ଗାଁରେ ହାତୀ ଘଉଡ଼ାଇବା ବେଳେ ବ୍ୟକ୍ତିଙ୍କୁ ଦଳି ଚକଟି ମାରିଲା ହାତୀ

The Sakala Picture
Published On

ସମ୍ବଲପୁର: ଜଣେ ବ୍ୟକ୍ତିଙ୍କୁ ଦଳି ମାରିଲା ହାତୀ । ହାତୀ ଆକ୍ରମଣରେ ଚାଲିଗଲା ଜଣେ ବ୍ୟକ୍ତିଙ୍କ ଜୀବନ । ସମ୍ବଲପୁର ବନଖଣ୍ଡ ପଡ଼ିଆବାହାଲ ରେଞ୍ଜ ଛାମୁଣ୍ଡା ସେକ୍ସନ ଜାମଲୋଇ ବିଟ ଅଧୀନ ଜାମଲୋଇ ଗ୍ରାମରେ ଘଟିଛି ଏହି ଅଘଟଣ । ମୃତ ବ୍ୟକ୍ତି ଜଣକ ହେଲେ ପୂର୍ଣ୍ଣଚନ୍ଦ୍ର ଦେହୁରୀ(୩୮) । ହାତୀ କଚାଡି ଦେବାରୁ ପୂର୍ଣ୍ଣଚନ୍ଦ୍ର ଶରୀରଟି ଖଣ୍ଡ ବିଖଣ୍ଡିତ ହୋଇଯାଇଛି। ସୂଚନା ଅନୁସାରେ, ଗତକାଲି ରାତିରେ ଗ୍ରାମବାସୀ ହାତୀ ଘଉଡ଼ାଇବାକୁ ବାହାରିଥିଲେ । ହାତୀ ପଲଙ୍କୁ […]

ସମ୍ବଲପୁର: ଜଣେ ବ୍ୟକ୍ତିଙ୍କୁ ଦଳି ମାରିଲା ହାତୀ । ହାତୀ ଆକ୍ରମଣରେ ଚାଲିଗଲା ଜଣେ ବ୍ୟକ୍ତିଙ୍କ ଜୀବନ । ସମ୍ବଲପୁର ବନଖଣ୍ଡ ପଡ଼ିଆବାହାଲ ରେଞ୍ଜ ଛାମୁଣ୍ଡା ସେକ୍ସନ ଜାମଲୋଇ ବିଟ ଅଧୀନ ଜାମଲୋଇ ଗ୍ରାମରେ ଘଟିଛି ଏହି ଅଘଟଣ । ମୃତ ବ୍ୟକ୍ତି ଜଣକ ହେଲେ ପୂର୍ଣ୍ଣଚନ୍ଦ୍ର ଦେହୁରୀ(୩୮) । ହାତୀ କଚାଡି ଦେବାରୁ ପୂର୍ଣ୍ଣଚନ୍ଦ୍ର ଶରୀରଟି ଖଣ୍ଡ ବିଖଣ୍ଡିତ ହୋଇଯାଇଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ସମସ୍ତଙ୍କ ସାମ୍ନାରେ ସ୍ତ୍ରୀକୁ ଛୁରାମାଡ଼ କଲା ନୃଶଂସ ସ୍ୱାମୀ

ସୂଚନା ଅନୁସାରେ, ଗତକାଲି ରାତିରେ ଗ୍ରାମବାସୀ ହାତୀ ଘଉଡ଼ାଇବାକୁ ବାହାରିଥିଲେ । ହାତୀ ପଲଙ୍କୁ ଘଉଡ଼ାଇବା ପରେ ସମସ୍ତେ ଫେରି ଆସିଥିଲେ । ହେଲେ ପୂର୍ଣ୍ଣ ଫେରି ନଥିଲେ । ଆଜି ସକାଳୁ ତାଙ୍କ ମୃତଦେହ ନୁଆଁବନ୍ଧ ନିକଟରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ପରେ ବନ ବିଭାଗକୁ ଖବର ଦେଇଥିଲେ। ଖବର ଲେଖା ହେବା ଯାଏ ବିଭାଗୀୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ଅନୈତିକ କାର୍ଯ୍ୟରେ ଲିପ୍ତ ସେବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ସେବାରୁ ନିଲମ୍ବନ, ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା

22 Nov 2024 By The Sakala

ଗାଁରେ ହାତୀ ଘଉଡ଼ାଇବା ବେଳେ ବ୍ୟକ୍ତିଙ୍କୁ ଦଳି ଚକଟି ମାରିଲା ହାତୀ

ସମ୍ବଲପୁର: ଜଣେ ବ୍ୟକ୍ତିଙ୍କୁ ଦଳି ମାରିଲା ହାତୀ । ହାତୀ ଆକ୍ରମଣରେ ଚାଲିଗଲା ଜଣେ ବ୍ୟକ୍ତିଙ୍କ ଜୀବନ । ସମ୍ବଲପୁର ବନଖଣ୍ଡ ପଡ଼ିଆବାହାଲ ରେଞ୍ଜ ଛାମୁଣ୍ଡା ସେକ୍ସନ ଜାମଲୋଇ ବିଟ ଅଧୀନ ଜାମଲୋଇ ଗ୍ରାମରେ ଘଟିଛି ଏହି ଅଘଟଣ । ମୃତ ବ୍ୟକ୍ତି ଜଣକ ହେଲେ ପୂର୍ଣ୍ଣଚନ୍ଦ୍ର ଦେହୁରୀ(୩୮) । ହାତୀ କଚାଡି ଦେବାରୁ ପୂର୍ଣ୍ଣଚନ୍ଦ୍ର ଶରୀରଟି ଖଣ୍ଡ ବିଖଣ୍ଡିତ ହୋଇଯାଇଛି।

ସୂଚନା ଅନୁସାରେ, ଗତକାଲି ରାତିରେ ଗ୍ରାମବାସୀ ହାତୀ ଘଉଡ଼ାଇବାକୁ ବାହାରିଥିଲେ । ହାତୀ ପଲଙ୍କୁ ଘଉଡ଼ାଇବା ପରେ ସମସ୍ତେ ଫେରି ଆସିଥିଲେ । ହେଲେ ପୂର୍ଣ୍ଣ ଫେରି ନଥିଲେ । ଆଜି ସକାଳୁ ତାଙ୍କ ମୃତଦେହ ନୁଆଁବନ୍ଧ ନିକଟରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ପରେ ବନ ବିଭାଗକୁ ଖବର ଦେଇଥିଲେ। ଖବର ଲେଖା ହେବା ଯାଏ ବିଭାଗୀୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର