛି। ସ୍ବର୍ଣ୍ଣ ପଦକ ବିଜେତାଙ୍କୁ ୫ଲକ୍ଷ , ରୌପ୍ଯ ପଦକ ଜିତିଲେ ୩ଲକ୍ଷ ଓ ବ୍ରୋଞ୍ଚ ପଦକ ବିଜେତାଙ୍କୁ ୧ଲକ୍ଷ ଟଙ୍କା ଦେବ ଓଓଏ । ୬ ଓଡ଼ିଆ ଅଲିମ୍ପିକ୍ସ ପାଇଁ ଯୋଗ୍ଯତା ଅର୍ଜନ କରିଛନ୍ତି। ଜୁଲାଇ ୨୩ରୁ ଟୋକିଓରେ ହେବ ଅଲିମ୍ପିକ୍ସ ପ୍ରତିଯୋଗିତା ।

୬ ଓଡ଼ିଆ ଅଲିମ୍ପିଆନ ହେଉଛନ୍ତି-  ପୁରୁଷ ହକିରେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ । ମହିଳା ହକିରେ ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋ ।  ଆଥଲେଟିକ୍ସରେ ଦୂତୀ ଚାନ୍ଦ। ପାରା ବ୍ଯାଡମିଣ୍ଟନରେ ପ୍ରମୋଦ ଭଗତ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର