ଗଛ ତଳେ ଆଶ୍ରୟ ହେଲା କାଳ: ବଜ୍ରାଘାତରେ ଜଣେ ମୃତ, ୩ ଗୁରୁତର
ବୌଦ୍ଧ: ଗଛ ତଳେ ରହିବା ହେଲା କାଳ। ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଗୁରୁତର ହୋଇଛନ୍ତି । ଘରକୁ ଫେରିବା ସମୟରେ ବୌଦ୍ଧ ଥାନା ପିଙ୍ଗଲବେଡା ସୁରସନାଲି ଠାରେ ବଜ୍ରପାତ ହୋଇଥିଲା। ମୃତକ ଜଣକ ହେଲେ ବଲାକିରା ଗ୍ରାମର ତରୁଣ ମହାକୁ । ଆହତ ତିନିଜଣ ହେଲେ ବାଲାକିରା ଗ୍ରାମର କରଣ ପ୍ରଧାନ ,ବପୁନ ସାହୁ ଓ ଅନ୍ୟ ଜଣେ ହେଲେ ଜଡ଼ାପାଲ ଗ୍ରାମର ସୁମନ୍ତ ସାହୁ ।

ଆହୁରି ପଢ଼ନ୍ତୁ: ମୁହଁରେ ସ୍ପ୍ରେ ମାରି ଯୁବତୀଙ୍କୁ ଟେକି ନେଇ ଗଣ ଦୁଷ୍କର୍ମ ଅଭିଯୋଗ