ଆଜି ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର, କ୍ରମାଗତ ୧୫ ଦିନରେ ୧୩ ଥର ହେଲାଣି ଦାମ୍ ବୃଦ୍ଧି

The Sakala Picture
Published On

ଭୁବନେଶ୍ୱର: ତୈଳ ଦରରେ ଲାଗୁନି ବ୍ରେକ । ହୁ ହୁ ହୋଇ ବଢୁଛି ପେଟ୍ରୋଲ ଓ ଡିଜେଲ ଦର। ଗତ ୧୫ ଦିନରେ ୧୩ ଥର ବୃଦ୍ଧି ହେଲାଣି ପେଟ୍ରୋଲ ଓ ଡିଜେଲ ଦର । ଆଜି ପୁଣି ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଉଭୟର ଲିଟର ପିଛା ୮୫ ପଇସା ବୃଦ୍ଧି ହୋଇଥିବା ଜଣାଯାଇଛି। ୧୩ ଥରରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୯ଟଙ୍କା ୮୪ ପଇସା ବୃଦ୍ଧି ପାଇ ୧୧୧ଟଙ୍କା ୬୪ପଇସା […]

ଭୁବନେଶ୍ୱର: ତୈଳ ଦରରେ ଲାଗୁନି ବ୍ରେକ । ହୁ ହୁ ହୋଇ ବଢୁଛି ପେଟ୍ରୋଲ ଓ ଡିଜେଲ ଦର। ଗତ ୧୫ ଦିନରେ ୧୩ ଥର ବୃଦ୍ଧି ହେଲାଣି ପେଟ୍ରୋଲ ଓ ଡିଜେଲ ଦର । ଆଜି ପୁଣି ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଉଭୟର ଲିଟର ପିଛା ୮୫ ପଇସା ବୃଦ୍ଧି ହୋଇଥିବା ଜଣାଯାଇଛି। ୧୩ ଥରରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୯ଟଙ୍କା ୮୪ ପଇସା ବୃଦ୍ଧି ପାଇ ୧୧୧ଟଙ୍କା ୬୪ପଇସା ଓ ଡିଜେଲ ୯ଟଙ୍କା ୭୬ ପଇସା ବଢ଼ି ୧୦୧ ଟଙ୍କା ୩୯ ପଇସାରେ ପହଁଚିଛି । ନୂତନ ଦର ସକାଳ ୬ଟାରୁ ପେଟ୍ରୋଲ୍‌ ପମ୍ପ୍‌ଗୁଡ଼ିକରେ ଲାଗୁ ହୋଇଛି।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମିଥିଲେ ବି ଭାରତୀୟ ବଜାରରେ ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି ଜାରି ରହିଛି । ୟୁକ୍ରେନ୍ ଉପରେ ରୁଷ୍‌ ଆକ୍ରମଣ ଯୋଗୁଁ ତୈଳ ବଜାର‌ ଅସ୍ଥିର ରହିଛି। ସେଥିପାଇଁ ବିଶ୍ବର ବିଭିନ୍ନ ଦେଶରେ ତେଲ ମହଙ୍ଗା ହେଉଛି। ଏହି ଯୁଦ୍ଧ ବହୁ ଦିନରୁ ଆରମ୍ଭ ହୋଇଥିଲେ ମଧ୍ୟ ଭାରତରେ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହେବା ଓ ସରକାର ଗଠନ ହୋଇଯିବା ପରେ ହିଁ ତେଲ ଦାମ୍ ବଢ଼ିଛି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

05 Apr 2022 By The Sakala

ଆଜି ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର, କ୍ରମାଗତ ୧୫ ଦିନରେ ୧୩ ଥର ହେଲାଣି ଦାମ୍ ବୃଦ୍ଧି

ଭୁବନେଶ୍ୱର: ତୈଳ ଦରରେ ଲାଗୁନି ବ୍ରେକ । ହୁ ହୁ ହୋଇ ବଢୁଛି ପେଟ୍ରୋଲ ଓ ଡିଜେଲ ଦର। ଗତ ୧୫ ଦିନରେ ୧୩ ଥର ବୃଦ୍ଧି ହେଲାଣି ପେଟ୍ରୋଲ ଓ ଡିଜେଲ ଦର । ଆଜି ପୁଣି ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଉଭୟର ଲିଟର ପିଛା ୮୫ ପଇସା ବୃଦ୍ଧି ହୋଇଥିବା ଜଣାଯାଇଛି। ୧୩ ଥରରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୯ଟଙ୍କା ୮୪ ପଇସା ବୃଦ୍ଧି ପାଇ ୧୧୧ଟଙ୍କା ୬୪ପଇସା ଓ ଡିଜେଲ ୯ଟଙ୍କା ୭୬ ପଇସା ବଢ଼ି ୧୦୧ ଟଙ୍କା ୩୯ ପଇସାରେ ପହଁଚିଛି । ନୂତନ ଦର ସକାଳ ୬ଟାରୁ ପେଟ୍ରୋଲ୍‌ ପମ୍ପ୍‌ଗୁଡ଼ିକରେ ଲାଗୁ ହୋଇଛି।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମିଥିଲେ ବି ଭାରତୀୟ ବଜାରରେ ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି ଜାରି ରହିଛି । ୟୁକ୍ରେନ୍ ଉପରେ ରୁଷ୍‌ ଆକ୍ରମଣ ଯୋଗୁଁ ତୈଳ ବଜାର‌ ଅସ୍ଥିର ରହିଛି। ସେଥିପାଇଁ ବିଶ୍ବର ବିଭିନ୍ନ ଦେଶରେ ତେଲ ମହଙ୍ଗା ହେଉଛି। ଏହି ଯୁଦ୍ଧ ବହୁ ଦିନରୁ ଆରମ୍ଭ ହୋଇଥିଲେ ମଧ୍ୟ ଭାରତରେ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହେବା ଓ ସରକାର ଗଠନ ହୋଇଯିବା ପରେ ହିଁ ତେଲ ଦାମ୍ ବଢ଼ିଛି।

https://www.thesakala.in/latest-odisha-news/once-again-today-petrol-diesel-price-hike/article-10517
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର