ପୋଲିସ ଏସଆଇ ପରୀକ୍ଷା ସ୍କାମ: ଆନ୍ତଃ ରାଜ୍ୟ ଲିଙ୍କ୍‌ ନେଇ ଆଉ ଜଣଙ୍କୁ ଗିରଫ କଲା CBI

Madhusudan Das Picture
Published On

ଭୁବନେଶ୍ୱର: ପୋଲିସ ଏସଆଇ ପରୀକ୍ଷା ସ୍କାମ । ଆନ୍ତଃ ରାଜ୍ୟ ଲିଙ୍କ ନେଇ ଆଉ ଜଣଙ୍କୁ ଗିରଫ କଲା ସିବିଆଇ । ବାହାର ରାଜ୍ୟରୁ ଅଭିଯୁକ୍ତ ନୀତୁ ଆରୋରାଙ୍କୁ ଗିରଫ କରିବା ପରେ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଛି ସିବିଆଇ । ସେପଟେ ୨ ଦିନିଆ ରିମାଣ୍ଡ ଶେଷ ହେବା ପରେ ଅଭିଯୁକ୍ତ ମୁନା ମହାନ୍ତି, ଟି. ଅଭିମନ୍ୟୁ ଦୋରା , ଶ୍ରୀକାନ୍ତ ମହାରଣା ଓ ପ୍ରିୟଦର୍ଶିନୀ ସାମଲଙ୍କୁ କୋର୍ଟରେ ହାଜର କରିଛି ସିବିଆଇ । ପୂର୍ବରୁ ବିହାରରୁ ନୀତୀଶକୁ ଗିରଫ କରାଯାଇଥିଲା । ରିମାଣ୍ଡ ଅବଧି ସମୟରେ ବଡ଼ବଡ଼ିଆଙ୍କ ସମ୍ପୃକ୍ତି ପଦାକୁ ଆସିବା ନେଇ ଚର୍ଚ୍ଚା ଜୋର ଧରିଛି । ୨୫ ଲକ୍ଷ ଟଙ୍କା ବିନିମୟରେ କିଭଳି ମିଳୁଥିଲା ଚାକିରୀ ? ପାୱାର କରିଡରରେ କିଏ ଦେଉଥିଲା ବ୍ୟାକ୍ ସପୋର୍ଟ ? କାହା ଛତ୍ରଛାୟାରେ ରହି କ୍ରାଇମ ସିଣ୍ଡିକେଟ ଚଳାଉଥିଲେ ଅଭିଯୁକ୍ତ ? ସେ ନେଇ ସିବିଆଇକୁ ମିଳିଛି ନେକ ତଥ୍ୟ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

13 Dec 2025 By Madhusudan Das

ପୋଲିସ ଏସଆଇ ପରୀକ୍ଷା ସ୍କାମ: ଆନ୍ତଃ ରାଜ୍ୟ ଲିଙ୍କ୍‌ ନେଇ ଆଉ ଜଣଙ୍କୁ ଗିରଫ କଲା CBI

ଭୁବନେଶ୍ୱର: ପୋଲିସ ଏସଆଇ ପରୀକ୍ଷା ସ୍କାମ । ଆନ୍ତଃ ରାଜ୍ୟ ଲିଙ୍କ ନେଇ ଆଉ ଜଣଙ୍କୁ ଗିରଫ କଲା ସିବିଆଇ । ବାହାର ରାଜ୍ୟରୁ ଅଭିଯୁକ୍ତ ନୀତୁ ଆରୋରାଙ୍କୁ ଗିରଫ କରିବା ପରେ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଛି ସିବିଆଇ । ସେପଟେ ୨ ଦିନିଆ ରିମାଣ୍ଡ ଶେଷ ହେବା ପରେ ଅଭିଯୁକ୍ତ ମୁନା ମହାନ୍ତି, ଟି. ଅଭିମନ୍ୟୁ ଦୋରା , ଶ୍ରୀକାନ୍ତ ମହାରଣା ଓ ପ୍ରିୟଦର୍ଶିନୀ ସାମଲଙ୍କୁ କୋର୍ଟରେ ହାଜର କରିଛି ସିବିଆଇ । ପୂର୍ବରୁ ବିହାରରୁ ନୀତୀଶକୁ ଗିରଫ କରାଯାଇଥିଲା । ରିମାଣ୍ଡ ଅବଧି ସମୟରେ ବଡ଼ବଡ଼ିଆଙ୍କ ସମ୍ପୃକ୍ତି ପଦାକୁ ଆସିବା ନେଇ ଚର୍ଚ୍ଚା ଜୋର ଧରିଛି । ୨୫ ଲକ୍ଷ ଟଙ୍କା ବିନିମୟରେ କିଭଳି ମିଳୁଥିଲା ଚାକିରୀ ? ପାୱାର କରିଡରରେ କିଏ ଦେଉଥିଲା ବ୍ୟାକ୍ ସପୋର୍ଟ ? କାହା ଛତ୍ରଛାୟାରେ ରହି କ୍ରାଇମ ସିଣ୍ଡିକେଟ ଚଳାଉଥିଲେ ଅଭିଯୁକ୍ତ ? ସେ ନେଇ ସିବିଆଇକୁ ମିଳିଛି ନେକ ତଥ୍ୟ।

https://www.thesakala.in/latest-odisha-news/one-more-accused-arrested-by-cbi-in-police-si-exam-scam/article-43575
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର