ଚୌଦ୍ବାର ଜେଲ୍ରୁ ଚମ୍ପଟ୍ ମାରିଥିବା କଏଦୀ ଗିରଫ, ଉତ୍ତର ପ୍ରଦେଶରୁ ଜଣକୁ ଗିରଫ କଲା କମିଶନରେଟ୍ ପୋଲିସ
କଟକ: ଚୌଦ୍ବାର ଜେଲ୍ରୁ ଚମ୍ପଟ୍ ମାରିଥିବା ୨ କଏଦୀଙ୍କ ମଧ୍ୟରୁ ଜଣେ ଗିରଫ । କୁଖ୍ୟାତ ମଧୁକାନ୍ତ ରାଣାକୁ ଉତ୍ତର ପ୍ରଦେଶରୁ ଗିରଫ କଲା କମିଶନରେଟ୍ ପୋଲିସ । ଗିରଫ ନେଇ ପୋଲିସ ଡିଜିଙ୍କ ସୂଚନା । ତେବେ ଆଉ ଜଣେ ଫେରାର ଥିବା କଏଦୀଙ୍କୁ ଧରିବାକୁ ଏବେ ବି ଉଦ୍ୟମ ଜାରି ରଖିଛି ପୋଲିସ ।
14 Feb 2026
By Madhusudan Das

⊕ https://www.thesakala.in/latest-odisha-news/one-prisoner-arrested-from-uttar-pradesh-who-was-escaped-from-cuttack-choudwar-jail/article-44705